Browsing Category

ଓଡିଶା

ଆଇଜି ଓ ଜିଲାପାଳଙ୍କ ଅଦାଲତ ପରିସର ପରିଦର୍ଶନ

ସମ୍ବଲପୁର : ଗତ ୧୨ ତାରିଖରେ ସମ୍ବଲପୁର ଜିଲା ଅଦାଲତ ପରିସରରେ ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସମୟରେ ଘଟିଥିବା ଅପ୍ରିତିକର ଘଟଣାକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଘଟଣାକୁ ନେଇ ଏବେ ସମ୍ବଲପୁରରେ ବିଭିନ୍ନ ମହଲରେ ବ୍ୟାପକ ହଲଚଲ ଜାରି

ବାଇକ ଡ଼ିକିରୁ ୪୭ ହଜାର ଟଙ୍କା ଲୁଟ

ପାଟଣା :ପାଟଣା ବ୍ଲକ ଅନ୍ତର୍ଗତ ଡୁମୁରିଆ ଗ୍ରାମର ବାସିନ୍ଦା ତଥା ପ୍ରାଣୀ ଚିକିତ୍ସା ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ଗଣେଶ୍ୱର ନାଏକଙ୍କ ବାଇକ ଡ଼ିକି ରୁ ୪୭ ହଜାର ଟଙ୍କା କୌଶଳ କ୍ରମେ ଲୁଟ ହୋଇଯାଇଛି। ଗଣେଶ୍ୱର ପାଟଣା ଷ୍ଟେଟବ୍ୟାଙ୍କ ରୁ ୫୦ ହଜାର ଟଙ୍କା ଉଠାଇ ପୁଟୁଳିଆ ଯାଇଥିଲେ।

ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ଏସଆଇ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଫସିଲେ ଆଉ ଜଣେ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତମାଣ୍ଡୋ ଥାନା ଏସଆଇଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ତମାଣ୍ଡୋ ଥାନା ଏସଆଇ ଅଭିମନ୍ୟୁ ଚୌଧୁରୀଙ୍କ ବାସଭବନ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଉଛି।

ଜଳିଗଲା ଲକ୍ଷାଧିକ ଟଙ୍କାର ଧାନ

ପାଟଣା : ଢେଙ୍କିକୋଟ ପଞ୍ଚାୟତ ଲଙ୍ଗଳକଣ୍ଟି ଗ୍ରାମର କୁଞ୍ଜବିହାରୀ ଗିରିଙ୍କର ୪ ଟି ଟ୍ରାକ୍ଟର ଓ ବିଜୟ କୁମାର ଗିରିଙ୍କର ୧ଟି ଟ୍ରାକ୍ଟର ପରିମାଣର ଧାନ ବିଡା ଖଳାରେ ନିଆଁ ଲାଗି ଜଳିଯାଇଛି । ଖବର ପାଇ ଘଟଗାଁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଲକ୍ଷାଧିକ ଟଙ୍କାର

ଜମି କିସମ ବଦଳାଇବାକୁ ଲାଞ୍ଚ; ଧରାପଡ଼ିଲେ ତହସିଲଦାର

ବେଗୁନିଆ : ଜମିର କିସମର ପରିବର୍ତ୍ତନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡିଲେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ। ବୁଧବାର ତହସିଲଦାର ନିଜ କଳିଙ୍ଗନଗରସ୍ଥିତ ବାସଭବନ ସାମ୍ନାରେ ଜମି କିସମ ପରିବର୍ତ୍ତନ ପାଇଁ ଲାଞ୍ଚ ନେଉଥିବା ବେଳେ

ଅଜଣା ଦୁର୍ବୃତ୍ତଙ୍କ ଗୁଳି ମାଡରେ ମହିଳା ଗୁରୁତର

ଦେବଗଡ : ଅଜଣା ଦୁର୍ବୃତ୍ତଙ୍କ ଗୁଳି ମାଡରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଂହଶାଳ ଗ୍ରାମପଂଚାୟତ କଦୋଗୁଡା ଗ୍ରାମରେ ବୁଧବାର ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗ୍ରାମର ରାଜେଶ ମହନ୍ତଙ୍କ ଘର ଭିତରେ ପଶି ଜଣେ ଅଜଣା ଦୁର୍ବୃତ୍ତ

ଅଜଣା ଗାଡି ଧକାରେ ଜଣେ ଆହତ

ଦାରିଙ୍ଗବାଡ଼ି,୧୪/୧୨: ଦାରିଙ୍ଗବାଡ଼ି ବଇନି ସାହି ନିକଟ ୫୯ନଂ ଜାତୀୟ ରାଜପଥ ଠାରେ ଶ୍ରାନିକେତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଙ୍ଗାରାହା ଗ୍ରାମର ଜିକରିୟ ପ୍ରଧାନ(୪୦) ଅଜଣା ଗାଡି ଧକାରେ ଆହତ ହୋଇ ରାସ୍ତା ଉପରେ ପଡ଼ି ରହିଥିଲେ । ଏହି ଖବର ଗଣ ମାଧ୍ୟମ ପ୍ରତିନିଧି ତଥା

ରାଜଧାନୀରେ ଦୁଇ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ଦିନ ଦି’ପହରରେ ବୁଲିଲା ଖଣ୍ଡା। ନୟାପଲ୍ଲୀ ଥାନା ସିଆର୍‌ପି ଛକରେ ଦୁଇ ଜଣ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ତେବେ ଆକ୍ରମଣର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି।

ଆମର କାର୍ଯ୍ୟ ପାଇଁ ଆମେ ଯତ୍ନବାନ ଓ ପ୍ରତିବଦ୍ଧ- ଆଇଜି ଡ. ଦୀପକ କୁମାର

ସମ୍ବଲପୁର: ଗତ ୧୨ ତାରିଖରେ ସମ୍ବଲପୁର ଜିଲା ଅଦାଲତ ପରିସରରେ ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନ ସମୟରେ ଘଟିଥିବା ଅପ୍ରିତିକର ଘଟଣାକୁ ନେଇ ସୁପ୍ରିମକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଉକ୍ତ ଘଟଣାକୁ ନେଇ ସୁପ୍ରିମକୋର୍ଟ ବିଭିନ୍ନ ପକ୍ଷଙ୍କୁ ବୁଧବାର ନିଜର ପକ୍ଷ

ବସ୍‌ରେ ପିଟିହେଲା ବାଇକ୍‌, ୩ ଯୁବକଙ୍କ ମୃତ୍ୟୁ

ସୁନ୍ଦରଗଡ଼: ହେମଗିରି ଥାନା ତୁମୁଳିଆ ଛକ ନିକଟରେ ଆଜି ଏକ ଘରୋଇ ଯାତ୍ରୀବାହୀ ବସ୍‌ ସହ ବାଇକ ଧକ୍କା ହୋଇଛି। ଏହି ମର୍ମନ୍ତୁତ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶ୍ୟାମ ଗିଦିଲି (୩୦), ଈଶ୍ୱର ପାଣ୍ଡେ (୩୨) ଓ ଓମ ପ୍ରକାଶ ବିଶ୍ୱାଳ (୩୩)। ସୂଚନା ଅନୁସାରେ