Browsing Category

ଓଡିଶା

୨୦୨୪ରେ ବିଜେଡି ଜିତିବ ୧୨୫ ଆସନ : ସୁଶାନ୍ତ ସିଂହ

ଭୁବନେଶ୍ୱର: ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଜିତିବା ପରେ ଭଟଲି ବିଧାୟକ ସୁଶାନ୍ତ ସିଂହ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ୨୦୨୪ରେ ବିଜେଡିର ମିଶନ ୧୨୫ ଆସନ। ୧୪୭ରୁ ୧୨୫ଟି ଆସନରେ ବିଜେଡି ଜିତିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି। କେବଳ ପଶ୍ଚିମ ଓଡ଼ିଶାର ୩୬

ପଦ୍ମପୁରରେ ଆମେ ଯାହା ଭାବିଥିଲୁ ତାହା ହେଲାନି, ଜନାଦେଶକୁ ଆମେ ସମ୍ମାନ ଜଣାଉଛୁ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପଦ୍ମପୁରରେ ଆମେ ଯାହା ଭାବିଥିଲୁ ତାହା ହେଲାନି । ଜନାଦେଶକୁ ଆମେ ସମ୍ମାନ ଜଣାଉଛୁ । ଯିଏ ଜିତେ ତା ମନ ସ୍ୱାଭାବିକ ଭାବେ ଖୁସିଥାଏ । ସେ ଟିକିଏ ବଢିଚଢି କହିଥାଏ ..ପଦ୍ମପୁର ଉପନିର୍ବାଚନ ହାରିବା ପରେ ଏମିତି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସୋମବାର ଶପଥ ନେବେ ବର୍ଷା ସିଂ ବରିହା

ଭୁବନେଶ୍ୱର: ପଦ୍ମପୁର ଆସନରୁ ବିପୁଳ ଭୋଟରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା । ଗତକାଲି ସେ ଭୁବେନଶ୍ୱର ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଆଶୀର୍ବାଦ ନେଇଛନ୍ତି । ଆଜି ବାଚସ୍ପତିଙ୍କୁ ଭେଟି ସୋମବାର ବିଧାୟିକା ଭାବେ ଶପଥ ନେବେ ବୋଲି

ଡିଜେ ବଜାଇବାକୁ ମନା କରିବାରୁ ପୋଲିସକୁ କାମୁଡି ଦେଲେ ବରଯାତ୍ରୀ

ଭୁବନେଶ୍ବର: ଡିଜେ ବଜାଇବାକୁ ମନା କରିବାରୁ ପୋଲିସକୁ କାମୁଡି ଦେଲେ ବରଯାତ୍ରୀ।ଯାହାକୁ ନେଇ ଖାରବେଳନଗର ଥାନା ଆଗରେ ଦେଖିବାକୁ ମିଳିଥିଲା ହଙ୍ଗାମା। ପୋଲିସ ସହ ଧସ୍ତା ଧସ୍ତି ମଧ୍ୟ ଘଟି ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ।ଶେଷରେ ୫ଜଣ ବରଯାତ୍ରୀକୁ ଥାନାରେ ଅଟକ ପରେ ଜଣକୁ ଗିରଫ କରିଛି ପୋଲିସ।

ଦୁଇ ଭଉଣୀକୁ ଦୁଇ ମାସ ବନ୍ଦ ଘରେ ତାଲା ପକାଇ ରଖିଲା ଯୁବକ

ଯାଜପୁର: ଇନଷ୍ଟାଗ୍ରାମରେ ଲଭ୍‌ । ପରେ ବିବାହର ପ୍ରତିଶ୍ରୁତି । ଯୁବକଙ୍କ କଥାରେ ତାମିଲନାଡୁରୁ ଯାଜପୁର ଆସିଲେ ଦୁଇ ଭଉଣୀ । ଦୁଇଜଣଙ୍କୁ ମାସେ କାଳ ଘରେ ତାଲା ପକାଇ ରଖିଥିଲା ଦୁର୍ବୃତ୍ତ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ସୁନ୍ଦୁରେଇମୁହଁ ଅଞ୍ଚଳର ଏକ ବନ୍ଦ କୋଠରୀରୁ ୨ ଭଉଣୀଙ୍କୁ

ଇଡିକୁ ତଦନ୍ତରେ ସହଯୋଗ କରୁନାହାନ୍ତି ଅର୍ଚ୍ଚନା

ଭୁବେନେଶ୍ବର: ମିଡିଆ ଆଗରେ ଫଁ କରୁଥିବା ଅର୍ଚ୍ଚନା ନାଗ ଇଡି ଆଗରେ ମୁହଁ ଖୋଲୁ ନାହାନ୍ତି । ସବୁ ଗୁମର ଖୋଲି ଦେବେ ବୋଲି ଗର୍ଜନ କରୁଥିବା ଅର୍ଚ୍ଚନା ଇଡି ପ୍ରଶ୍ନରେ ମୌନ । ଜେରାରେ ତଦନ୍ତକାରୀ ଅଫିସରଙ୍କୁ ସହଯୋଗ କରୁ ନାହାନ୍ତି । ସନ୍ତୋଷଜନକ ଉତ୍ତର ଦେଉ ନଥିବା ସୂଚନା ମିଳିଛି । କେମିତି

ରିଫଣ୍ଡ୍‌ ପାଇଁ କହି ଫୋନ୍‌ ପେ’ ଲିଙ୍କ୍‌ ମାଧ୍ୟମରେ  ଲୁଟିନେଲେ ୧୯ହଜାର ଟଙ୍କା

କଟକ: ଅନ୍‌ଲାଇନ୍‌ରେ ଜିନିଷ ମଗାଉଥିଲେ, ସାବଧାନ । ଏବେ ଅନ୍‌ଲାଇନରେ ସପିଂ କରୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଲୁଟେରା । କଟକରୁ ଏଭଳି ଏକ ଅଭିଯୋଗ ସାମ୍ନାକୁ ଆସିଛି । କଟକ ନୂଆବଜାରର ଜଣେ ଯୁବତୀ ସାଇବର ଲୁଟେରାଙ୍କ ଟାର୍ଗେଟର ଶିକାର ହୋଇଛନ୍ତି । ଅନ୍‌ଲାଇନ୍‌ ଡେଲିଭରିରୁ

ସାଲେପୁର ବୀଭତ୍ସ ହତ୍ୟାକାଣ୍ଡ ଘଟଣା: ମାଷ୍ଟର ମାଇଣ୍ଡ ନାତି ଗିରଫ, ପୁଅ ହତ୍ୟାକାରୀ ଜାଣିବା ପରେ ବାପା ପିଇଲେ ବିଷ

ସାଲେପୁର: ସାଲେପୁର ନେମାଳ ଲେଣ୍ଡର ଭଗବାନପୁରରେ ବିଭତ୍ସ ହତ୍ୟାକାଣ୍ଡ ଘଟଣାର ମାଷ୍ଟର ମାଇଣ୍ଡ ନାତି। ମୃତ ହୃଷିକେଶ ମୁଦୁଲିଙ୍କ ନାତି ଓମ୍ ପ୍ରକାଶ ମୁଦୁଲିକୁ ପୋଲିସ୍ ଗିରଫ କରିଥିବା ନେଇ ସୂଚନା ମିଳିଛି । ଏପଟେ ନିଜ ପୁଅ ହିଁ ଜେଜେବାପାର ହତ୍ୟାକାରୀ ଜାଣିବା ପରେ ଓମ୍ ପ୍ରକାଶର

ବାଲେଶ୍ୱର କୂଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର କୂଳଡିହା ଅଭୟାରଣ୍ୟରେ ପୁଣି ହାତୀ ମୃତ୍ୟୁ । ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଫରେଷ୍ଟ ବିଟ ଅଧିନ ସିଆଡିମାଳ ନିକଟ କଦମଶୋଳ ଠାରେ ଏକ ବୃଦ୍ଧା ମାଇ ହାତୀର ମୃତଦେହ ଉଦ୍ଧାର କରିଛି କୁଳଡିହା ବନ ବିଭାଗ । ଗତକାଲି ରାତିରେ ହାତୀଟିର ମୃତ୍ୟୁ ହୋଇଥିବା କୁହାଯାଉଛି ।

ସହଜ ହେବ ‘‘ଲିଜ୍ ହୋଲ୍ଡ’’ରୁ ପ୍ରି ହୋଲ୍ଡ୍ ପରିବର୍ତ୍ତନ, ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ…

ଭୁବନେଶ୍ୱର : ସହଜ ହେବ ‘ଲିଜ୍‌ ହୋଲ୍ଡ’ରୁ ପ୍ରି ହୋଲ୍ଡ ପରିବର୍ତ୍ତନ। କ୍ଷମତା ବିକେନ୍ଦ୍ରୀକରଣ ପାଇଁ ପ୍ରସ୍ତାବ। ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।। ଲିଜ୍‌ ହୋଲ୍ଡ ଜମିର ଫ୍ରି-ହୋଲ୍‌ଡ ପରିବର୍ତ୍ତନକୁ ସହଜ ଓ ସୁଗମ କରିବା ପାଇଁ ରାଜ୍ୟ