Browsing Category

ଓଡିଶା

ପଦ୍ମପୁର ଉପନିର୍ବାଚନ: ସନ୍ଧ୍ୟା ୬ଟା ସୁଦ୍ଧା ୮୦.୦୫ ପ୍ରତିଶତ ମତଦାନ

ପଦ୍ମପୁର/ଭୁବନେଶ୍ଵର: ଶାନ୍ତି ଶୃଙ୍ଖଳାର ସହ ପଦ୍ମପୁରରେ ସରିଲା ଭୋଟ୍ । ଇଭିଏମରେ ସିଲ୍ ହୋଇଛି ୧୦ ପ୍ରାର୍ଥୀଙ୍କ ଭାଗ୍ୟ । ଉପ ନିର୍ବାଚନରେ ଉତ୍ସାହର ସହ ଭୋଟ୍ ଦେଇଛନ୍ତି ପଦ୍ମପୁରବାସୀ । ଏଥର ରେକର୍ଡ ସଂଖ୍ୟାରେ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସନ୍ଧ୍ୟା ୬ଟା

ଟ୍ରେନ୍‌ରୁ ଖସି ପଡ଼ି ଯୁବକ ହରାଇଲେ ଦୁଇଟି ଯାକ ଗୋଡ଼

ଭୁବନେଶ୍ୱର: କୌଣସି କାମରେ ଯୁବକ ଜଣକ ଝାଡ଼ଖଣ୍ଡରୁ ଭୁବନେଶ୍ୱରକୁ ଆସୁଥିଲେ । ହେଲେ ଖରାପ ସମୟ ବୋଧହୁଏ ଥିଲା ତାଙ୍କର । ଟ୍ରେନ୍‌ ତଳେ ପଡ଼ି ଦୁଇ ଗୋଡ଼ ହରାଇଛନ୍ତି ଏହି ୨୫ ବର୍ଷ ବୟସ୍କ ଯୁବକ ଜଣକ । ତାଙ୍କ ନାଁ ହେଉଛି ମନୋଜ ମଲ୍‌ । ରେଳବାଇ ପୋଲିସ୍‌ର ସୂଚନା ଅନୁସାରେ ଆଜି ସକାଳ

ପିଏନବି ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାର ଖୋଲିଲା ରହସ୍ୟ

ବରଗଡ଼: ନ୍ୟୁଡକଲ୍‌, ବ୍ଲାକମେଲ ଓ ସୁଇସାଇଡ୍‌ । ବରପାଲି ପିଏନବି ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ଘଟଣାର ଖୋଲିଲା ରହସ୍ୟ । ଦିବ୍ୟରଞ୍ଜନ ଏପରି ଚରମ ପଦକ୍ଷେପ ନେବା ପଛରେ ଥିଲା ବ୍ଲାକମେଲର କଳା କାହାଣୀ । ରାଜସ୍ଥାନରୁ ଗିରଫ ୨ ଅଭିଯୁକ୍ତଙ୍କ ଠାରୁ ମିିଳିଥିବା ତଥ୍ୟରୁ

ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା: ଆସନ୍ତାକାଲି ସନ୍ଧ୍ୟାରେ ହେବ ଡିପ୍ରେସନ୍‌

ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଏନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ଅଧିକ ଘନୀଭୂତ ହେବ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତାକାଲି ସନ୍ଧ୍ୟାରେ ଡିପ୍ରେସନ୍‌ ସୃଷ୍ଟି ହେବ । ଏହାପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ଅବପାତ

ଓଲଟିଲା ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କେନ୍ଦୁଝର: ଆଜି ସକାଳୁ କେନ୍ଦୁଝରରୁ ତେଲକୋଇ ଯାଉଥିବା ଅମ୍ବା ନାମକ ଘରୋଇ ଯାତ୍ରି ବାହି ବସ୍ ୩୫ ରୁ ଉର୍ଦ୍ଧ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟରେ ଭାରସାମ୍ୟ ହରାଇଓଲଟି ପଡ଼ିଥିଲା । ସୂଚନା ପାଇ କାଞ୍ଜିପାଣି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି

୭ ଦିନ ରିମାଣ୍ଡରେ ଯିବେ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗକୁ ୭ ଦିନିଆ ରିମାଣ୍ଡରେ ନେବାକୁ ଇଡ଼ିକୁ ଅନୁମତି ଦେଇଛନ୍ତି କୋର୍ଟ | ରିମାଣ୍ଡରେ ନେଇ ଆସନ୍ତା ୧୩ ତାରିଖରେ କୋର୍ଟରେ ହାଜର କରିବାକୁ ଇଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି | ମିଳିଥିବା ସୂଚନା ମୁତାବକ ଅର୍ଚ୍ଚନା ନାଗକୁ ୧୫ ଦିନ ପାଇଁ ରିମାଣ୍ଡରେ

ଗିରଫ ହେଲେ ସାଇବର ଲୁଟେରା ଗ୍ୟାଙ୍ଗ, KBC ନାଁରେ ଲୁଟିଥିଲେ ୨ ଲକ୍ଷ ୪୩ ହଜାର

ଦେବଗଡ଼ ୦୫/୧୨: ଗିରଫ ହେଲେ ସାଇବର ଲୁଟେରା ଗ୍ୟାଙ୍ଗ। ସେମାନଙ୍କ ଠାରୁ ପୋଲିସ ଆଧାର କାର୍ଡ, ଚେକ୍‌ ବୁକ୍‌, ଏଟିଏମ୍‌ କାର୍ଡ, ମୋବାଇଲ୍‌ ଫୋନ୍‌, ପାନ୍‌କାର୍ଡ ଜବତ କରିଛି। ଏଭଳି ଏକ ଅନଲାଇନ୍‌ ଅପରାଧ ଦେବଗଡ଼ ଜିଲ୍ଲା ରାଇତାଲ ଅନ୍ତର୍ଗତ ରାଇତାଲ ଗାଁରେ ଦେଖିବାକୁ ମିଳିଛି। ସାଇବର

ଚିଙ୍ଗୁଡି ଘେରି ଜଗିବ ଡ୍ରୋନ୍

ଭୁବନେଶ୍ୱର ୦୫/୧୨: ଚିଲିକା ଓ ଭିତରକନିକାରେ ବେଆଇନ୍ ଚିଙ୍ଗୁଡ଼ି ଘେରି ସମ୍ପର୍କିତ ମାମଲା । ଡ୍ରୋନ କିଣିବା ପାଇଁ ରାଜସ୍ୱ ବିଭାଗ ସଚିବଙ୍କୁ ଲେଖାଯାଇଛି ଚିଠି । ଡ୍ରୋନ୍ ଦ୍ଵାରା ବେଆଇନ୍ ଚିଙ୍ଗୁଡ଼ି ଘେରି ଉପରେ ନଜର ରଖିହେବ ବୋଲି ହାଇକୋର୍ଟଙ୍କୁ ଆବେଦନକାରୀ ପ୍ରସ୍ତାବ ଦେଇଥିଲେ ।

ରାଜଧାନୀରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ଭୁବନେଶ୍ୱର ୦୫।୧୨ : ରାଜଧାନୀରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ସାଲିଆସାହିରେ ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି । ମୃତ ପ୍ରେମୀ ଯୁଗଳଙ୍କ ନାମ ହେଲା ଚିତ୍ରସେନ ଗୌଡ ଓ ପି.ବର୍ଷା ରେଡ୍ଡୀ ବୋଲି ଜଣାପଡିଛି । ଯୁବକଙ୍କ ଘର ବିଜୟଓ୍ୱାଡା ବୋଲି ଜଣାପଡିଛି । ଖବର ଅନୁଯାୟୀ,

ତହସିଲଦାରଙ୍କୁ ଠେଲାପେଲା ସହ ମାଡ, ମେଡିକାଲରେ ଭର୍ତ୍ତି

ବାଲିପାଟଣା ୦୫।୧୨ : ତହସିଲଦାରଙ୍କୁ ଆକ୍ରମଣ । ବାଲିପାଟଣା ତହସିଲଦାର ଆହତ । ନିକଟସ୍ଥ ମେଡିକାଲରେ ଭର୍ତ୍ତି । ବେଆଇନ୍‌ ଭାବେ ବାଲି ଚାଲାଣ ବେଳେ ଟ୍ରକକୁ ଜବତ କରିବା ସମୟରେ ଘଟିଛି ଏହି ଘଟଣା । ଖବର ଅନୁଯାୟୀ, ସୋମବାର ସକାଳେ ବାଲିପାଟଣା ତହସିଲ ପକ୍ଷରୁ ବାଲି ଟ୍ରକ ଯାଞ୍ଚ