Browsing Category

ଓଡିଶା

ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର ୦୪।୧୨ : ଅର୍ଚ୍ଚନା ନାଗ ଗିରଫ ମାମଲା । କୋର୍ଟଙ୍କ ନିର୍ଦ୍ଦେଶ ପରେ ଇଡିକୁ ତଥ୍ୟ ଦେଲା କମିଶନରେଟ୍ ପୋଲିସ । କମିଶନରେଟ ପୋଲିସ ତଥ୍ୟ ଦେବାରେ ଅବହେଳା କରୁଥିବା ଅଭିଯୋଗ କରି କୋର୍ଟରେ ଆବେଦନ କରିଥିଲା ଇଡି । କୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଇଡିକୁ ତଥ୍ୟ ହସ୍ତାନ୍ତର

ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଗ୍ୟାସ୍‌ ନିର୍ଗତ ହୋଇ ଚାରିଆଡେ ଧୂଆଁମୟ

କଳାହାଣ୍ଡି : ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାୟପୁର ରାଜପଥର ପାଷ୍ଟିପଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ପ୍ରଚୁର ମାତ୍ରାରେ ଗ୍ୟାସ୍ ବାହାରୁଛି । ସକାଳୁ କୁହୁଡ଼ି ପଡ଼ିଥିବାରୁ ଗ୍ୟାସ୍

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭ: ୧୦ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଗ୍ରହୀ ନିବେଶକ

ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣରୁ ମିଳିଛି ବଡ଼ ସଫଳତା । ମୋଟ୍‌ ୧୦ ଲକ୍ଷ ୫୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଆଗ୍ରହ ଆସିଛି । ଏହାଦ୍ୱାରା ରାଜ୍ୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାଢ଼େ ୧୦ ଲକ୍ଷ ନିଯୁକ୍ତି ସୃଷ୍ଟି ହେବ । ମୋଟ୍‌ ୭୪୧ ନିବେଶ ପ୍ରସ୍ତାବ ଆସିଛି ।

ପଦ୍ମପୁର ଉପନିର୍ବାଚନ ମତଦାନ ପାଇଁ ବ୍ୟାପକ ବ୍ୟବସ୍ଥା, ବୁଥ୍ ମୁହାଁ ପୋଲିଂ ଟିମ୍

ପଦ୍ମପୁର : ଦିନକ ପରେ ପଦ୍ମପୁର ଉପନିର୍ବାଚନ । ୫ରେ ଭୋଟିଂ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ଟିମ୍ । ମୋଟ ୩୧୯ ବୁଥ୍ ମଧ୍ୟରେ ୭୯ଟି ସମ୍ବେଦନଶୀଳ ଥିବା ଜଣାଯାଇଛି । ୧୫ଟି ବୁଥ୍କୁ ଆଦର୍ଶ ବୁଥ ଭାବେ ଘୋଷଣା କରାଯାଇଛି । ମତଦାନ ପାଇଁ ୪୫ଟି

୫ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ଜଣେ ମହିଳାଙ୍କ ସମେତ ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ହୋଇଥିବା ଚଢ଼ଉରେ ଆଜି ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବର ବ୍ରାଉନ୍‌ସୁଗାର ଜବତ କରାଯିବା ସହ ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ସୂଚନାନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୧୦ଟା ବେଳେ ଟାଉନ ଥାନା ପୁଲିସର ଏକ ଟିମ୍ ପୂର୍ବ

ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର…

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପାଇଁ ସରିଲା ପ୍ରଚାର । ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ନିଜ ସପକ୍ଷରେ ମନାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ ଓ ନେତା । ପ୍ରଚାରର ଶେଷ ଦିନରେ ବିଜେପି ପାଇଁ ପୁଣି ପ୍ରଚାର ମଇଦାକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌: ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ନିବେଶ କରିବେ ବିଭିନ୍ନ କମ୍ପାନୀ

ଭୁବନେଶ୍ୱର, ୦୩/୧୨: ସ୍ୱାସ୍ଥ୍ୟକ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ମେଡ଼ିସିନ ଫର୍ମାସ୍ୟୁଟିକାଲ କମ୍ପାନୀ କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଏହା ସହିତ ଅନୁଗୁଳ, ବଡ଼ବିଲ,

କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର, ୦୩/୧୨: କମିଶନରେଟ ପୋଲିସରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ୨୦ ଜଣ ଅଫିସରଙ୍କୁ ବଦଳ କରାଯାଇଛି । ସହିଦନଗର ଥାନା, ଲକ୍ଷ୍ମୀସାଗର ଥାନା, ବାଲିପାଟଣା ଥାନା, ମହିଳା ଥାନା ଓ଼ ଚନ୍ଦକା ଥାନାର ଆଇଆଇସିଙ୍କୁ ବଦଳି କରାଯାଇଛି । ଆଇଆଇସି ହିମାଂଶୁ ସ୍ୱାଇଁଙ୍କୁ ସ୍ପେଶାଲ ସ୍କ୍ୱାଡ

ହାଇକୋର୍ଟ ଲିକ୍ୟୁଡେଟରଙ୍କ ସୂଚନା, ଆଜିଠାରୁ ଓଟିଏମ୍‌ ଭାର ନେବେ ରାଜ୍ୟ ସରକାର

ଭୁବନେଶ୍ୱର, ୦୩/୧୨: ଓଡ଼ିଶା ଟେକ୍ସଟାଇଲ୍‌ ମିଲ୍‌ ବା ଓଟିଏମର ଭାର ଆଜିଠାରୁ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଓଟିଏମ୍‌ର ୫୨୧ ଏକର ଜାଗା ସହିତ କମ୍ପାନୀକୁ ରାଜ୍ୟ ସରକାରଙ୍କୁ ହସ୍ଥାନ୍ତର କରାଯାଇଛି । ଏନେଇ ହାଇକୋର୍ଟ ଲିକ୍ୟୁଡେଟର ସୂଚନା ଦେଇଛନ୍ତି । ଓଟିଏମ୍ କମ୍ପାନୀର ରକ୍ଷଣା ବେକ୍ଷଣ

ପଦ୍ମପୁର ଛାଡ଼ିବାକୁ ସମସ୍ତ ଦଳକୁ ଜିଲ୍ଲାପାଳଙ୍କ ନିବେଦନ

ବରଗଡ଼, ୦୩।୧୨: ପଦ୍ମପୁରରେ ୪ଟା ପରେ ପ୍ରଚାର ନକରିବା ପାଇଁ ବରଗଡ଼ ଜିଲ୍ଲାପାଳସମସ୍ତ ଦଳକୁ ନିବେଦନ କରିଛନ୍ତି । ଏହାସହ କୌଣସି ବାହାର ବ୍ୟକ୍ତି ପଦ୍ମପୁର ଅଞ୍ଚାଳରେ ୪ଟା ପରେ ରହିବେ ନାହିଁ । ଯଦି କେହି ରହେ ସେଥିପାଇଁ ସମସ୍ତ ହୋଟେଲ ତଥା ବାହାରୁ ଆସି ରହୁଥିବା ଲୋକଙ୍କ ସ୍ଥାନ