Browsing Category

ଓଡିଶା

ପଦ୍ମପୁରରେ କଂଗ୍ରେସ ଭଲ କରିବ, ସେଠାରେ ଦଳୀୟ ଭୋଟ ଅଛି- ସୁର ରାଉତରାୟ

ଭୁବନେଶ୍ୱର ୦୮।୧୧: ପଦ୍ମପୁରରେ କଂଗ୍ରେସ ଭଲ କରିବ। ସେଠାରେ କଂଗ୍ରେସର ଦଳୀୟ ଭୋଟ ରହିଛି । ଧାମନଗର ଅପେକ୍ଷା ଏଠି କଂଗ୍ରେସ ପ୍ରଚାର ଉପରେ ଅଧିକା ଗୁରୁତ୍ୱ ଦେବ ଦଳ। କଂଗ୍ରେସ ସବୁ ନେତାଙ୍କୁ ଏଥର ସାମିଲ କରୁଛି। ସେଠି ଯିଏ କଂଗ୍ରେସ ପାଇଁ କାମ କରୁଛନ୍ତି । ତାଙ୍କୁ

ଭୁବନେଶ୍ୱରରେ ଆରମ୍ଭ ହେଲା ବାଲିଯାତ୍ରା

ଭୁବନେଶ୍ୱର, ୦୮/୧୧: ଆଜିଠାରୁ ଆରମ୍ଭ ହେଉଛି ଭୁବନେଶ୍ବର ବାଲିଯାତ୍ରା । କୂଆଖାଇ ନଦୀ ପାଠାରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୮ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବାଲିଯାତ୍ରାରେ ୫୦୦ ରୁ ଅଧିକ ଷ୍ଟଲ ପଡିଛି । ଜନସାଧାରଣ ଷ୍ଟଲ ବୁଲିବା ସହିତ ବିଭିନ୍ନ ସୁସ୍ବାଦୁ

ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ସହ ୫ଜଣ ଡକାୟତ ଗିରଫ

ପୁରୀ, ୦୮/୧୧: ଡକାୟତି ଯୋଜନା ପଣ୍ଡ। ଗୋଟିଏ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ସହ ୫ଜଣ ଡକାୟତ ଗିରଫ। ପୁରୀ ତାଳବଣିଆ ଥାନା ପୋଲିସ ଦ୍ବାରା ଗିରଫ ହୋଇଥିବା ଏହି ୫ ଡକାୟତ ହେଲେ ବାଲିଘାଟ ଆଦର୍ଶ ନଗରର ନାରାୟଣ ମିଶ୍ର, ସତ୍ୟନାରାୟଣ ମହାପାତ୍ର, ଭିଆଇପି ରୋଡ ଜଗନ୍ନାଥ କଲୋନୀର ପ୍ରଦୀପ ବେହେରା,

ପଦ୍ମପୁର ଉପନିର୍ବାଚନ : ଦାୟିତ୍ୱ ବାଣ୍ଟିଲା ବିଜେଡି, ତିନି ବ୍ଲକକୁ ତିନି ମନ୍ତ୍ରୀ

ଭୁବନେଶ୍ୱର ୦୮।୧୧ : ବିଜେଡିର ଉପନିର୍ବାଚନ ରଣନୀତି । ପଦ୍ମପୁର ଉପନିର୍ବାଚନ ପାଇଁ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି। ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ବରେ ରହିବେ ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ। ତିନି ବ୍ଲକ ଦାୟିତ୍ବରେ ରହିବେ ତିନି ଜଣ ମନ୍ତ୍ରୀ। ପଦ୍ମପୁର ବ୍ଳକ

ମୀନାବଜାର ଦୋଳିରୁ ପଡି ଯୁବକ ମୃତ

କଣ୍ଟାବାଞ୍ଜି ୦୮।୧୧: ମୀନାବଜାର ଦୋଳିରୁ ପଡି ଯୁବକ ମୃତ । ବଲାଙ୍ଗିର ଜିଲ୍ଲା ତୁରକେଲାରେ ଅଘଟଣ । ମୃତ ଯୁବକ ଜଣକ ହେଲେ ତୁରକେଲା ଗାଁର ଦେବରାଜ ସାହୁ । ସୋମବାର ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା । ଖବର ଅନୁଯାୟୀ, ତୁରେକେଲାରେ ପ୍ରଥମ ଥର ପାଇଁ କାର୍ତ୍ତିକ ପୂର୍ଣିମା ଉତ୍ସବ

ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ: ଭଙ୍ଗାରୁଜା, ଗୋବର ମାଡ଼ ସହ ଲାଠିଚାର୍ଜ

ଭୁବନେଶ୍ୱର/ବ୍ରହ୍ମପୁର:ଚନ୍ଦ୍ରଗ୍ରହଣରେ ଖାଦ୍ୟ ଖାଇବାକୁ ନେଇ ବିରୋଧ । ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ । ଭୁବନେଶ୍ୱର ଲୋହିଆ ଏକାଡେମୀରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଛି । ହେତୁବାଦୀଙ୍କୁ ଅଟକ ରଖିଛି ପୋଲିସ । ପୋଲିସ ଉପସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ

ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିର ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ

ଭୁବନେଶ୍ୱର ୦୮।୧୧: ଉପନିର୍ବାଚନ ରଣନୀତି। ପଦ୍ମପୁର ଉପନିର୍ବାଚନ ପାଇଁ ଧାମନଗରଠୁ ବଡ଼ ଷ୍ଟ୍ରାଟେଜି କରିଛି ବିଜେପି । ଧାମନଗର ଭଳି ଅଧିକ ଶକ୍ତିଶାଳୀ ଓ ଅଧିକ ବଳ ଲଗାଇ ନିର୍ବାଚନ ଲଢ଼ିବ ଦଳ । ଖୁବଶୀଘ୍ର ଦଳର କ୍ଷତ୍ରୀୟ ପ୍ରଭାରୀ ସୁନୀଲ ଵଂଶଲ ଓ ପ୍ରଭାରୀ ଡ଼ି ପୁରନ୍ଦେଶ୍ୱରୀ ଷ୍ଟ୍ରାଟେଜି

ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ

ବୋରିଗୁମ୍ମା ୦୮।୧୧ : ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ l କୋରାପୁଟ ଜିଲ୍ଲା ଜାତୀୟ ରାଜପଥ ୨୬ ମଝିଆ ଗାଁ ପାଖରେ ଥିବା ଗଛରୁ ଦୁଇଜଣ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି l ପ୍ରେମୀ ଯୁଗଳ ଦୁହେଁ ବିବାହିତ ବୋଲି ଜଣାପଡିଛି l ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର

ହରିଶ୍ଚନ୍ଦ୍ର ଯୋଜନାରେ ହରିଲୁଟ୍ ଘଟଣା, ବନ୍ଧାହେଲେ ପିଇଓ

ଆନନ୍ଦପୁର ୦୮/୧୧: ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ ଘଟଣା । ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ୍ ପୂର୍ବତନ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରିଛି ସୋସୋ ଥାନା ପୋଲିସ୍ । ଗିରଫ ପରେ ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏହି

ଛାଡଖାଇ ପୂର୍ବରୁ ପିଆଜ ଦର ୧୫ ଦିନରେ ବଢିଲାଣି ୧୫ ଟଙ୍କା

ଭୁବନେଶ୍ୱର, ୦୮/୧୧: ଦରଦାମ ବୃଦ୍ଧି ଖାଉଟିଙ୍କ ଅଣ୍ଟା ମୋଡ଼ି ଦେଲାଣି । ୨ ସପ୍ତାହରୁ କମ୍‌ ସମୟ ମଧ୍ୟରେ ପିଆଜ ୧୫ ଟଙ୍କାରୁ ଅଧିକ ମହଙ୍ଗା ହୋଇଗଲାଣି । କାର୍ତ୍ତିକ ମାସ ଶେଷ ହେବା ସହ ପୁଣି ବାଧିଲାଣି ପିଆଜ ଯନ୍ତ୍ରଣା । ହାଣ୍ଡିଶାଳରେ ଏହି ପରିବାଟିର ଆବଶ୍ୟକତାକୁ ଏଡାଯାଇ ପାରି ନ ଥାଏ ।