Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍, ୪ ଆହତ
ଜି.ଉଦୟଗିରି ୨୩।୧୦: କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇଲା ଯାତ୍ରୀବାହୀ ବସ୍। ଅନ୍ଧାରୀକୋଟି ନିକଟରେ ଏକ ଯାତ୍ରୀବାହୀ ଘରୋଇ ବସ ସୋହନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ଯାଇଛନ୍ତି ଏକାଧିକ ଯାତ୍ରୀ।
ସୂଚନା ଅନୁଯାୟୀ,!-->!-->!-->…
ମଧ୍ୟରାତ୍ରିରେ ସହରରେ ଫୁଟିଲା ଗୁଳି, ଗୁରୁତର ଯୁବକ କଟକ ଏସସିବି ସ୍ଥାନାନ୍ତର
ବାଲେଶ୍ଵର: ବାଲେଶ୍ଵର ସହରେ ବିଳମ୍ବିତ ରାତିର ଫୁଟିଛି ଗୁଳି। ଆର୍ତ୍ତ କବିରାଜ ଗଳିରେ ଯୁବକଙ୍କୁ ଉପରେ କେହି ଦୁର୍ବୃତ୍ତ ଗୁଳିମାଡ କରିଛନ୍ତି। ଏଥିରେ ଯୁବକଙ୍କ ଆଖିରେ ଗୁଳି ବାଜିଛି। ଗୁରୁତର ଯୁବକ ହେଲେ କମଲ କୁମାର ଦାସ। ତାଙ୍କୁ ବାଲେଶ୍ଵର ବଡ ମେଡିକାଲ ପରେ କଟକ ଏସସିବି ମେଡିକାଲକୁ!-->…
ନିଃସର୍ତ୍ତ ନ୍ୟୁଜ୍ ର ପ୍ରଭାବ:୭୨ ବର୍ଷୀୟା ଭଗବତୀଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନିମନ୍ତେ…
ବାଲିମେଳା ପ୍ରତିନିଧି //ନିଃସର୍ତ୍ତ
ବାଲିମେଳା: ଗତ ୦୯ ଅକ୍ଟୋବର ୨୦୨୨ ରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳ ପରିଷଦ ବାଲିମେଳାର ୯ନଂୱାର୍ଡ ର ୭୨ ବର୍ଷୀୟା ଭଗବତୀ ପୂଜାରୀଙ୍କ ବାସଗୃହ ସମ୍ପର୍କରେ ଅର୍ଥାତ୍ ଦାରିଦ୍ର୍ୟର କଷାଘାତରେ ନିତି ଶଢୁଥିବା ଜଣେ ବୃଦ୍ଧାଙ୍କ!-->!-->!-->…
ସୂର୍ଯ୍ୟପରାଗ ପାଇଁ ଅକ୍ଟୋବର ୨୫ ସରକାରୀ ଛୁଟି ଘୋଷଣା
ଭୁବନେଶ୍ବର: ଆସନ୍ତା ୨୫ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ପରାଗ ପଡୁଥିବାରୁ ଏହି ଦିନଟିକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ।
ଏ ନେଇ ଆସନ୍ତ ମଙ୍ଗଳବାର ଦିନ ରାଜ୍ୟର ସମସ୍ତ ସରକାରୀ ଅଫିସ, ସ୍କୁଲ କଲେଜ ଆଦି ସମସ୍ତ ଶିକ୍ଷାନୁଷ୍ଠାନ,ରାଜସ୍ବ ବିଭାଗୀୟ, କୋର୍ଟ, ବ୍ୟାଙ୍କ ଏବଂ ଅନ୍ୟ!-->!-->!-->…
କଟକ ସେକ୍ଟର ୯ ଅଞ୍ଚଳରେ ଥିବା ବିଉଟି ପାର୍ଲରରୁ ମିଳିଲା ମହିଳାଙ୍କ ମୃତଦେହ
କଟକ: ବିଉଟି ପାର୍ଲରରୁ ମହିଳାଙ୍କ ମୃତଦେହ ଉଦ୍ଧାର। ଖବରପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ସହିତ ପହଁଚିଛି ମର୍କତନଗର ଥାନା ପୋଲିସ୍।
ଏଯାଏ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ, ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣା କଟକ ସେକ୍ଟର ୯ ଅଂଚଳର ଘଟିଥିବା!-->!-->!-->…
କଲେଜ ଯିବା ସମୟରେ ଡମ୍ପର ଧକ୍କାରେ ଛାତ୍ରୀ ମୃତ
ସୋର: ଆଜି ସକାଳେ ଜଣେ ଛାତ୍ରୀଙ୍କର କଲେଜ ଯିବା ସମୟରେ ଏକ ଡମ୍ପର ଧକ୍କାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଔପଦା ବ୍ଲକ ରାଇ ରାମଚନ୍ଦ୍ରପୁର ପଂଚାୟତର ଦେହୁରୀ ସାହି ଗ୍ରାମର ଧନଞ୍ଜୟ ପାତ୍ରଙ୍କ ଝିଅ କରିସ୍ମା ପାତ୍ର ଔପଦା ମହାବିଦ୍ୟାଳୟରେ +୨ କଳାର ପ୍ରଥମ ବର୍ଷର ପଢୁଥିଲେ। ସବୁଦିନ!-->…
ଅବପାତରେ ପରିଣତ ହେଲା ଲଘୁଚାପ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଟି ଆଜି ଅବପାତରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ଏହି ସୂଚନା ଦିଆଯାଇଛି।
ପାଣିପାଗକେନ୍ଦ୍ରର ସୂଚନା ଅନୁସାରେ, ଆଣ୍ଡମାନ ସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତ!-->!-->!-->…
ଜଳିଗଲା ମିଠା ଦୋକାନ; ଜଣେ ମୃତ, ୨ ଆହତ
ରାଉରକେଲା: ରାଉରକେଲା ସହର ସ୍ଥିତ ପାନପୋଷ ଛକରେ ଥିବା ମିଠା ଦୋକାନରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଜଣ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଅରୁଣ। ତାଙ୍କ ଘର ବିହାରର ଗୟା ଅଞ୍ଚଳରେ ବୋଲି ଜଣାଯାଇଛି। ଆହତମାନଙ୍କୁ!-->…
ଦାବି ନେଇ ରାତିସାରା ରାସ୍ତାରେ ଶୋଇଲେ ଆଦିବାସୀ
ସୁନ୍ଦରଗଡ୨୨/୧୦: ଓସିଏଲ ଜମି ଅଧିଗ୍ରହଣକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ୨ହଜାରରୁ ଅଧିକ ଆଦିବାସୀ । ୭ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଆଦିବାସୀମାନେ ଧାରଣା ପରେ ଜିଲ୍ଳାପାଳ ଆସିଥିଲେ । ଆନ୍ଦୋଳନକାରିଙ୍କୁ ଭେଟି ଦାବିପତ୍ର ବି ନେଇଥିଲେ । ତଥାପି ମାନିନଥିଲେ ଆଦିବାସୀ!-->…
ଜେଲ୍ରେ ଭେଟାଭେଟି ହେବେ ଅର୍ଚ୍ଚନା ଓ ଜଗବନ୍ଧୁ, ସପ୍ତାହରେ ୧୫ ମିନିଟ ସାକ୍ଷାତ ଲାଗି ଅନୁମତି
ଭୁବନେଶ୍ୱର ୨୨/୧୦: ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦ୍ ଗିରଫ ମାମଲା । ଜେଲ୍ ଭିତରେ ପତି-ପତ୍ନୀଙ୍କ ହେବ ଦେଖା ସାକ୍ଷାତ । ଜେଲ ମାନୁଆଲ ଅନୁଯାୟୀ ସପ୍ତାହରେ ଗୋଟିଏ ଦିନରେ ଦେଖା ହୋଇପାରିବ । ଜେଲ୍ରେ ପରିବାର ଲୋକଙ୍କ ପାଇଁ ୧୫ ମିନିଟ୍ର ଦେଖା ସାକ୍ଷାତ ବ୍ୟବସ୍ଥା!-->…