Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
OCAC ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା, ୭ ଦିନ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : OCACରେ ଦୁର୍ନୀତି ଅଭିଯୋଗ ମାମଲାରେ ରିପୋର୍ଟ ତଲବ । ଭର୍ଚୁଆଲ୍ କ୍ଲାସରୁମ୍ ସେଟଅପରେ ଘୋଟାଲା ଅଭିଯୋଗ ମାମଲାରେ ରିପୋର୍ଟ ମାଗିଲେ ବଭାଗୀୟ ମନ୍ତ୍ରୀ । ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ । ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, OCACରେ ‘ଭର୍ଚୁଆଲ୍!-->…
ବସ୍ ଧକ୍କାରେ ବାଇକ ଆରୋହୀ ମୃତ
ବଲାଙ୍ଗିର: ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ବସ୍ । ଗାଡ଼ି ଚକ ତଳେ ଚାପି ହୋଇ ବାଇକ ଆରୋହୀଙ୍କ ମୃତ୍ୟୁ। ବଲାଙ୍ଗିର ସହର ପାଟଣେଶ୍ବରୀ ସମ୍ମୁଖରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ଡୁମେରବାହାଲ ଗାଁର ପ୍ରଶାନ୍ତ ମହାକୁଡ । ସେ କୌଣସି କାମରେ ବଲାଙ୍ଗିର ଆସିଥିବାବେଳେ ବସ୍ ସହ ଧକ୍କା!-->…
ବିବାହ ଶୋଭାଯାତ୍ରା ବେଳେ ଗୁଳିକାଣ୍ଡ, ୨ ଗୁରୁତର
ଅନୁଗୁଳ: ବିବାହ ଶୋଭାଯାତ୍ରା ବେଳେ ଫୁଟିଲା ଗୁଳି । ଦୁଇ ଗୁରୁତର। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଥାନା ବେଲପୁଞ୍ଜି ଗାଁରେ ଗୁଳିକାଣ୍ଡ। ବୌଦ୍ଧ ଅଞ୍ଚଳରୁ ବେଲପୁଞ୍ଜି ଗାଁକୁ ଆସିଥିଲେ ବରଯାତ୍ରୀ । ପ୍ରୋସେସନ୍ ଚାଲିଥିବାବେଳେ ହଠାତ୍ ଗୁଳି ଫୁଟିଥିଲା । ଏଥିରେ ମନମୁଣ୍ଡା ଗାଁର ଦୁଇଜଣ!-->…
ଖୁବଶୀଘ୍ର ସଂପ୍ରସାରିତ ହେବ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ :ମୁଖ୍ୟମନ୍ତ୍ରୀ
ରାଉରକେଲା: ଆଜି ଏକ ଐତିହାସିକ ଦିନ । ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଆନନ୍ଦର ଦିନ । ଭାରତର ପ୍ରଥମ ନାଗରିକ, ଆମ ମାଟିର ଗୌରବ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମହୋଦୟା ଆଜି ଇସ୍ପାତ ସହର ରାଉରକେଲାରେ ଆମ ଗହଣରେ ଉପସ୍ଥିତ ଅଛନ୍ତି। ଆଧୁନିକ ଶିଳ୍ପ!-->…
ଖରା ଓ ହିଟ୍ ୱେଭକୁ ଦୃଷ୍ଟିରେ ରଖି ମାଲକାନଗିରି ଓ ଗଜପତିରେ ସ୍କୁଲ ଛୁଟି ଘୋଷଣା
ମାଲକାନଗିରି: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନକୁ ଦିନ ଖରା ବଢିବା ଯୋଗୁଁ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ତେଣୁ ପ୍ରବଳ ଖରା ଓ ହିଟ୍ ୱେଭକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲାରେ ଆସନ୍ତା ୪ ଦିନ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି।!-->…
ଶ୍ବଶୁର ଘର ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର
ଉଦଳା: ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଜଣେ ରାଜସ୍ଥାନୀ ଯୁବକ କିଛି ଦିନ ତଳେ ମୟୁରଭଞ୍ଜ ଉଦଳା ଅଞ୍ଚଳର ଜଣେ ଝିଅକୁ ବିବାହ କରିଥିଲେ। ଆଉ ବାହାଘର ପରେ ଉଦଳା ଥାନା!-->…
ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନ ଆକ୍ରୋଶ ସମାବେଶ
ଭୁବନେଶ୍ୱର : ଆସନ୍ତାକାଲି ବିଜେପିର ବିଶାଳ ମହିଳା ଜନଆକ୍ରୋଶ ସମାବେଶ । ମହିଳା ବିଲକୁ ବିରୋଧୀ ଦଳ ସମର୍ଥନ ନଦେବା ପ୍ରସଙ୍ଗରେ ରାଜ୍ୟସ୍ତରରୁ ମଣ୍ଡଳସ୍ତର ପର୍ଯ୍ୟନ୍ତ କ୍ୟାମ୍ପେନ କରିବ ବିଜେପି । ଅପରାହ୍ଣ ୪ଟାରୁ ପ୍ରଦର୍ଶନୀ ପଡ଼ିଆରୁ ଲୋୟର ପିଏମଜି ଯାଏଁ ବିଶାଳ!-->…
ଟଙ୍କା ଦାବି କରି ପୁରୀ ବିଧାୟକ ଓ ସାଂସଦଙ୍କୁ ଧମକପୂର୍ଣ୍ଣ ମେସେଜ: ଅଭିଯୁକ୍ତ ଗିରଫ
ପୁରୀ : ପୁରୀ ବିଧାୟକ ଓ ସାଂସଦଙ୍କୁ ଧମକପୂର୍ଣ୍ଣ ମେସେଜ ପଠାଇ ଟଙ୍କା ଦାବି ମାମଲାରେ ଅଭିଯୁକ୍ତ ପ୍ରତୀକ ମିଶ୍ର ଗିରଫ । ପ୍ରତୀକକୁ ଅନୁଗୁଳରୁ ଗିରଫ କଲା ପୋଲିସ । ତା ନାଁରେ ପୂର୍ବରୁ ପୁରୀ ଓ କେନ୍ଦ୍ରାପଡ଼ା ର ବିଭିନ୍ନ ଥାନାରେ ମାମଲା ରହିଛି । ନିଜେ ଧମକ ଦେଇଥିବା ମେସେଜ!-->…
ତିନି ବାଡ଼ରୁ ଆଜ୍ଞା ମାଳ ବିଜେ ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ
ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ ଲାଗି ପ୍ରସ୍ତୁତି ଆରମ୍ଭ । ଆଜିଠାରୁ ବିଧିବଦ୍ଧ ଭାବେ ରଥ ଖଳାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଲାଗି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଗତକାଲି ଅକ୍ଷୟ ତୃତୀୟା ଅବସରରେ ଶ୍ରୀ ମନ୍ଦିରରୁ ତିନି ବାଡ଼ରୁ ପୂଜା ପଣ୍ଡା ସାମନ୍ତ ମାନେ ଆଜ୍ଞା!-->…
ପିଲାଙ୍କ ପ୍ୟାଣ୍ଟରେ ବିଛୁଆତି ପୁରାଇବା ଘଟଣା, ପ୍ରଧାନଶିକ୍ଷକ ନିଲମ୍ବିତ
ଯାଜପୁର ରୋଡ: ପିଲାଙ୍କ ପ୍ୟାଣ୍ଟରେ ପ୍ରଧାନଶିକ୍ଷକ ବିଛୁଆତି ପୁରାଇ ଦେବା ମାମଲାରେ କାର୍ଯ୍ୟାନୁଷ୍ଠାନ । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ କାଳିଆପାଣି ସାରୁଆବିଲ ସ୍କୁଲର ପ୍ରଧାନଶିକ୍ଷକଙ୍କ ହୀନ କାର୍ଯ୍ୟକଳାପ ପାଇଁ ଚାକିରିରୁ ନିଲମ୍ବିତ । ସୁକିନ୍ଦା ବ୍ଲକ ଶିକ୍ଷା ଅଧିକାରୀ!-->…