Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଭୁବନେଶ୍ୱର ଉପକଣ୍ଠ ଧଉଳି ପଞ୍ଚାୟତରେ ଘରେ ପଶିଲା ପାଣି
ଫୁଲୁଛି ମହାନଦୀ। ମହାନଦୀ ପାଣି ଦୟା ନଦୀରେ ଆସିବାରୁ ଭୁବନେଶ୍ୱର ଉପକଣ୍ଠ ଧଉଳି ପଞ୍ଚାୟତ ଶରଦେଇପୁରରେ ନଦୀ କୂଳରେ ଥିବା ୧୦ଜଣଙ୍କ ଘରେ ପଶିଲା ପାଣି। ଆଜିକୁ ଦୁଇ ଦିନ ହେବ କଲବଲ ହେଉଛନ୍ତି ୧୦ ପରିବାର।
ଠିକ୍ରେ ରୋଷେଇ କରିପାରୁନଥିବା ବେଳେ ଶାନ୍ତିରେ ଶୋଇ ପାରୁନାହାନ୍ତି। ଲଗାଣ!-->!-->!-->…
ତୀରଙ୍ଗା ବଦଳରେ ଦେଖାଇଲେ କଳା ପତକା : ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ …
ବ୍ରହ୍ମପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀ ତଥା ନିଜ ନିର୍ବାଚନ ମଣ୍ଡଳୀରେ ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୋରଦାର ବିରୋଧ କରିଛନ୍ତି ଗୋପାଳପୁର ବିଜେଡି କର୍ମୀ। ୭୬ତମ ସ୍ବଧିନତା ଦିବସ ଅବସରରେ ଗୋପାଳପୁର ବିଧାୟକ ଡ଼.ବିଧାୟକ ପ୍ରଦୀପ ପାଣିଗ୍ରାହୀ ବ୍ରହ୍ମପୁର ଉପକଣ୍ଠ!-->…
ଜଗତସିଂହପୁରରେ ବନ୍ୟା ମୁକାବିଲା ପାଇଁ ପହଞ୍ଚିଲା ଏନଡିଆରଏଫ
ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସୋମବାର ପାରାଦୀପରେ ଏନଡିଆରଏଫ ର ଏକ ୨୫ ଜଣିଆ ଟିମ୍ ପହଞ୍ଚିଛନ୍ତି ।
ମହାନଦୀର ଜଳ ସ୍ତର ବୃଦ୍ଧି ପାଉଥିବାରୁ ଏହାର ଶାଖା ନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତ!-->!-->!-->…
ମୁଣ୍ଡଳିରେ ସେକେଣ୍ଡ ପିଛା ୧୦ ଲକ୍ଷରୁ ଊର୍ଦ୍ଧ୍ବ କ୍ୟୁସେକ ଜଳ ପ୍ରବାହିତ
କଟକ: ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କମୁଥିବା ବେଳେ ମହାନଦୀର ତଳିଆ ଅଞ୍ଚଳରେ ଲୋକଙ୍କର ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। କଟକ ଜିଲ୍ଲା ମୁଣ୍ଡଳି ଠାରେ ସୋମବାର ଅପରାହ୍ନ ୪ଟା ବେଳକୁ ସେକେଣ୍ଡ ପିଛା ୧୦ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ!-->…
କାଣି ନଦୀ ବନ୍ଧରେ ଘାଇ, ବିପଦ ସଂକେତ ଟପିଲା ଦେବୀ ନଦୀ
ଯାଜପୁର : କାଣି ନଦୀ ବନ୍ଧରେ ଘାଇ ଗାଁ ରେ ପଶିଲା ପାଣି । ଦଶରଥପୁର ବ୍ଲକ ବ୍ରହ୍ମଚାରୀପାଟଣା ନିକଟ ନଦୀବନ୍ଧରେ ଘାଇ । ବୈତରଣୀ ରେ ପ୍ରବଳ ପାଣି ଯୋଗୁଁ ଶାଖା କାଣି ନଦୀରେ ବନ୍ୟା ।ସେପଟେ ବିପଦ ସଂକେତ ଟପିଲା ଦେବୀ ନଦୀ । କାକଟପୁର ବାଉରିଆକଣ ନିକଟରେ ବିପଦ ସଂକେତ ଟପିଲା । ବିପଦ ସଂକେତ!-->…
ହୀରାକୁଦର ୮ଟି ଗେଟ୍ ବନ୍ଦ, ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି
ସମ୍ବଲପୁର: ମହାନଦୀର ତଳିଆ ଅଞ୍ଚଳବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ହୀରାକୁଦ ଜଳଭଣ୍ଡାରରୁ ୮ଟି ଗେଟ୍ ବନ୍ଦ ହୋଇଛି। ଡ୍ୟାମରୁ ୮ଟି ଗେଟ୍ ବନ୍ଦ ହେବା ପରେ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍ ପକ୍ଷରୁ ସୂଚନା। ସୂଚନା ଅନୁସାରେ!-->…
୧୯ ଅଗଷ୍ଟରେ ଆଉ ଏକ ଲଘୁଚାପ; ୨୪ ଘଣ୍ଟା ମଧ୍ୟରେ ୫ ଜିଲ୍ଲାରେ ପ୍ରବଳ ବର୍ଷା; ‘ୟେଲୋ’ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ୱର: ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଅବପାତ ରୂପରେ ଉତ୍ତର-ଛତିଶଗଡ ଏବଂ ପାର୍ଶ୍ୱବର୍ତ୍ତୀ ପୂର୍ବ-ମଧ୍ୟପ୍ରଦେଶ ଅଞ୍ଚଳରେ ସକ୍ରିୟ ରହିଛି। ଗତ ୬ ଘଣ୍ଟା ମଧ୍ୟରେ ଅବପାତ ଘଣ୍ଟା ପ୍ରତି ୨୧!-->…
ଜଗତସିଂହପୁର ଓ ପୁରୀକୁ ବେଶି ବିପଦ
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ଦେଖା ଦେଇଛି। ବନ୍ୟାରେ ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡ଼ିକ ପ୍ରଭାବିତ ହେବ। ଜଗତସିଂହପୁର ଓ ପୁରୀ ଜିଲ୍ଲା ସମ୍ପୂର୍ଣ୍ଣ ପ୍ରଭାବିତ ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ୩୦ରୁ ୪୦ ଭାଗ ପ୍ରଭାବିତ ହେବ। କଟକର ନିଶ୍ଚିନ୍ତକୋଇଲି, ଆଠଗଡ଼ ଓ ବାଙ୍କୀରେ!-->…
ଚିନ୍ତା ବଢାଇଲା ‘ତେଲ୍’ ନଦୀ
ଭୁବନେଶ୍ୱର :ଛତିଶଗଡ ବର୍ଷା ସହ ଚିନ୍ତା ବଢାଇଲା ତେଲ୍ ନଦୀ ପାଣି । ହୀରାକୁଦ ତଳ ମୁଣ୍ଡରେ ମିଶୁଥିବା ତେଲ ନଦୀ ପାଇଁ ଚିନ୍ତା ବଢିଲା । କାଲି ତେଲ ନଦୀରୁ ଦେଢ ଲକ୍ଷ କ୍ୟୁସେକ ଜଳ ମହାନଦୀରେ ମିଶୁଥିଲା । ଆଜି ତାହା ବଢି ସାଢେ ୫ ଲକ୍ଷ ହେଲାଣି ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।!-->…
ବିପଦ ସଙ୍କେତ ଉପରେ ବଂଶଧାରା
ଗଜପତି ଜିଲା କାଶୀନାଗରଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ ଜଳ। ରବିବାର ରାତି ୯ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫୪.୯୧ ମି.ରେ ପହଞ୍ଚତ୍ଛି। ଏଠାରେ ବିପଦ ସଂକେତ ୫୫.୭୫ମି. ଥିବାବେଳେ ଉପର ମୁଣ୍ଡରେ ବର୍ଷାର ପରିମାଣ ଅଧିକ ହେଲେ ଜଳସ୍ତର ବୃଦ୍ଧି ପାଇବା ଆଶଙ୍କା!-->…