Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବନ୍ୟା ପାଣିରେ ଫସିଥିବା ୩ ଇଞ୍ଜିନିୟର ଉଦ୍ଧାର
ବୌଦ୍ଧ : ବନ୍ୟା ପାଣିରେ ଫସିଥିବା ୩ ଇଞ୍ଜିନିୟର ଉଦ୍ଧାର। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ପଞ୍ଚାୟତର ତୀରଡ ମେଗା ପ୍ରକଳ୍ପରେ କାମ କରୁଥିବା ୩ ଜଣ ଇଞ୍ଜିନିୟର ବନ୍ୟା ପାଣିରେ ଫସିଯାଇଥିଲେ। ଅଗ୍ନିଶମ ବାହିନି ସେମାନଙ୍କୁ ଉଦ୍ଧାର କରିଛି। ସୂଚନାନୁଯାୟୀ, ବୌଦ୍ଧ ଜିଲ୍ଲାରେ ଲଘୁଚାପ!-->…
ଦୀଘା ସମୁଦ୍ରରେ ଭାସିଗଲେ ଅମାନିଆ ପର୍ଯ୍ୟଟକ
ବାଲେଶ୍ୱର : ଲଘୁଚାପ ଯୋଗୁଁ ଅସାନ୍ତ ହୋଇପଡ଼ିଥିଲା ସମୁଦ୍ର, ଭୟଙ୍କର ଗର୍ଜନ, ଆଉ ସେହି ଶବ୍ଦ ମଧ୍ୟରୁ ଭାସିଆସୁଥିଲା ବଞ୍ଚାଅ ବଞ୍ଚାଅ । ମୁଁ ବୁଡି ଯାଉଛି, କିଏ ହେଲେ ମତେ ଟିକେ ବଂଚାଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଦୀଘା ବେଳାଭୂମିରେ । ଯେଉଁଠାରେ ଜଣେ ବ୍ୟକ୍ତି ମରଣ!-->…
୨୦୧୯ ପର୍ଯ୍ୟନ୍ତ ଅନାଦେୟ ଇ-ଚାଲାଣ ପ୍ରତ୍ୟାହାର
କଟକ : ରାଜ୍ୟର ବିଭିନ୍ନ ଯାନ ଉପରେ ୨୦୧୯ ଡିସେମ୍ବର ୩୧ ପର୍ଯ୍ୟନ୍ତ ଅନାଦେୟ ହୋଇ ପଡ଼ିରହିଥିବା ଇ-ଚାଲାଣଗୁଡ଼ିକୁ ପ୍ରତ୍ୟାହାର କରିନିଆଯାଇଛି। ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବଙ୍କ ପତ୍ର!-->…
ନକ୍ସଲଙ୍କ ସହିଦ ସ୍ତମ୍ଭରେ ଉଡ଼ିଲା ତ୍ରିରଙ୍ଗା
ଭୁବନେଶ୍ୱର: ସ୍ୱାଭିମାନ ଅଞ୍ଚଳରେ ନକ୍ସଲଙ୍କ ସହିଦ ସ୍ତମ୍ଭରେ ଉଡିଲା ତ୍ରିରଙ୍ଗା। ନକ୍ସଲଙ୍କ କଳା ପତାକା ଉଡାଇବା ସ୍ଥାନରେ ଲୋକେ ଉଡାଇଛନ୍ତି ଜାତୀୟ ପତାକା। ଦେଶ ସ୍ୱାଧୀନତାର ୭୬ ବର୍ଷ ପୂର୍ତ୍ତି ଅବସରରେ ବଦଳିଯାଇଛି ସ୍ୱାଭିମାନ ଅଞ୍ଚଳର ଚିତ୍ର। ଓରାପଦର, ଘନବେଡା, ଗୋରାସେତୁ ଓ!-->…
ରାଜଧାନୀ ଉପକଣ୍ଠରେ ବନ୍ୟା ଆଶଙ୍କା, ସ୍ଥିତି ପରଖିଲେ ଖୋର୍ଦ୍ଧା ଜିଲ୍ଲାପାଳ
ନିଆଳି: ରାଜଧାନୀ ଉପକଣ୍ଠରେ ଲଗାଣ ବର୍ଷା ଯୋଗୁଁ ସ୍ଥିତି ବେହାଲ ହୋଇଛି । ଉପକଣ୍ଠ ଦେଇ ପ୍ରବାହିତ ଭାର୍ଗବୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ବାଲିପାଟଣା ବ୍ଲକ ଅଚ୍ୟୁତପୁର ଠାରେ କାଜ ସ୍ଥଳରେ ବନ୍ୟା ଜଳ ନିଷ୍କାସିତ ହେଲେ ଧନୁଆରେ ବନ୍ୟା ଆସି ବାଲିପାଟଣା ବ୍ଲକର ୫ ପଞ୍ଚାୟତ ସହ!-->…
ମୁଖ୍ୟମନ୍ତ୍ରୀଙ୍କୁ ହାତ ତିଆରି ଜାତୀୟ ପତାକା ପ୍ରଦାନ କଲେ ମିଶନ ଶକ୍ତିର ମା’ ମାନେ
ସ୍ୱାଧୀନତାର ୭୫ ବର୍ଷ ପାଳନ ଅବ୍ୟବହିତ ପୂର୍ବରୁ ଆଜି ରାଜ୍ୟ ର ବିଭିନ୍ନ ଅଂଚଳର ମିଶନ ଶକ୍ତିର ମା’ ମାନେ ନବୀନ ନିବାସ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କୁ ଭେଟି ସେମାନଙ୍କ ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ଶ୍ରୀ ପଟନାୟକ ପତାକା ଗ୍ରହଣ କରି!-->…
ସ୍ୱାଧିନତା ଦିବସ ପାଇଁ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କାଲି ୭୫ତମ ସ୍ୱାଧିନତା ଦିବସ ପାଳିତ ପାଇଁ ରାଜଧାନୀ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି। ରାଜ୍ୟସ୍ତରୀୟ ପରେଡରେ ପରେଡ ଅଭିବାଦନ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କମିସନରେଟ ପୋଲିସ ପକ୍ଷରୁ ପୁରା ରାଜଧାନୀକୁ ଏବେ ସ୍କାନରରେ ରଖାଯାଇଛି। ସିସିଟିଭି ମାଧ୍ୟମରେ!-->…
ରାଷ୍ଟ୍ରପତିଙ୍କ ପୁଲିସ ପଦକ ପାଇବେ ଭୁବନେଶ୍ବର-କଟକ ପୁଲିସ କମିସନର୍ ସୌମ୍ୟେନ୍ଦ୍ର କୁମାର ପ୍ରିୟଦର୍ଶୀ
ନୂଆଦିଲ୍ଲୀ/ ଭୁବନେଶ୍ୱର: ସ୍ବାଧୀନତା ଦିବସ ଅବସରରେ ଚଳିତ ବର୍ଷ ଓଡ଼ିଶାରୁ ୧୫ଜଣ ପୁଲିସ କର୍ମଚାରୀଙ୍କୁ ସେବା ପଦକ ମିଳିବ। ସେମାନଙ୍କ ମଧ୍ୟରୁ ୨ଜଣ ପୁଲିସ କର୍ମଚାରୀଙ୍କୁ 'ସାହସିକତା ପୁଲିସ ପଦକ', ୨ଜଣଙ୍କୁ 'ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୁଲିସ ପଦକ' ଏବଂ ୧୧ଜଣଙ୍କୁ!-->…
ଆସୁଛି ମଧ୍ୟମ ଧରଣର ବନ୍ୟା, ମୁକାବିଲା ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ SRC
ଲଗାଣ ବର୍ଷାରେ ବେହାଲ୍ ସ୍ଥିତି । ହୀରାକୁଦ ଡ୍ୟାମରେ ବଢୁଛି ଜଳସ୍ତର । ୩୪ଟି ଗେଟ୍ ଖୋଲିବା ପରେ ଭୀଷଣ ରୂପ ଧାରଣ କରିଛି ମହାନଦୀ । ମଧ୍ୟମ ଧରଣର ବନ୍ୟା ଆସୁଛି । ନଦୀର ତଳମୁଣ୍ଡରେ ବଢୁଛି ଜଳସ୍ତର । କାଲି ସନ୍ଧ୍ୟାରେ ମୁଣ୍ଡୁଳୀଠାରେ ସର୍ବାଧିକ ସାଢ଼େ ୧୦ ଲକ୍ଷ କ୍ୟୁସେକ୍ ବନ୍ୟା ପାଣି!-->…
ଲଘୁଚାପ ଅବପାତରେ ପରିଣତ: ୧୧ ଜିଲ୍ଲାକୁ ‘ରେଡ୍’ ଓ୍ଵାର୍ଣ୍ଣିଂ ଓ ୧୯ ଜିଲ୍ଲାକୁ ‘ଅରେଞ୍ଜ’…
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଆଜି ଅବପାତରେ ପରିଣତ ହୋଇଛି। ଲଘୁଚାପ କ୍ଷେତ୍ରଟି ସାମାନ୍ୟ ପଶ୍ଚିମ- ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ପଶ୍ଚିମବଙ୍ଗର ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳ ଉତ୍ତର ଓଡ଼ିଶା ଆଖପାଖ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ!-->…