ଗାଧୋଇବା ବେଳେ ଘୋଡାହାଡ଼ ନଦୀରେ ଭାସିଗଲେ ଦୁଇ ଯୁବକ: ଜଣେ ଉଦ୍ଧାର, ଜଣେ ନିଖୋଜ

add-all

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଫାଶୀଗୁଡା ପଞ୍ଚାୟତ ବାଙ୍ଗରଡା ଗାଁ ଘୋଡାହାଡ଼ ନଦୀରେ ଭାସିଗଲେ ଦୁଇ ଯୁବକ । ବାଙ୍ଗରଡା ଗାଁର ବଳିଆ ଡାକୁଆ ନିଖୋଜ ରହିଥିବା ବେଳେ ଜଗନ୍ନାଥ ସେଠିକୁ ସାନ ଖେମୁଣ୍ଡି ଦମକଳ ବାହିନୀ ଉଦ୍ଧାର କରି ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ 108 ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ କେ, ସି, ଜି କୁ ସ୍ଥାନାନ୍ତର କରାଯାଇଛି । ଖାରବେଳରେ ଦୁଇ ସାଙ୍ଗ ନଦୀକୁ ଡେଇଁଥିଲେ ଗାଧୋଇବା ପାଇଁ କିନ୍ତୁ ପ୍ରଖର ସ୍ରୋତ ଟାଣି ନେଇଥିଲା। ସଙ୍ଗେ ସଙ୍ଗେ ଦମକଳ ବାହିନ କୁ ଖବର ଦିଆଯାଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।

ad-week
Leave A Reply

Your email address will not be published.