Browsing Category

ଓଡିଶା

ନିଯୁକ୍ତି ପାଇଲେ ୪୧ ସହକାରୀ ପବ୍ଲିକ୍ ପ୍ରୋସିକ୍ୟୁଟର

ଭୁବନେଶ୍ୱର: ଦରିଦ୍ର ହୁଅନ୍ତୁ ଅବା ଧନୀ, ନ୍ୟାୟିକ ବ୍ୟବସ୍ଥା ଉପରେ ସମସ୍ତଙ୍କର ସମାନ ଅଧିକାର ରହିଛି। ଆଇନ ଆଖିରେ ସମସ୍ତେ ସମାନ। ଏହା କେବଳ ଏକ ଲୋକକଥା ନୁହେଁ ବରଂ ବାସ୍ତବରେ ପ୍ରତିଫଳିତ ହେବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।୪୧ ଜଣ ସହକାରୀ ପବ୍ଲିକ୍…

ତୃତୀୟ ଦିନର ସୋନିଆ ଗାନ୍ଧୀଙ୍କ ଇଡି ଜେରା ପ୍ରତିବାଦରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ

ଭୁବନେଶ୍ୱର: ନିଖିଳ ଭାରତ ଜାତୀୟ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ତୃତୀୟ ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଜେରା କରିବା ଘଟଣାକୁ ନେଇ ଆଜି ମଧ୍ୟ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ତରଫରୁ ମହାତ୍ମା ଗାନ୍ଧୀ ମାର୍ଗରେ ସତ୍ୟାଗ୍ରହ ହୋଇଥିଲା। କେନ୍ଦ୍ରର ବିଜେପି…

ଓଲିଉଡରେ ଚାଲିଛି ନିଶା କାରବାର, ଅଭିଯୋଗ କଲା କଳିଙ୍ଗ ସେନା

ଭୁବନେଶ୍ବର: ଓଲିଉଡରେ ଚାଲିଛି କି ନିଶା କାରବାର ? ନିଶା ମାଧ୍ୟମରେ ଷ୍ଟାରଙ୍କୁ କବଳିତ କରିବା ପାଇଁ ବିଛାଯାଇଛି କି ଜାଲ ? ପ୍ରକୃତି ମିଶ୍ର ବାବୁସାନଙ୍କୁ ନିଶା ଦ୍ରବ୍ୟ ଦେଉଥିବା ପତ୍ନୀ ତୃପ୍ତିଙ୍କ ଗଣମାଧ୍ୟମରେ ପ୍ରତିକ୍ରିୟା ପରେ ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି…

ଅଟୋରୁ ଖସପଡିଲେ ମହିଳା, ଉପରେ ମାଡିଗଲା ପଛରେ ଆସୁଥିବା ହାଇଓ୍ୱା

ଭୋଗରାଇ : ଅଟୋରୁ ଖସପଡିଲେ ମହିଳା, ଉପରେ ମାଡିଗଲା ପଛରେ ଆସୁଥିବା ଡମ୍ପର । ଭୋଗରାଇ ଲକ୍ଷ୍ନୀନାରାୟଣ ମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ପଶ୍ଚିମବଙ୍ଗ ହୁଗୁଳିର ବନଶ୍ରୀ ସାହା । ମହିଳାଙ୍କ ବୟସ ୩୧ ବର୍ଷ ବୋଲି ସୂଚନା ରହିଛି । ଖବର ଅନୁଯାୟୀ, ପଶ୍ଚିମବଙ୍ଗ ହୁଗୁଳି…

ଠିକ୍‌ ସମୟରେ ଠିକ୍‌ କଥା କହିବି : ବାବୁଶାନ

ଭୁବନେଶ୍ୱର: ବିବାଦରେ ଫସିଥିବା ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ଗୁରୁବାର ଘରର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ଠିକ୍‌ ସମୟରେ ଠିକ୍‌ କଥା କହିବି। ଏବେ ମୁଁ ମୋ' ପରିବାର ସହ ଖୁସିରେ ଅଛି। ଅପରପକ୍ଷରେ ବାବୁସାନ୍‌ଙ୍କ ମା' ଅପରାଜିତା ମହାନ୍ତି ମଧ୍ୟ…

ଦୁଇ ନିଶା ବେପାରୀଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ

ଭୁବନେଶ୍ୱର: ନିଶା ମାଫିଆ ଅରୁଣ ପ୍ରଧାନ ଓ ବନମାଳୀ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଏନ୍‌ଡିପିଏସ୍‌ ବଳରେ କୋଲକାତାର ପ୍ରାଧିକୃତ ଅଧିକାରୀଙ୍କ ଦ୍ୱାରା ଏହି ସମ୍ପତ୍ତି ବାଜ୍ୟାପ୍ତି କରାଯାଇଛି। ଜବତ ସମ୍ପତ୍ତି ମଧ୍ୟରେ ୫ଟି କମର୍ସିଆଲ ବିଲ୍ଡିଂ, ୮ଟି ପ୍ଲଟ୍,…

ଖବରକାଗଜରେ ସମ୍ପାଦକୀୟ ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖବର କାଗଜରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲେଖା । ଏହି ଲେଖାର ଶୀର୍ଷକ ରହିଛି 'ଏ ମାଟିର କନ୍ୟା' । ୨୫ ତାରିଖରେ ସଂସଦ ଭବନରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେଉଥିବା ମୁହୂର୍ତ୍ତକୁ ତାଙ୍କ ଲେଖାରେ ଉଲ୍ଲେଖ କରିଛନ୍ତି । 'ଏ ମାଟିର କନ୍ୟା' ଶୀର୍ଷକରେ…

ଆଗୁଆ ଜାମିନ ପାଇଁ ହାଇକୋର୍ଟକୁ ଗଲେ ବାବୁସାନ

କଟକ: ଆଗୁଆ ଜାବିନ ପାଇଁ ହାଇକୋର୍ଟକୁ ଗଲେ ବାବୁସାନ । ପତ୍ନୀ ତୃପ୍ତି ଶତପଥିଙ୍କ ଅଭିଯୋଗ ଆଧାରରେ ଆଇପିସି ୪୯୮ 'ଏ'ରେ ହୋଇଛି ମାମଲା । ଖାରବେଳ ନଗର ଥାନାରେ ବାବୁସାନଙ୍କ ନାଁରେ ତୃପ୍ତି ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ, ଆଜି ବାବୁସାନ ଓଡ଼ିଶା ଫେରିବା ପରେ ୪…

ପୋଲିସ୍‌ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ରୁଣ୍ଡୁ ମଳିକ ମୃତ

ସୋର: ସୋରରେ ଏନକାଉଣ୍ଟର । ପୋଲିସ୍‌ ସହ ଦୁର୍ଦ୍ଦାନ୍ତ ଅପରାଧି ଧସ୍ତାଧସ୍ତି ବେଳେ ଅପରାଧି ବନ୍ଧୁକରୁ ଗୁଳି ଫୁଟି ଅପରାଧି ମୃତ । ଗୋପାଳପୁର ଫାଣ୍ଡି ପୋଲିସ୍‌ର ଏନକାଉଣ୍ଟରରେ ମୃତ୍ୟୁ ହୋଇଛି ବୋଲି ଜଣାପଡିଛି। ମୃତ ଅପରାଧି ଆରୁହାବାଡ ଜାଗେଶ୍ବରପଦା ଅଞ୍ଚଳର ରୁଣ୍ଡୁ ମଳିକ ବୋଲି ଜଣାପଡ଼ିଛି…

ଲାଞ୍ଚ ନେଲାବେଳେ ଧରାପଡିଲେ ଜିଲ୍ଲା ଶିକ୍ଷା ଅଧିକାରୀ

କେନ୍ଦ୍ରାପଡା: ବଦଳି କରାଇଦେବା ପାଇଁ ଶିକ୍ଷା ବିଭାଗର ଜଣେ ପିଅନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆଉ ମାତ୍ର ୩ ଦିନ ପରେ ଏହି ଜିଲ୍ଲା ଶିକ୍ଷା ଅଧିକାରୀ ଜଣକ ଅବସର ନେଇଥାଆନ୍ତେ । …