Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟରେ ରହିଛି ୧୩୧ ଶୀତଳଭଣ୍ଡାର, ସେଥି ମଧ୍ୟରୁ ୯୮ଟି ଅଚଳ
ଭୁବନେଶ୍ବର: ରାଜ୍ୟରେ ମୋଟ୍ ୧୩୧ଟି ଶୀତଳ ଭଣ୍ଡାର ଥିବାବେଳେ ସେଥି ମଧ୍ୟରୁ ବର୍ତ୍ତମାନ ୯୮ଟି ଅଚଳ ହୋଇ ପଡିଛି । ମାତ୍ର ୩୩ଟି ଶୀତଳ ଭଣ୍ଡାର ସଚଳ ଅବସ୍ଥାରେ ରହିଛି । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ଉତ୍ତର ରଖିଛନ୍ତି । ରାଜ୍ୟ ସରକାର ଶୀତଳ!-->…
ବିଦ୍ୟୁତ ସଂସ୍ପର୍ଶରେ ଆସି ପ୍ରଧାନ ଶିକ୍ଷକଙ୍କ ସମେତ ୨ ଛାତ୍ର ଗୁରୁତର
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା ୧୯ନଂ ୱାର୍ଡ ତେଲିଅଗଞ୍ଜ ନଛିପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଦ୍ୟୁତ୍ ଆଘାତରେ ପ୍ରଧାନ ଶିକ୍ଷକଙ୍କ ସମେତ ଦୁଇ ଛାତ୍ର ଗୁରୁତର ହୋଇଥିବାର ଖବର ମିଳିଛି। ଗୁରୁତରମାନଙ୍କୁ ପ୍ରଥମେ ସୋର ପରେ ବାଲେଶ୍ବର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର!-->…
ଛାତ୍ରୀଙ୍କ ନଗ୍ନ ଫଟୋ ଭାଇରାଲ କରି ଶିକ୍ଷକ ଗିରଫ
ରଣପୁର: ବିଦ୍ୟା ଦାନ ମହାପୁଣ୍ୟ। ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ହେଲେ ବର୍ତ୍ତମାନର ସମାଜରେ ଅନେକ ସ୍ଥାନରେ ଏହାର ମର୍ଯ୍ୟଦା ଓ ମହତ୍ୱ କଳୁଷିତ ହେଉଛି। ନୟାଗଡ଼ ଜିଲ୍ଲାର ଓଡଗାଁ ଗ୍ରାମରେ ଥିବା ସରକାରୀ ରଘୁନାଥ ଉଚ୍ଚ ବିଦ୍ୟାଳୟର ଜଣେ ଶିକ୍ଷକ ଛାତ୍ରୀମାନଙ୍କୁ ଯୌନ!-->…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୦୬୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରୁ ବୁଧବାର ଆଉ ୧୦୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୯୩,୯୫୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି!-->!-->!-->…
ବିଜ୍ଞାପନରୁ ପ୍ରକୃତିଙ୍କୁ ହଟାଇଲା ତନିଷ୍କ
ଭୁବନେଶ୍ବର: ତୃପ୍ତି-ବାବୁସାନଙ୍କ ପାରିବାରିକ ବିବାଦ ପ୍ରକୃତିଙ୍କୁ ମହଙ୍ଗା ପଡ଼ିବାରେ ଲାଗିଛି । ବାବୁସାନଙ୍କ ସହ ପ୍ରକୃତିଙ୍କ ସମ୍ପର୍କକୁ ନେଇ ପତ୍ନୀ ତୃପ୍ତି ଆଣିଥିବା ଅଭିଯୋଗ ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବାରେ ଲାଗିଛି । ଜୁଏଲରୀ ବ୍ରାଣ୍ଡ ତନିଷ୍କ ନିଜ ବିଜ୍ଞାପନରୁ!-->…
ସାଇବର ଠକେଇର ଶିକାର ହେଲେ ପୋଲିସ ବାବୁଙ୍କ ପତ୍ନୀ, ଲୁଟିନେଲେ ଲକ୍ଷେ ୧୪ହଜାର ଟଙ୍କା
ଅନେକ ସମୟରେ ଜନସାଧାରଣ ସାଇବର ଠକେଇର ଶିକାର ହେଉଥିବା ନଜର ଆସିଛି। ଚୋର ଠାରୁ ପୋଲିସ ଯେତେ ଚାଲାକ୍ ଭାବେ କାମ କଲେ ମଧ୍ୟ ସବୁବେଳେ ଚୋର ପୋଲିସକୁ ଭୁଆଁ ବନେଇ ତା କାମ ହାସଲ କରି ନେଉଛି। ପୋଲିସ ଯେତେ ସଜାଗ ହେଲେ ମଧ୍ୟ ତାଙ୍କ ଆଖିରେ ଧୂଳି ଦେଇ ଚୋର ଲୁଟ କରି ଚାଲୁଛି। କେତେବେଳେ ସାଇବର୍!-->…
ମୋହନାରେ ଝାଡାବାନ୍ତି ଆତଙ୍କ: ୧ ମୃତ, ୪ ଗୁରୁତର
ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପି. ଗୋବିନ୍ଦପୁର ଗାଁରେ ଝାଡା ବାନ୍ତି ଆତଙ୍କ ଦେଖା ଦେଇଛି । ମଙ୍ଗଳବାର ସନ୍ଧ୍ୟାରେ ହଠାତ ଗାଁରେ ୫ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି!-->…
ପୁରୀ ଆରପିଏଫ ଦ୍ଵାରା ଟ୍ରେନ୍ ସିଟ୍ ତଳୁ ନବଜାତ ଶିଶୁ ଉଦ୍ଧାର
ପୁରୀ: ଟ୍ରେନ୍ ଭିତରୁ ନବଜାତ ଶିଶୁ ଉଦ୍ଧାର। ପୁରୀ ଆରପିଏଫ ଦ୍ଵାରା ଉଦ୍ଧାର ହୋଇଛି ନବଜାତ ଶିଶୁ। ରେଳଷ୍ଟେସନର ଚାରି ନଂ ପ୍ଲାଟଫର୍ମରେ ଛିଡା ହୋଇଥିବା ତପସ୍ଵିନୀ ଏକ୍ସପ୍ରେସର ବଗି ଭିତର ସିଟ୍ ତଳୁ ନବଜାତ ଶିଶୁକୁ କରାଯାଇଛି ଉଦ୍ଧାର। ଆରପିଏଫ୍ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ବଗି!-->…
ଯୁକ୍ତଦୁଇ ପରୀକ୍ଷା ଫଳ: ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ରେଜଲ୍ଟ
ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳ । ବିଜ୍ଞାନରେ ୯୪ ପ୍ରତିଶତରୁ ଅଧିକ ଓ ବାଣିଜ୍ୟରେ ୮୯ ପ୍ରତିଶତରୁ ଅଧିକ ରେଜଲ୍ଟ ହୋଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବା CHSE ପକ୍ଷରୁ ଫଳ ପ୍ରକାଶ ପାଇଛି । CHSE ମୁଖ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳ ପ୍ରକାଶ ପାଇଛି ।!-->…
ଅଗଷ୍ଟ ୮ତାରିଖରେ ପ୍ରକାଶ ପାଇବ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ
ଭୁବନେଶ୍ବର : ଆସନ୍ତା ଅଗଷ୍ଟ ୮ତାରିଖରେ ପ୍ରକାଶ ପାଇବ କଳା ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ରେଜଲ୍ଟ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ପକ୍ଷରୁ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ!-->…