Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
୨୦ତାରିଖ ଅକ୍ଷୟ ତୃତୀୟାରେ ରଥ ଅନୁକୂଳ ନେଇ ଛତିଶା ନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ଚୂଡାନ୍ତ
ପୁରୀ: ଏପ୍ରିଲ ୨୦ତାରିଖରେ ପବିତ୍ର ଅକ୍ଷୟ ତୃତୀୟାରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ । ଏଥିସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଆରମ୍ଭ ହେବ । ଗତକାଲି ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ!-->…
ଗଛ ପଡ଼ି ଯବାନଙ୍କ ମୃତ୍ୟୁ
ଜୟପୁର: ସାରଣ୍ଡାର ଘନ ଜଙ୍ଗଲରେ ସ୍ଥିତ ଜରାଇକେଲା ଥାନା ଅଞ୍ଚଳର ବାବୁଡେରା ସିଆରପିଏଫ୍ କ୍ୟାମ୍ପରେ ଘଟିଥିବା ଏକ ଦୁଃଖଦ ଘଟଣାରେ କୋବ୍ରା ୨୧୦ ବାଟାଲିଅନ୍ର କନଷ୍ଟେବଲ୍ ରାକେଶ କୁମାରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସମଗ୍ର ସୁରକ୍ଷା ବଳଙ୍କ ମଧ୍ୟରେ ଶୋକ ଦେଖାଯାଇଛି।ପ୍ରାପ୍ତ ସୂଚନା!-->…
୧୦ ତାରିଖ ଯାଏଁ କାଳବୈଶାଖୀ !, ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ବର: ରାଜ୍ୟରେ ଆସନ୍ତା ୧୦ ତାରିଖ ଯାଏଁ କାଳବୈଶାଖୀ ସମ୍ଭାବନା । ଆଗାମୀ ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ଦର୍ଶାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ପ୍ରବଳ!-->…
୫ ଦିନ ହେଲା ଗାଁ ଅନ୍ଧାର, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ବାସୁଦେବପୁର:କାଳ ବୈଶାଖୀ ପ୍ରଭାବରେ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବା ଫଳରେ ୫ଦିନ ଧରି ଗାଁ ଅନ୍ଧାର। ବିଦ୍ୟୁତ ଅଧିକାରୀଙ୍କୁ ଅଭିଯୋଗ କରିବା ପରେବି ସୁଧାର ନଆସିବାରୁ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି। ଏଭଳି ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ଗାଁରେ ଦେଖିବାକୁ!-->…
ରାଜ୍ୟସ୍ତରୀୟ ବଜେଟ ସଚେତନତା କର୍ମଶାଳା
ଭୁବନେଶ୍ୱର: ବଜେଟ କେବଳ ଆୟ-ବ୍ୟୟର ତାଲିକା ନୁହେଁ, ବରଂ ଏହା ଓଡ଼ିଶାର ସମଗ୍ର ଉନ୍ନତି ସହ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣର ଏକ ସୁଦୃଢ଼ ରୋଡମ୍ୟାପ୍ ବୋଲି ରାଜ୍ୟସ୍ତରୀୟ ବଜେଟ ସଚେତନତା କର୍ମଶାଳା ‘ଆମେ ଜାଣିବା, ଆମ ବଜେଟ୍’ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି!-->…
ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ଭିତରକାଠ ନିକଟରେ ପଡ଼ିଥିଲା ରକ୍ତ
ପୁରୀ ୦୭।୦୪ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ଭିତର କାଠ ନିକଟରେ ରକ୍ତ ପଡ଼ିଥିବାରୁ ମହାପ୍ରଭୁଙ୍କର ବଡ଼ ମହାସ୍ନାନ ହୋଇଛି। ବଡ଼ ମହାସ୍ନାନ ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।ଖବର ଅନୁଯାୟୀ, ମଙ୍ଗଳ ଆଳତୀ!-->…
ବୈଠକ ପରେ ମୁହଁ ଖୋଲିଲେ ନେତା, କହିଲେ ନିଷ୍ପତ୍ତି ଅତି ଉତ୍ତମ
ଭୁବନେଶ୍ୱର: କଣ ହେବାକୁ ଯାଉଛି କି ବଡ଼ ପରିବର୍ତ୍ତନ? ଭଦ୍ରକ ମଣ୍ଡଳ ଦମ୍ପତିଙ୍କୁ ସସପେଣ୍ଡ ପରେ ଚର୍ଚ୍ଚା ପ୍ରବଳ । ବିଶେଷ କରି ପ୍ରମିଳାଙ୍କ ସରକାରୀ ବାସଭବନରେ ବସିଥିଲା ସରକାରୀ ବୈଠକ । ତେବେ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା । ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି!-->…
ଜିଲ୍ଲା ବୁଲିବା ଦରକାର ନବୀନ ବାବୁ, ଦିଲ୍ଲୀରୁ ଫେରି ବର୍ଷିଲେ ମନମୋହନ
ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟନାୟକ ଜିଲ୍ଲା ବୁଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଜଣେ ଦାୟିତ୍ୱ ସମ୍ପର୍ଣ୍ଣ ବିରୋଧୀ ଦଳ ନେତା ହିସାବରେ ନବୀନ ବାବୁ ଜିଲ୍ଲା ବୁଲିବା ଦରକାର । ମନମୋହନ କହିଛନ୍ତି ନବୀନ ବୁଲି ସମୀକ୍ଷା କଲେ!-->…
BPUTକୁ ମିଳିଲା ଇଣ୍ଡିଆ ବୁକ ଅଫ ରେକର୍ଡସ ଓ ଏସିଆ ବୁକ ଅଫ୍ ରେକର୍ଡସର ପୁରସ୍କାର
ରାଉରକେଲା ୦୭।୦୪ : BPUT ମିଳିଲା ଇଣ୍ଡିଆ ବୁକ୍ ଅଫ ରେକର୍ଡସ ଓ ଏସିଆ ବୁକ୍ ଅଫ୍ ରେକର୍ଡସ ପୁରସ୍କାର । ରାଉରକେଲାର ସ୍ଥିତି ବୈଷୟିକ ବିଶ୍ୱବିଦ୍ୟାଳୟ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ଵବିଦ୍ୟାଳୟ ( BPUT)କୁ ମିଳିଛି ଏହି ପୁରସ୍କାର। BPUT କୁଳପତି ପ୍ରଫେସର ଡକ୍ଟର ଅମୀୟ କୁମାର ରଥଙ୍କୁ!-->…
ବିଧାୟକଙ୍କୁ ସିଧାସଳଖ ଟାର୍ଗେଟ କଲେ ପୂର୍ବତନ ମନ୍ତ୍ରୀ, କହିଲେ ଜବାବ ମାଗୁଛନ୍ତି ରାଜ୍ୟବାସୀ
ଭୁବନେଶ୍ୱର: ଟାଟା ପାୱାର ଉପରେ ବିଧାୟକ ଜୟନାରାୟଣଙ୍କ ଟିପ୍ପଣୀକୁ ନେଇ ବର୍ଷିଲେ ପୂର୍ବତନ ମନ୍ତ୍ରୀ ତଥା ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଜାରୀ । ବିଧାୟକ ଜୟନାରାୟଣ ମିଶ୍ର ଟାଟା ପାୱାରର ସମସ୍ତ ଶୋଷଣ, ଦୁର୍ନୀତି ଏବଂ ଜୁଲମ ବିଷୟରେ ଜାଣି ମଧ୍ୟ ତାଙ୍କ ସରକାର ଆସିବାର ବିଗତ ଦୁଇବର୍ଷ!-->…