Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ବିଭତ୍ସ ହତ୍ୟାକାଣ୍ଡ । ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ କୁଟୁରିଆ ଗାଁର ବେଣୁଧର ପ୍ରଧାନ । ବୋହୂ ଯଶୋଦା ପ୍ରଧାନ ଗୁରୁତର ହୋଇଛନ୍ତି ।ଯଶୋଦାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପରଜଙ୍ଗ ଗୋଷ୍ଠୀ!-->…
ଭଡାଘରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଯାଜପୁର: ଯାଜପୁର ଜିଲା ଯାଜପୁରରୋଡ୍ ଥାନା ଅନ୍ତର୍ଗତ ଦଳା ଶିବମନ୍ଦିର ନିକଟସ୍ଥ ଏକ ଭଡ଼ାଘରୁ ରବିବାର ପୂର୍ବାହ୍ନରେ ଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଜବତ କରାଯାଇଛି। ମୃତକ ହେଲେ ଶଙ୍କର ଦୟାଲ ନାୟକ(୨୭) ଏବଂ ତାଙ୍କ ସ୍ତ୍ରୀ। ତାଙ୍କ ଘର ବାଲେଶ୍ବର ଜିଲା ଫୁଲୱାର କସବା ଅଞ୍ଚଳର!-->…
ଅଣଓଡିଆଙ୍କ ପାଇଁ ନିଯୁକ୍ତି ବିଜ୍ଞାପନ ଦେଇ ବିଦା ହେଲେ ଉତ୍କଳ ହସ୍ପିଟାଲ ସିଇଓ
ଭୁବନେଶ୍ୱର: କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି ଉତ୍କଳ ହସ୍ପିଟାଲର ସିଇଓ ଡାକ୍ତର ଆଲୋକ ଲୋଧ। ଡାକ୍ତର ଆଲୋକ ଲୋଧଙ୍କୁ ଉତ୍କଳ ହସ୍ପିଟାଲର କର୍ତ୍ତୃପକ୍ଷ ନିଲମ୍ବନ କରିଥିବା ଖବର ମିଳିଛି । ସୂଚନା ମୁତାବକ ଡାକ୍ତର ଆଲୋକ ପୂର୍ବରୁ ଓପିଡି ମ୍ୟାନେଜର ନିଯୁକ୍ତିକୁ ନେଇ ବିବାଦରେ ରହିଥିଲେ ।!-->…
ଭିତରକନିକାରେ ୧୨୨ କୁମ୍ଭୀର ବସା ଚିହ୍ନଟ
ଋାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ନଦୀ, ନାଳମାନଙ୍କରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୧୨୨ଟି ବସା ଚିହ୍ନଟ କରାଯାଇଛି । ଯାହା ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ବୋଲି ଜଣାପଡ଼ିଛି । କନିକା ରେଂଜ୍ରେ ୧୧୦ଟି କୁମ୍ଭୀର ବସା ଚିହ୍ନଟ ହୋଇଥିବା ବେଳେ ରାଜନଗର!-->…
ରୁଚିକାଙ୍କୁ ନ୍ୟାୟ ଦାବୀରେ ଡିଜି ଅଫିସ ଆଗରେ ଧାରଣା
କଟକ: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁର ୧୬ ଦିନ ପରେ ବି ପୋଲିସ ହାତ ଖାଲି । ଏଭଳି ଏକ ସ୍ପର୍ଷକାତର ଘଟଣା ଉପରୁ ପରଦା ଉଠାଇ ପାରୁନି ପୋଲିସ । ରୁଚିକାଙ୍କୁ ନ୍ୟାୟ ଦାବୀରେ ଆଜି ଡିଜି ଅଫିସ ଆଗରେ ଦିନିକିଆ 'ଉପବାସ' ଧାରଣା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । ସେହିପରି!-->…
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ଲଗାତର ଦୁଇ ଦିନ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଏକ ହଜାର ଉପରେ ରହୁଥିଲା ବେଳେ ଆଜି ଏହା ଏକ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୭୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୧୨ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା!-->…
ପ୍ରଖ୍ୟାତ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ
ସମ୍ବଲପୁର: ପ୍ରଖ୍ୟାତ ସମ୍ବଲପୁରୀ ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ। ଦୀର୍ଘ ଦିନ ହେବ କୀଡିନି ରୋଗରେ ପୀଡିତ ଥିଲେ ଶ୍ରୀରାମ। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି । ମୃତ୍ଯୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା।ତାଙ୍କ ପରଲୋକ ପରେ!-->…
କଟକ ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
କଟକ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ଅଗଷ୍ଟ ୮ ତାରିଖରେ ଦୁଇ ଦିନିଆ ଗସ୍ତରେ କଟକ ଆସିବେ ।
ଜବାହରଲାଲ ନେହରୁ ଇନ୍ଡୋର ଷ୍ଟାଡିୟମରେ ଦୈନିକ ଖବର କାଗଜ 'ପ୍ରଜାତନ୍ତ୍ର'ର ୭୫ତମ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ଘାଟନ କରିବେ। ଏକ ଖବରଦାତା ସମ୍ମିଳନୀରେ କଟକ!-->!-->!-->…
ରାଜଧାନୀରେ ଧରାପଡ଼ିଲା ଆଉ ଜଣେ ଠକ ସ୍ୱାମୀ, ମିଛ କହି ଏକାଧିକ ମହିଳାଙ୍କୁ କରୁଥିଲେ ବିବାହ
ଭୁବନେଶ୍ବର: ରାଜଧାନୀରେ ଆଉ ଜଣେ ଠକ ସ୍ୱାମୀ । ମିଛ କହି ଫସାଇଛନ୍ତି ଏକାଧିକ ମହିଳା । ଅନ୍ୟ ମହିଳାଙ୍କ ସହ ରହୁଥିବାବେଳେ ଧରିଲେ ସ୍ତ୍ରୀ । ଅଭିଯୁକ୍ତ ହେଲେ ରମ୍ଭା ଅଂଚଳର ସମୀର ବେଜ । ସମୀର ଭାରତ ମ୍ୟାଟ୍ରିମୋନିରେ ମିଛ ତଥ୍ୟ ଦେଇ ବିବାହ କରିଥିବା ଅଭିଯୋଗ ହୋଇଛି । ନିଜକୁ ସପ୍ଟୱେର!-->…
ଓଡିଶା ସ୍ଵଚ୍ଛ ସାଥି ମହାସଭାର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ
କଟକ : ଓଡ଼ିଶା ସ୍ବଚ୍ଛସାଥି ମହାସଭାର ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ ନୂଆବଜାର କଟକଠାରେ ଅନୁଷ୍ଠିତ ହୋଇଯାଇଛି | ଆଜିର ଏହି ସମ୍ମିଳନୀରେ ହିନ୍ଦ ମଜଦୁର ସଭା ରାଜ୍ୟ ଯୁବ ସଭାପତି ବିଜୟ ପତି ସଭାପତିତ୍ବ କରିଥିବା ବେଳେ ରାଜ୍ୟ ସଭାପତି ହିନ୍ଦ ମଜଦୁର ସଭା କୃଷ୍ଣଚନ୍ଦ୍ର ଚନ୍ଦ୍ର ପାତ୍ର,!-->…