Browsing Category

ଓଡିଶା

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାହୁଡାଯାତ୍ରାର ପ୍ରଥମଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ବାରିପଦା : ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତ ବାରିପଦାର ଶ୍ରୀଶ୍ରୀହରିବଳଦେବଜିଉଙ୍କ ବାହୁଡାଯାତ୍ରାର ପ୍ରଥମ ଦିନରେ ଲକ୍ଷାଧିକରୁ ଉଦ୍ଧ୍ୱର୍ ଭକ୍ତଙ୍କ ସମାଗମରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିବା ବେଳେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥ ଟାଉନଥାନା ନିକଟରେ…

ପୁଣି ଅଟକିଲା ବ୍ରହ୍ମ ତାଳଧ୍ଵଜ ରଥ

କେନ୍ଦ୍ରାପଡା: ପୁନର୍ବାର ଅଧାରେ ଅଟକିଲା ବିଶ୍ୱ ନିୟନ୍ତାଙ୍କ ରଥ । ଗୁଣ୍ଡିଚାଯାତ୍ରା ମାଉସୀ ମା' ଘରକୁ ଯିବା ସମୟରେ ରଥ ବାମ ମୋଡ଼ ନେଇ ବାରମ୍ବାର ଅଟକି ଯାଉଛି । କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ ୪ ଦିନଧରି ଚାଲିବ । ଆଜି ପରମ୍ପରା…

ଏକ ଲକ୍ଷ ଟଙ୍କାର ଇନାମୀ ଥିବା ମାଓବାଦୀ ଗିରଫ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଜବାନଙ୍କୁ ମିଳିଛି ପୁଣି ଏକ ବଡ ସଫଳତା । ଲାଲ ଗଡ଼ କୁହାଯାଉଥିବା ମାଥିଲି ଅଂଚଳର ତୁଳସୀ ପାହାଡ଼ ଜଙ୍ଗଲରେ କୁମିଙ୍ଗ ବେଳେ ଗିରଫ ହେଲା ଏକ ଲକ୍ଷ ଟଙ୍କାର ଇନାମୀ ମାଓବାଦୀ ଲଷ୍ମନ ପଡିଆମୀ । ସୂଚନା ମୁତାବକ ମାଥିଲି ଅଞ୍ଚଳର ତୁଳସୀ ପାହାଡ଼ ଜଙ୍ଗଲରେ…

ସିଂହଦ୍ୱାର ସାମ୍ନାରେ ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ

ପୁରୀ : ଜନ୍ମବେଦୀରେ ଲୀଳାଖେଳ ସାରି ବାହୁଡ଼ିଛନ୍ତି ମହାପ୍ରଭୁ। ବଡଭାଇ ବଳଭଦ୍ର , ଉଭଣୀ ସୁଭଦ୍ରାଙ୍କୁ ଧରି ଗୁଣ୍ଡିଚାମନ୍ଦିରରୁ ବାହୁଡିଛନ୍ତି ପ୍ରଭୁ ଶ୍ରୀଜଗନ୍ନାଥ। ବାହୁଡ଼ା ଯାତ୍ରାରେ ଆସି ସିଂହଦ୍ବାରରେ ପହଞ୍ଚିଛି ତିନି ରଥ। ଶ୍ରୀମନ୍ଦିର ନିକଟରେ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ…

ରାଜଧାନୀରୁ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ନିୟୁ ଫରେଷ୍ଟ ପାର୍କ ଅଞ୍ଚଳରେ ଥିବା ଗୋଟିଏ ବନ୍ଦ ଘରୁ ପୁଲିସ୍‌ ମୃତଦେହକୁ ଉଦ୍ଧାର କରିଛି। ମୃତ ଛାତ୍ର ଜଣଙ୍କ ହେଲେ ଖୋର୍ଦ୍ଧା ସରପାରିରେ ଗାଁର ଜ୍ୟୋତି ରଂଜନ ସାହୁ। ଜ୍ୟୋତି ଖୋର୍ଦ୍ଧାର…

ରାଉରକେଲା କୋଏଲ ନଦୀରେ ବୁଡି ୩ ନାବାଳକ ମୃତ, ଜଣେ ନିଖୋଜ

ରାଉରକେଲା: ରାଉରକେଲା ଝିରପାଣି ପମ୍ପ ହାଉସ ନିକଟରେ ଅଘଟଣ । ନଦୀରେ ଗାଧୋଇବା ହେଲା କାଳ । କୋଏଲ ନଦୀରେ ବୁଡ଼ିଗଲେ ୪ ସମ୍ପର୍କୀୟ ଭାଇ । ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳଏ ଅନ୍ୟ ଜଣଙ୍କ ମିଳୁନି ପତ୍ତା । ପୋଲିସ ଓ ଅଗ୍ନିଶମ ବାହିନୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।…

ପୁରୀରେ ପୋଡପିଠା ପୂଜାକୁ ନେଇ ଦୁଇ ପୂଜାରୀ ହାତାହାତି

ପୁରୀ: ବାହୁଡାଯାତ୍ରାବେଳେ ମାଉସୀ ମା ମନ୍ଦିରରେ ୩ ଠାକୁର ପୋଡପିଠା ଖାଇବାର ପରମ୍ପରା ରହିଛି । କିନ୍ତୁ ଶନିବାରଦିନ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ପୋଡପିଠା ସମର୍ପଣ କରିବା ପୂର୍ବରୁ ଦୁଇ ପୂଜକ ହାତାହାତି ହୋଇଛନ୍ତି। ଫଳରେ ପୋଡପିଠା ହାଣ୍ଡି ଭାଙ୍ଗିଯାଇଛି । ଏହାକୁ ନେଇ ବଡଦାଣ୍ଡରେ…

ଘରୋଇ ବସରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ

ଯାଜପୁର: ଚଣ୍ଡିଖୋଲରୁ ଆସୁଥିବା ବେଳେ ଏକ ଘରୋଇ ବସରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ। । ସୂଚନା ମୁତାବକ ବ୍ଯାସନଗର ସ୍ଥିତ ସାପଗଡିଆ ଅଂଚଳର ଜନୈକ ବ୍ଯକ୍ତିଙ୍କ ଝିଅ ଚଣ୍ଡିଖୋଲର ଏକ କଲେଜରେ ପାଠ ପଢ଼ନ୍ତି। ତେବେ ଆଜି କଲେଜରେ କ୍ଲାସ କରି ସାରି ଘରକୁ ଏକ ଘରୋଇ ବସରେ ଛାତ୍ରୀ ଜଣକ ଆସୁଥିଲେ…

ବଙ୍ଗୋପସାଗରରେ ପୁଣି ଲଘୁଚାପ, ୧୩ ତାରିଖ ଯାଏ ପ୍ରବଳ ବର୍ଷା ସମ୍ଭାବନା: ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ପୁଣି ଲଘୁଚାପ । ବଢ଼ିବ ବର୍ଷା ପରିମାଣ । ଆସନ୍ତା ୧୩ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଦକ୍ଷିଣଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି । ଓଡ଼ିଶା ଓ…

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କଳା ଓ ଧନ୍ଦାମୂଳକ, ଜୁଲାଇ ୩୦ ସୁଦ୍ଧା ଆସିବ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ୱାରା ପରିଚାଳିତ +୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଜୁଲାଇ ଶେଷ ସପ୍ତାହରେ ପ୍ରକାଶ ପାଇବ। ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଜୁଲାଇ ୩୦ ସୁଦ୍ଧା ପ୍ରକାଶ ପାଇବାକୁ ଥିବାବେଳେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କଳା ଓ…