Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବିଜେବି କଲେଜରେ ପୁଣି ରାଗିଂ ଅଭିଯୋଗ
ଭୁବନେଶ୍ୱର: ପୁଣି ବିଜେବି କଲେଜରୁ ଆସିଲା ରାଗିଂ ଅଭିଯୋଗ । ଏଥର ଛାତ୍ରୀ ନୁହନ୍ତି, ଜଣେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଆସିଛି । କୌଣସି ସିନିୟର ଛାତ୍ର ନୁହନ୍ତି, ସହପାଠୀ ରାଗିଂ କରିଥିବା ଜଣେ ଛାତ୍ର ଅଭିଯୋଗ କରିଛନ୍ତି । ରାଗିଂର ଶିକାର ହୋଇଛନ୍ତି ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର!-->…
ଚଳିତ ବର୍ଷ ୫ କୋଟି ଟଙ୍କାର ଚାରା ସୁଲଭ ମୂଲ୍ୟରେ ଯୋଗାଇ ଦେବେ ରାଜ୍ୟ ସରକାର
ଭୁବନେଶ୍ୱର ବରମୁଣ୍ଡା ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ହୋଇଛି ୭୩ ତମ ରାଜ୍ୟ ସ୍ତରୀୟ ବନ ମହୋତ୍ସବ। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳନ ହୋଇଛି । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭର୍ଚୁଆଲ ମାଧ୍ଯମରେ ଯୋଗ ଦେଇ ନିଜର ଶୁଭେଚ୍ଛା!-->…
୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ନୀଳକଣ୍ଠ ନଗର ଶିଶୁମନ୍ଦିର ର ଶତପ୍ରତିଶତ ସଫଳତା : ଶତକଡା ୯୯.୬୭ ନମ୍ବର ରଖି…
ସାଶ୍ୱତ ସାହୁ ଏବଂ ଶିବରାମ ପାତ୍ର
ବ୍ରହ୍ମପୁର - ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳରେ ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରୀୟ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୩୦ ବର୍ଷ ଧରି ୧୦୪୯ ସଫଳତା ହାସଲ!-->!-->!-->!-->!-->!-->!-->…
ମାଟ୍ରିକ ପରୀକ୍ଷାରେ ୩ ସ୍କୁଲରେ ଫଳ ଶୂନ, ୧୧ରୁ ରି-ଚେକିଂ ପାଇଁ ଆବେଦନ
ଚଳିତ ବର୍ଷର ମାଟ୍ରିକ ପରୀକ୍ଷାରେ ୩ଟି ସ୍କୁଲରେ ଫଳ ଶୂନ ହୋଇଛି । ରେଜଲ୍ଟ ଘୋଷଣା ସମୟରେ ଗଣଶିକ୍ଷା ମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ତାଲିକାରେ ମାଲକାନଗିରି ୨ଟି, ଅନୁଗୁଳ ଗୋଟିଏ ସ୍କୁଲରହିଛି । ୮୯୨୫ ହାଇସ୍କୁଲର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ଯେଉଁଥିରୁ ଏହି ୩ ସ୍କୁଲରେ ଫଳ ଶୂନ!-->…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅରବିନ୍ଦ ପାନଗେରିିଆଙ୍କ ପ୍ରଶଂସା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା କଲୋମ୍ବିଆ ବିଶ୍ୱ ବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଅରବିନ୍ଦ ପାନଗେରିିଆଙ୍କ ପ୍ରଶଂସା । 'ଲେସନ୍ ଫ୍ରମ ନବୀନ ବାବୁ' ପ୍ରବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି । ନବୀନ!-->…
ବାହୁଡ଼ାଯାତ୍ରା ନୀତି ସଅଳ କରିବା ପାଇଁ ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକ
ପୁରୀ : ବାହୁଡ଼ାଯାତ୍ରା ନୀତି ସଅଳ କରିବା ପାଇଁ ପ୍ରଶାସନର ପ୍ରସ୍ତୁତି । ମଙ୍ଗଳବାର ଦଇତାପତି ନିଯୋଗ ସହ ଜିଲ୍ଲାପାଳଙ୍କ ବୈଠକ ହୋଇଛି । ଜୁଲାଇ ୮ ସନ୍ଧ୍ୟା ଦର୍ଶନ ଦିନ ଅପରାହ୍ନ ୪ରୁ ବନ୍ଦ ହେବ ଭକ୍ତଙ୍କ ଦର୍ଶନ । ଦର୍ଶନ ବନ୍ଦ କରି ବାହୁଡା ନୀତି ସାରିବାକୁ ନିଷ୍ପତ୍ତି ନିଆଯାଇଛି ।!-->…
କେବିକେରେ କୃଷି ବିଶ୍ୱବିଦ୍ୟାଳୟର କୌଣସି ପ୍ରସ୍ତାବ ନାହିଁ : କୃଷି ମନ୍ତ୍ରୀ
ଭୁବନେଶ୍ୱର: କେବିକେ ଅଞ୍ଚଳରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଉପରେ ରୋକ । ସରକାରଙ୍କ ପକ୍ଷରୁ ଘୋଷଣା ନ ହେବା ପର୍ଯ୍ୟନ୍ତ କେବିକେରେ ହୋଇ ପାରିବନି କୃଷି ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ସ୍ଥାପନା ନେଇ ସରକାରଙ୍କ ଘୋଷଣା ନହେବାରୁ ଅଟକିଲା ବିଶ୍ୱବିଦ୍ୟାଳୟ ପ୍ରୋଜେକ୍ଟ । ଏ ନେଇ!-->…
ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ବିଧାନସଭା ହୁଲୁସ୍ତୁଲ
ଭୁବନେଶ୍ୱର: ବିଧାନସଭାରେ MSP ତାତି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗକୁ ନେଇ ହୁଲୁସ୍ତୁଲ ହୋଇଛି ବିଧାନସଭା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ସିଧାସଳଖ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । MSP ବୃଦ୍ଧି ହୋଇନଥିବାରୁ ସମସ୍ତ ବିଧାୟକ ଓ ମନ୍ତ୍ରୀମାନେ ଦିଲ୍ଲୀ!-->…
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ, ପାସହାର ୯୦.୫୫%
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ରେଜଲ୍ଟ। ପରୀକ୍ଷା ଫଳ ପ୍ରକାଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।ମାଧ୍ୟମିକ ଶିକ୍ଷା ପରିଷଦର କଟକ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶିତ। www.bseodisha.ac.in ଓ www.bseodisha.nic.inରେ ରେଜଲ୍ଟ ଉପଲବ୍ଧ। ମୋବାଇଲରେ SMS!-->…
ଗଞ୍ଜାମରେ ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ
ବ୍ରହ୍ମପୁର: ଗଞ୍ଜାମ ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜରଦୋଶ। ଆସିକା ସଂସଦୀୟ କ୍ଷେତ୍ର ଗସ୍ତରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ନେଇ ସମୀକ୍ଷା କରିବା ସହ ଅନୁଷ୍ଠିତ କୋର କମିଟି ବୈଠକରେ ଯୋଗ ଦେଇଥିଲେ।
ପ୍ରଧାନମନ୍ତ୍ରୀଙ୍କ ଜନକଲ୍ୟାଣକାରୀ!-->!-->!-->…