Browsing Category

ଓଡିଶା

ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍

ଭୁବନେଶ୍ଵର: କଂଗ୍ରେସକୁ ଝଟ୍‌କା। କଂଗ୍ରେସ ଦଳର ସମ୍ପାଦକ ପଦରୁ ଇସ୍ତଫା ଦେଲେ ମହମ୍ମଦ ମୋକିମ୍। ଇସ୍ତାଫା ଦେବା ପରେ ମୋକିମ୍ କହିଛନ୍ତି ଯେ, ଏହା ଦଳର ଆଭ୍ୟନ୍ତରୀଣ ବିଷୟ। ଦଳରେ ଆଲୋଚନା ହେବା ଉଚିତ୍। ଏନେଇ ଗଣମାଧ୍ୟମରେ ଚର୍ଚ୍ଚା ହେବା ଠିକ୍ ନୁହେଁ। ସୂଚନାନୁଯାୟୀ,…

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା: ସିଂହଦ୍ୱାର ସମ୍ମୁଖକୁ ଆସିଲେ ୩ ରଥ

ପୁରୀ: ଆସନ୍ତାକାଲି ଶ୍ରୀଜୀଉଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ତିନି ବାଡରୁ ଆଜ୍ଞାମାଳ ପହଞ୍ଚିବା ପରେ ରଥଗୁଡିକୁ ସିଂହଦ୍ୱାର ସମ୍ମୁଖରେ ଅଣାଯାଉଛି । ଦକ୍ଷିଣ ମୋଡ କରାଯାଇ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସମ୍ମୁଖକୁ ନିଆଯାଇଥିଲା । ଏହାପରେ ଦର୍ପଦଳନ ରଥକୁ ଟଣା ଯାଉଛି । ଶେଷରେ…

ରାଜ୍ୟରେ ଉପର ମୁହାଁ କରୋନା, ଆଜି ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରେ ୧୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୫୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୬ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୪ ଜଣ ଅଛନ୍ତି। ତେବେ…

ଅନୁଗୁଳ ଟାଇଁସି ନୂଆପଡ଼ା ଗାଁ ନିକଟରେ ଆଉ ଏକ ମାଈହାତୀର ମୃତ୍ୟୁ

ଅନୁଗୁଳ: ଆଉ ଏକ ହାତୀର ମୃତ୍ୟୁ। ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପାସର ବନାଞ୍ଚଳ ଅନ୍ତର୍ଗତ ଟାଇଁସି ନୂଆପଡ଼ା ଗାଁ ନିକଟରେ ଏକ ମାଇ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବନବିଭାଗର କର୍ମଚାରୀମାନେ ଜଗି ରହିଛନ୍ତି। ହାତୀଟି…

ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ କରି ଦୁଷ୍କର୍ମ, ଅଭିଯୁକ୍ତ ଫେରାର୍

ଭୁବନେଶ୍ୱର: ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ସେପଟେ ଅଭିଯୋଗ କଥା ଶୁଣି ଅଭିଯୁକ୍ତଜଣକ ଫେରାର୍‌ ହୋଇଯାଇଛି । ପୁଲିସ ତା' ଘରେ ଚଢ଼ଉ କରି ଖାଲି ହାତରେ ଫେରିଛି। ନାବାଳିକା ଘର ଭରତପୁର ପଣ୍ଡାକୁଦିଆ ବସ୍ତିରେ। ସେ ଏକ…

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ୭ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି। ରାଜ୍ୟରେ ଆଗାମୀ ୫ ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ସମେତ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ରାଜ୍ୟର ୨୦ ଟି…

ଭୁବନେଶ୍ୱର-ଦୁବାଇ ସିଧା ବିମାନ ସେବା ଖୁବ୍‌ଶୀଘ୍ର

ଭୁବନେଶ୍ୱର: ଖୁବ୍‌ଶୀଘ୍ର ଦୁବାଇରୁ ଭୁବନେଶ୍ୱରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ବୁଧବାର ସନ୍ଧ୍ୟାରେ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ୫-ଟି ସଚିବ ଭି.କେ ପାଣ୍ଡିୟାନ କହିଲେ ଦୁବାଇରୁ ସିଧାସଳଖ ବିମାନ ସେବା ପାଇଁ…

ନରସିଂହପୁର ଗୁଳିବିଦ୍ଧ ଦନ୍ତା ହାତୀ ମୃତ୍ୟୁ ଘଟଣା, ଆଉ ୨ ଗିରଫ

ଗୁଳିବିଦ୍ଧ ହାତୀ ମୃତ୍ୟୁ ଘଟଣାରେ ଆଉ ୨ ଜଣ ଗିରଫ। ୨ ଦିନ ଧରି ସେମାନକୁ ପଚରା ଉଚରା ପରେ ଗିରଫ କଲା ଆଠଗଡ ବନ ବିଭାଗ । ସେମାନଙ୍କ ଘର କାଠଖୁଣ୍ଟ ଓ ଆଉଜଣେ ଆନନ୍ତପ୍ରଶାଦ ବୋଲି ସୂଚନା ମିଳିଛି । ଏନେଇ ଆଗରୁ ଗୋଟିଏ ଦେଶୀ ବନ୍ଧୁକ ସହ ୩ ଜଣକୁ ଗିରଫ କରିଥିଲା। ମୋଟ ୫ ଜଣରେ ପହଁଚିଲା ଗିରଫ…

ଆଜି ଉଦ୍‌ଘାଟନ ହେବ ସ୍ମାର୍ଟ ସିଟି ଦକ୍ଷତା କେନ୍ଦ୍ର, କାର୍ଯ୍ୟକ୍ରମରେ ଯୋଗଦେବେ ନବୀନ ଜିନ୍ଦଲ

ଭୁବନେଶ୍ୱର: ଗୁରୁବାର ସହିଦନଗର ଆଇପିସି ପରିସରରେ ନିର୍ମାଣ ହୋଇଥିବା ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ ହେବ । ଏଠାରେ ବସ୍ତି ପିଲାଙ୍କୁ ଦକ୍ଷତା ବିକାଶର ପ୍ରଶିକ୍ଷଣ ଦିଆଯିବ । ପୁନେ ଲାଇଟ ହାଉସ୍‌ ଫାଉଣ୍ଡେସନ୍‌ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ) ପକ୍ଷରୁ ଏହି…

ରାଜ୍ୟରେ ମଦ ନିଷେଧ ପ୍ରସଙ୍ଗ, ହସ୍ତକ୍ଷେପ କଲେନି ହାଇକୋର୍ଟ

କଟକ: ରାଜ୍ୟରେ ସଂପୂର୍ଣ୍ଣ ଭାବେ ମଦ ନିଷେଧ ପ୍ରସଙ୍ଗରେ ଦାୟର ଜନସ୍ବାର୍ଥ ମାମଲାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ଏହି ମାମଲାରେ ଆଉ କୌଣସି ନିର୍ଦ୍ଦେଶ ଦେବା ଅନାବଶ୍ୟକ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆ‌ର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ…