Browsing Category

ଓଡିଶା

୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ଆର୍‌ଆଇ

ବାଲେଶ୍ୱର:୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ ବାଲେଶ୍ୱର ସଦର ତହସିଲ ବଇଞ୍ଚା ରାଜସ୍ୱ ନିରୀକ୍ଷକ (ଆର୍‌ଆଇ) ଡଲି ସେଠୀ । ମୃତ୍ୟୁକାଳୀନ ସହାୟତାର ରାଶି ବାବଦକୁ ରିପୋର୍ଟ ଦେବା ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ସେ ଏହି ଲାଞ୍ଚ ନେଉଥିଲେ । ସୂଚନା ଅନୁସାରେ, ତ୍ୟୁକାଳୀନ…

ଜୟଦେବ କଲେଜରେ ଯୌନ ନିର୍ଯାତନା ଅଭିଯୋଗ

ଭୁବନେଶ୍ୱର: ମାସ ମାସ ଧରି ଛାତ୍ରୀଙ୍କୁ ଦିଆଯାଉଥିଲା ଶାରୀରିକ ଓ ମାନସିକ ନିର୍ଯାତନା । ଗୁରୁ ଶିଷ୍ୟ ସଂପର୍କକୁ କଳଙ୍କିତ କରୁଥିବା ଏହି ଘଟଣା ଘଟିଛି ରାଜଧାନୀ ଛାତି ଉପରେ । ଭୁବନେଶ୍ୱର ଜୟଦେବ କଲେଜର ଇକୋନୋମିକ୍ସ ବିଭାଗର ଛାତ୍ରୀଙ୍କୁ କଲେଜର ଫିଜିକ୍ସ ବିଭାଗର ଅଧ୍ୟାପକ ଦୀର୍ଘଦିନ ଧରି…

୧୮ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା, ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ଟ୍ରଫ୍‌ ଲାଇନ୍‌ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଗତି କରୁଛି। ଯାହା ଫଳରେ ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ନାହିଁ।ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା…

ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ଜୟପୁର : ବୈପାରିଗୁଡାର ଗରମପାଣି ଜଙ୍ଗଲରୁ ବିପୁଳ ପରିମାଣେ ମାଓ ବିସ୍ପୋରକ ଜବତ । ବନ୍ଧୁକର ଗୁଳି ଓ ବିସ୍ପୋରକ ଜବତ ହୋଇଛି। ଡିଭିଏଫ ଓ ରାମଗିରି କ୍ୟାମ୍ପର ବିଏସଏଫ ର ମିଳିତ କମ୍ବି ଅପରେସନ ବେଳେ ମାଓ ବିସ୍ପିୋରକ ଜବତ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଳେ କୋରାପୁଟ ଏସପି _ବରୁଣ…

ଅବୈଧ ଡିଜିଟାଲ୍ ଲୋନ୍ ଆପ୍ ମାମଲାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ କଲା EOW

ଭୁବନେଶ୍ବର: ଡିଜିଟାଲ ଋଣ ଆପ୍‌ ଠକେଇ ମାମଲାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ । ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ନୀରବ ଗୁପ୍ତାଙ୍କୁ ଗିରଫ କଲା EOW । ଡିଜିଟାଲ୍‌ ଆପ୍‌ରେ ଋଣ ଦେଇ ଲୋକଙ୍କଠାରୁ ଅଧିକ ଟଙ୍କା ଆଦାୟ କରୁଥିଲେ। ଋଣ ଆଦାୟ ପାଇଁ ଲୋକଙ୍କୁ ମୋବାଇଲ୍‌ରେ ଧମକ ଆସୁଥିଲା।…

କାଷ୍ଟିଂ କାଉଚ୍ ମାମଲା: କମେଡି କିଙ୍ଗ୍ ପପୁ ପମପମଙ୍କୁ କ୍ଲିନଚିଟ୍

ଭୁବନେଶ୍ୱର: କମେଡି କିଙ୍ଗ୍ ପପୁ ପମପମଙ୍କୁ ମିଳିଲା କ୍ଲିନଚିଟ୍ ।୨୦୧୬ର କାଷ୍ଟିଂ କାଉଚ୍ ମାମଲାରେ କ୍ଲିନଚିଟ୍ ମିଳିଥିବା ସୂଚନା ମିଳିଛି । ପପୁଙ୍କ ନାଁରେ ଅଭିଯୋଗ ଆଣିଥିଲେ ନାବାଳିକା । ଏହା ସହ ଆଜି ପପୁଙ୍କ ସହ ସହଯୋଗୀ ଗିଟୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଦୁହିଁଙ୍କୁ…

ରାଜ୍ୟରେ ଆଉ ୭୪୧ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୩ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୩୦୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୧୮ ବର୍ଷ ବୟସ ମଧ୍ୟରେ ୧୩୮ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ…

କେନ୍ଦୁଝରରେ ଜାତୀୟ ଜନଜାତି ଆୟୋଗ ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମକ ଘଟଣା : ତଦନ୍ତ ରିପୋର୍ଟ ଦେବାକୁ ଅଧ୍ୟକ୍ଷଙ୍କ…

କେନ୍ଦୁଝର ୨ । ୮ : କେନ୍ଦୁଝରରେ ଜାତୀୟ ଜନଜାତି ଆୟୋଗ ସଦସ୍ୟ ଅନନ୍ତ ନାୟକଙ୍କୁ ଦୁଇ ଦିନରେ ଦୁଇଟି ସ୍ଥାନରେ ମରଣାନ୍ତକ ଆକ୍ରମଣକୁ ନେଇ ପ୍ରଶାସନର ଦାୟିତ୍ବ ଓ କର୍ତ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇବା ସହ ଏହା ଏକ ପ୍ରାୟୋଜିତ ଆକ୍ରମଣ ବୋଲି କହିଛନ୍ତି ଅନନ୍ତ ନାୟକ । …

ସୁନ୍ଦରଗଡ଼ ମାଟିର ପୁଅ ଦୟାନିଧି ତନ୍ତୀ ହେଲେ କେନ୍ଦ୍ରୀୟ ସୁରକ୍ଷା ବଳର ଡି.ଆଇ.ଜି

ରାଉରକେଲା,(ବସନ୍ତ କୁମାର ଜେନା): ସୁନ୍ଦରଗଡ ଜିଲ୍ଲାର ସବଡେଗାରେ ଜନ୍ମିତ ଓଡ଼ିଆ ପୁଅ ଦୟାନିଧି ତନ୍ତୀ ଆଜି କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ )ର ଡିଆଇଜି ପଦବୀରେ ଅଧିଷ୍ଠିତ ହୋଇପାରିଛନ୍ତି। ଏହା ସୁନ୍ଦରଗଡ଼ ଏବଂ ଓଡିଶା ପ୍ରତି ଗର୍ବ ଓ ଗୌରବର ବିଷୟ ହୋଇପାରିଛି।କେନ୍ଦ୍ରୀୟ ସୁରକ୍ଷା…

ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ଯୋଗଦେଲେ ୬୮୯୧ ହାଇସ୍କୁଲ ଶିକ୍ଷକ

ଭୁବନେଶ୍ୱର: ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରି ଭାବରେ ଗ୍ରହଣ ନ କରି ଏହାକୁ ଏକ ସଂକଳ୍ପ ଭାବେ ନେଇ କାମ କରନ୍ତୁ । ମୋର ବିଶ୍ୱାସ, ମୋ ଓଡ଼ିଶାର ପିଲାମାନଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବାରେ ଆପଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଆଜି…