Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଗଲେ ଯୁବକ
ପୁରୀ: ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଅଘଟଣ। ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସି ନରେନ୍ଦ୍ର ପୁଷ୍କରିଣୀରେ ଗାଧୋଉଥିବାବେଳେ ବୁଡ଼ି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ସ୍ମୃତିରଞ୍ଜନ ସାହୁ ବୋଲି ଜଣାପଡିଛି । ସ୍ମୃତିରଞ୍ଜନ ଚାରି ଜଣ ସାଙ୍ଗଙ୍କ!-->…
ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି
ଭୁବନେଶ୍ୱର ୧୫/୦୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଧାନସଭାରେ ବିଧିବଦ୍ଧ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ଜୁନ ୨୯ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ । ୩୦ ତାରିଖରେ ଯାଞ୍ଚ । ଜୁଲାଇ ୨ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ।ଜୁଲାଇ ୧୮ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍!-->…
ଆଜିଠାରୁ ପୂଜା ପାଉଛନ୍ତି ପଟିଦିଅଁ
ପୁରୀ: ସୁନାକୂଅ ଓ ରୁପାକୂଅର ୧୦୮ ଗରା ପାଣିରେ ଦିବ୍ୟସ୍ନାନ କରିବା ପରେ ମହାପ୍ରଭୁମାନଙ୍କୁ ଘାରିଛି ଜ୍ୱର। ଗତକାଲି ସ୍ନାନ ପୂର୍ଣ୍ଣିମା ବିଳମ୍ବିତ ରାତ୍ରରେ ଶ୍ରୀବିଗ୍ରହମାନେ ଅଣସର ପିଣ୍ଡିକୁ ବାହୁଡ଼ା ବିଜେରେ ଆସିବା ପରେ ସେଠାରେ ତିନି ବାଡ଼ଗ୍ରାହୀ ଦଇତାପତିଙ୍କ ଦ୍ୱାରା ଶ୍ରୀଅଙ୍ଗରେ!-->…
ଆଜିଠାରୁ ୧୪ ଦିନ ଚାଲିବ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ
ପୁରୀ:ଆଜିଠାରୁ ମହାପ୍ରଭୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ। ୧୪ ଦିନ ଚାଲିବ ଅଣସର ଦର୍ଶନ। ଭକ୍ତମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ଅଲାରନାଥଙ୍କ ନିକଟକୁ ଧାଇଁ ଆସିଥାନ୍ତି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
!-->!-->!-->…
ଟ୍ରକ୍ ଦୂର୍ଘଟଣାରେ ୬ ମଇଁଷି ମୃତ
ମୋହନା: ଗଜପତି ଜିଲା ରା.ଉଦୟଗିରି ସବ୍ ଜେଲ୍ ନିକଟରେ ଟ୍ରକ୍ ଦୂର୍ଘଟଣାରେ ୬ ଟି ମଇଁଷିର ମୃତ୍ୟୁ ଘଟିଥିବା ବେଳେ ୨ଟି ମଇଁଷିର ଅବସ୍ଥା ଗୁରୁତର ଥିବା ଜଣାପଡିଛି। ବ୍ରହ୍ମପୁରରୁ ଗୋଟିଏ ଟ୍ରକ୍ ଟିଣ ବୋଝେଇ କରି ରା.ଉଦୟଗିରି ଅଭିମୁଖେ ଯାଉଥିଲା। ଜେଲ୍ ନିକଟ ବୁଲାଣି ରାସ୍ତାରେ ମଇଁଷିମାନେ!-->…
ରଜ ପାଇଁ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ
ଭୁବନେଶ୍ୱର: ପବିତ୍ର ରଜ ପର୍ବ ଅବସରରେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ । ଓଡ଼ିଆଙ୍କ ଗଣ ପର୍ବ ରଜରେ ପ୍ରକୃତିମାତା, ଧରିତ୍ରୀମାତାଙ୍କ ସମେତ ନାରୀମାନଙ୍କୁ ପୂଜା ଓ ସମ୍ମାନିତ କରାଯାଇଥାଏ । ପ୍ରକୃତି ସହ ଯୋଡି ହୋଇ ରହିବା ପାଇଁ ରଜ!-->…
ଆଜି ରାଜ୍ୟର ୧୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ
ଭୁବନେଶ୍ୱର,୧୪ା୬(ବ୍ୟୁରୋ)- ସାରା ରାଜ୍ୟରେ ରଜ ପର୍ବକୁ ନେଇ ଧୁମ୍ ଚାଲିଥିବା ବେଳେ ପ୍ରଚଣ୍ଡ ଗ୍ରୀଷ୍ମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମଙ୍ଗଳବାର ପହିଲି ରଜରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ୧୩ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ!-->…
କାଲିଠୁ ଅଲାରନାଥରେ ଅନବସର ଦର୍ଶନ
ବ୍ରହ୍ମଗିରି: ମଙ୍ଗଳବାର ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେଉଛ। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଶୀଜିଉଙ୍କୁ ଜ୍ବର ହେବ । ଏହାପରେ ଶ୍ରୀଜିଉ ୧୪ ଦିନ ଧରି ଅଣସର ପିଣ୍ଡିରେ ଗୁପ୍ତ ସେବା ପାଇବେ ।
ଏହି ସମୟରେ ବ୍ରହ୍ମଗିରି ଅଲାରନାଥ!-->!-->!-->…
ନକଲି ଡାକ୍ତର ରମେଶ ଜେନାର ଚାର୍ଜସିଟ ଦାଖଲ
ଭୁବନେଶ୍ବର; ଖୋଲିବ ନକଲି ଡାକ୍ତରର ଅସଲ କାହାଣୀ । ୧୮ ସ୍ତ୍ରୀର ସ୍ୱାମୀ ସାଜିଥିବା ରମେଶ ସ୍ୱାଇଁଙ୍କ ପାଇଁ ବଢୁଛି ଅଡୁଆ । ବର୍ତ୍ତମାନ ସୁଦ୍ଧା ପୁଲିସ ରେକର୍ଡରେ ଏହି ଠକ ଡାକ୍ତରର ରହିଛନ୍ତି ୧୮ଜଣ ସ୍ତ୍ରୀଙ୍କ ସମେତ ୧୦୩ ସାକ୍ଷୀ । ଏହି ପତ୍ନୀମାନେ ଗୋଟି ଗୋଟି କରି କହିବେ ଠକ ରମେଶର!-->…
‘ମିଶନ୍ ଅଗ୍ନିପଥ ଯୋଜନା’ର ଶୁଭାରମ୍ଭ ସ୍ୱାଗତଯୋଗ୍ୟ ପଦକ୍ଷେପ: ସମୀର ମହାନ୍ତି
ଭୁବନେଶ୍ୱର: ଦେଶର ରକ୍ଷା କ୍ଷେତ୍ରକୁ ସୁଦୃଢ କରିବା, ଦେଶର ଯୁବକମାନଙ୍କୁ ରାଷ୍ଟ୍ରବାଦ ଓ ରାଷ୍ଟ୍ରୀୟ ଏକତା ମନୋଭାବ ସହିତ ନିଯୁକ୍ତି ପ୍ରଦାନ କରିବାରେ ମୋଦି ସରକାରଙ୍କ ଦ୍ୱାରା ଆଜି ହୋଇଥିବା 'ମିଶନ୍ ଅଗ୍ନିପଥ ଯୋଜନା'ର ଶୁଭାରମ୍ଭ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଦ୍ୱାରା ଦେଶର!-->…