Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବାରବାଟୀ ଟି-୨୦ ମ୍ୟାଚ ପାଇଁ ସ୍ବତନ୍ତ୍ର ମୋ ବସ୍ ସେବା, ଭଡ଼ା ୪୦ ଟଙ୍କା
କଟକ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ସ୍ବତନ୍ତ୍ର ମୋ ବସ୍ ସେବା । ଦର୍ଶକଙ୍କ ଯିବା ଆସିବା ପାଇଁ ସ୍ବତନ୍ତ୍ର ମୋ ବସ୍ ସେବା ଯୋଗାଇ ଦିଆଯିବ । ଆସନ୍ତାକାଲି ଭୁବନେଶ୍ବରରୁ ବାରବାଟୀକୁ ଦୁଇଟି ରୁଟରେ ଗଡ଼ିବ ସ୍ବତନ୍ତ୍ର ମୋ ବସ୍ । ପ୍ରଥମ ରୁଟରେ ବସ୍ ମାଷ୍ଟରକ୍ୟାଣ୍ଟିନରୁ ଭାୟା ରସୁଲଗଡ଼ ଦେଇ!-->…
ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଭୁବନେଶ୍ୱର: ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା । ଗରମ ଗୁଳୁଗୁଳିରୁ ନିସ୍ତାର ଆଣିବ ପ୍ରାକ୍ ମୌସୁମୀ ବର୍ଷା। ରାଜ୍ୟରେ ଆସନ୍ତା ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ SRCଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ରାଜ୍ୟର ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ!-->…
ନନ୍ଦିଘୋଷ ରଥର ବଦଳିଲା ଅଖ, ଫାଟ ଥିବାରୁ କରାଯାଇଛି ପରିବର୍ତ୍ତନ
ପୁରୀ : ନନ୍ଦିଘୋଷ ରଥର ସାନ ଉଛୁଳା ଅଖ ପରିବର୍ତ୍ତନ ହୋଇଛି । ଏହି ଅଖରେ ଫାଟ ଦେଖାଯାଇଥିବାରୁ ବୈଷୟିକ ଟିମର ନିର୍ଦ୍ଦେଶ କ୍ରମେ ଏହାକୁ ପରିବର୍ତ୍ତନ କରାଯାଇ ଆଉ ଏକ ନୂତନ ଅଖ ଲଗାଯାଇଛି ।
ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଅଖ ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା!-->!-->!-->…
ସମ୍ବଲପୁରରୁ ୭ ଡକାୟତ ଗିରଫ, ଲୁଟିଥିଲେ ସୁନାଗହଣା ଓ ଟଙ୍କା
ସମ୍ବଲପୁର: ସମ୍ବଲପୁର ପୋଲିସ ଦ୍ବାରା ୭ ଜଣ ଡକାୟତ ଗିରଫ । ଡକାୟତମାନଙ୍କ ନିକଟରୁ ୫ଟି ବାଇକ୍ ଓ ଗୋଟିଏ କାର୍ ଜବତ ହୋଇଛି । ଗତ ୩ ତାରିଖ ଧନୁପାଲୀ ଥାନା ଅନ୍ତର୍ଗତ ସିଟି ଷ୍ଟେସନ ନିକଟରେ ଜଣେ ବୃଦ୍ଧ ଦମ୍ପତ୍ତିଙ୍କୁ ବାନ୍ଧି ଆକ୍ରମଣ କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତ ୩ ତାରିଖ!-->!-->!-->…
୫ ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ବିତୀୟ ପର୍ଯ୍ୟାୟର ଷଷ୍ଠ ତଥା ଶେଷ ଦିବସରେ ୫ଟି ଜିଲ୍ଲାର ୪୧୬ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି। ଏହାଦ୍ବାରା ଦୁଇଟି ପର୍ଯ୍ୟାୟରେ ସମୁଦାୟ ୩୯୭୮ଟି ସ୍କୁଲ ରୂପାନ୍ତରିତ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୧୦୭୫ ଟି ସ୍କୁଲ!-->…
ମାସ୍କ ନଥିଲେ ବାରବାଟୀ ଷ୍ଟାଡିୟମରେ ମିଳିବନି ପ୍ରବେଶ ଅନୁମତି
ଭୁବନେଶ୍ୱର: କ୍ରିକେଟ୍ ପ୍ରେମୀଙ୍କ ପାଇଁ ବଡ ଖବର । ନୋ ମାସ୍କ ନୋ ଏଣ୍ଟ୍ରି । ଅର୍ଥାତ ମାସ୍କ ନାହିଁ ତ ବାରବାଟୀ ଷ୍ଟାଡିୟମକୁ ପ୍ରବେଶ ମନା । ସ୍ପଷ୍ଟ କଲେ ପୋଲିସ କମିଶନର । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଜୁନ ୧୨ରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବା ଦ୍ୱିତୀୟ ଟି-୨୦ । ଓସିଏ!-->…
ନନ୍ଦିଘୋଷ ରଥରେ ଫାଟ, ବଦଳିବ ପଛ ବ୍ରେକ୍ ଅଖ
ପୁରୀ: ନନ୍ଦିଘୋଷ ରଥରେ ଫାଟ। ବଦଳିବ ନନ୍ଦିଘୋଷ ରଥର ସାନ ଉଛଳା ତଥା ପଛ ବ୍ରେକ୍ ଅଖ। ଅଖରେ ଫାଟ ଯୋଗୁ ଏହାକୁ ବଦଳାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଅଖରେ ଫାଟ ଥିବାରୁ ଓଝା ସେବକମାନେ ଗତକାଲି ଅଖ, ଦଣ୍ଡା, କୁଡୁକାକୁ ବାନ୍ଧି ରଥିବା ପାଇଁ କ୍ଲାମ୍ପ ଲଗାଇଥିଲେ। କିନ୍ତୁ ରଥଯାତ୍ରା ସମୟରେ!-->…
ଭୁବନେଶ୍ୱର ଠାରେ ଏଲକେଏମ ସେଣ୍ଟର ଓ ଲାଇବ୍ରେରୀର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର - ଭୁବନେଶ୍ୱର 16 ସତ୍ୟନଗର ଠାରେ ଓଡ଼ିଶାର ସୁପ୍ରିସଦ୍ଧ ନୃତତ୍ତ୍ୱବିତ୍ ସ୍ୱର୍ଗତ ପ୍ରଫେସର ଲକ୍ଷ୍ମଣ ମହାପାତ୍ରଙ୍କ ସ୍ମୃତିରେ ପ୍ରତିଷ୍ଠିତ ଏଲ.କେ.ଏମ ସେଣ୍ଟର ଏବଂ ଲାଇବ୍ରେରୀ ପ୍ରଫେସର ମହାପାତ୍ରଙ୍କ ବ୍ୟକ୍ତିତ୍ୱ, ଉଚ୍ଚ ଶିକ୍ଷା, ଗବେଷଣା ଏବଂ ବିଚାରକୁ ପୁର୍ନଜୀବିତ କରିବ!-->…
ବାରବାଟୀରେ ମ୍ୟାଚ ଦେଖିବାକୁ ଆସିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି
କଟକ: ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦। ଏଥିପାଇଁ ଆଜି ଦୁଇ ଦେଶର ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମ୍ୟାଚ ପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଛି। ନୂଆ ଆଉଟ ଫିଲ୍ଡ ସାଙ୍ଗକୁ ନୂଆ ଏଲଇଡି ଫ୍ଲଡ ଲାଇଟରେ ଖେଳାଯିବ ଏହି ମ୍ୟାଚ୍। ଏହି!-->…
ଭିଜିଲାନ୍ସ ପୋଲିସ ଇନ୍ସପେକ୍ଟର ମାନସୀ ଜେନା ଚାକିରିରୁ ବହିଷ୍କୃତ
କଟକ: ସମ୍ବଲପୁର ଭିଜିଲାନ୍ସ ଡିଭିଜନର ପୋଲିସ ଇନ୍ସପେକ୍ଟର ମାନସୀ ଜେନାଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି। ମାନସୀଙ୍କୁ ଚାକିରୀରୁ ପୋଲିସ ଡିଜି ବହିଷ୍କାର କରିଛନ୍ତି। ମେ ୧୨ ତାରିଖରେ ଜଣେ ସହଯୋଗୀଙ୍କ ଜରିଆରେ ଲାଞ୍ଚ ନେଇ ସେ ଧରାପଡିଥିଲେ। ଜଣେ ଅଫିସରଙ୍କ ନାମରେ ଥିବା କେସକୁ ରଫାଦଫା!-->…