Browsing Category

ଓଡିଶା

୭ ଦିନ ବଢ଼ିଲା ଖରିଫ ଧାନ କିଣା ଅବଧି

ଭୁବନେଶ୍ୱର : ବଢ଼ିଲା ଧାନ କିଣା ଡେଡଲାଇନ । ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର । ଚାଷୀଙ୍କ ଟୋକନ ଯେପରି ଲ୍ୟାପ୍ସ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ମାର୍ଚ୍ଚ ୩୧ ତାରିଖ ଧାନକିଣାର ଶେଷ ତାରିଖ ଥିଲା । ହେଲେ ଏବେବି ଅନେକ…

ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭୁଵନେଶ୍ୱର : ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରଧାନମନ୍ତ୍ରୀ ଚିଠି ଲେଖି, ଓଡ଼ିଶା ସମୃଦ୍ଧିର ନୂଆ ମାଇଲଖୁଣ୍ଟ ହାସଲ କରି ଚାଲିବ ବୋଲି କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରିଛ ନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ମହାପ୍ରଭୁ…

ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାମ ଘୋଷିତ, ୪ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ

ଭୁବନେଶ୍ୱର : ଘୋଷଣା ହେଲା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷଙ୍କ ନାଁ । ୪ ମନ୍ତ୍ରୀଙ୍କୁ ୪ ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ବ ମିଳିଛି । ସେମାନେ ହେଲେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ନିତ୍ୟାନନ୍ଦ ଗଣ୍ଡ ଓ କୃଷ୍ଣଚନ୍ଦ୍ର ପାତ୍ର । ଦେବଗଡ଼ ପାଇଁ ମନ୍ତ୍ରୀ ସୁରେଶ…

ରାଜ୍ୟପାଳଙ୍କ ଠାରୁ ରାଜ୍ୟରେ ଆରମ୍ଭ ହେଲା ୧୬ତମ ଜାତୀୟ ଜନଗଣନା

ଭୁବନେଶ୍ୱର : ରାଜ୍ୟପାଳଙ୍କ ଠାରୁ ରାଜ୍ୟରେ ଆରମ୍ଭ ହେଲା ଜନଗଣନା । ୧୫ ବର୍ଷ ପରେ ହେଉଛି ଜନଗଣନା । ଘରେ ବସି ନିଜେ ଦେଇପାରିବେ ନିଜ ପରିବାରର ତଥ୍ୟ । ପ୍ରଥମ ଥର ପାଇଁ ଜାତି ଭିତ୍ତିକ ଜନଗଣନା । ଦୀର୍ଘ ପ୍ରତୀକ୍ଷା ପରେ ଦେଶର ୧୬ତମ ଜାତୀୟ ଜନଗଣନା ଆରମ୍ଭ ହେବ । ୨୦୧୧ ପରେ ଏହା…

ବଦଳିଲା ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟ, ୧୦ ଘଣ୍ଟା ଖୋଲିବ ପ୍ରାଣୀ ଉଦ୍ୟାନ

ବାରଙ୍ଗ : ବଦଳିଲା ନନ୍ଦନକାନନ ଖୋଲିବା ଓ ବନ୍ଦ ହେବା ସମୟ । ପ୍ରାଣୀ ଉଦ୍ୟାନ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ରାଜ୍ୟ ତଥା ରାଜ୍ୟ ବାହାରୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ସମୟରେ ପରିବର୍ତ୍ତନ କରାଯାଇଛି । ପ୍ରତିବର୍ଷ ଭଳି ଗ୍ରୀଷ୍ମଋତୁ ସାଙ୍ଗକୁ ଦିନ ବଡ ଯୋଗୁଁ…

ବିଜୁ ବାବୁଙ୍କ ଉପରେ ବିବାଦୀୟ ମନ୍ତବ୍ୟ ନେଇ ନିସର୍ତ୍ତ କ୍ଷମା ମାଗିଲେ ନିଶିକାନ୍ତ ଦୁବେ

ଭୁବନେଶ୍ୱର : କ୍ଷମା ମାଗିଲେ ନିଶିକାନ୍ତ ଦୁବେ । ବିଜୁ ବାବୁଙ୍କ ଉପରେ ମନ୍ତବ୍ୟ ନେଇ କ୍ଷମା ମାଗିଲେ ସାଂସଦ ନିଶିକାନ୍ତ ଦୁବେ । ବିଜୁ ବାବୁ ଆମ ପାଇଁ ସବୁ ବେଳେ ଶୀର୍ଷ ରାଷ୍ଟ୍ରନାୟକ ରହିଛନ୍ତି ଓ ରହିବେ । ତାଙ୍କ ମନ୍ତବ୍ୟ ଯଦି କାହାର ଭାବନାକୁ ଆଘାତ ଦେଇଥିବ ତେବେ ସେ ନିସର୍ତ୍ତ…

ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଉତ୍କଳ ଦିବସ କାର୍ଯ୍ୟକ୍ରମ, ସ୍ୱତନ୍ତ୍ର ପ୍ରଦେଶ ଭାବେ ୯୧ ବର୍ଷରେ ପଦାର୍ପଣ କଲା ଓଡ଼ିଶା

ଭୁବନେଶ୍ୱର : ସ୍ୱତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶା ପଦାର୍ପଣ କରିଛି ୯୧ ବର୍ଷରେ । ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଛି। ଗତ ବର୍ଷ ଏହା ଅନୁଷ୍ଠିତ ହୋଇଥିଲା ଉତ୍କଳ…

ଫୋନରେ କଥା ହେବା ବେଳେ ତିନିମହଲା ଉପରୁ ପଡ଼ି ଯୁବତୀ ମୃତ

କଟକ : ତିନିମହଲା ଉପରୁ ପଡ଼ି ଯୁବତୀ ମୃତ । କଟକ ବାଦାମବାଡ଼ି ଅଞ୍ଚଳରେ ଅଘଟଣ । ଫୋନରେ କଥା ହେଉଥିବା ବେଳେ ଛାତ ଉପରୁ ପଡ଼ି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଯୁବତୀଙ୍କ ଘର ଜଗତସିଂହପୁର ଅଞ୍ଚଳରେ ହୋଇଥିବା ବେଳେ କଟକ ବାଦାମବାଡ଼ିରେ ଭଡ଼ାରେ ରହୁଥିଲେ । ତାଙ୍କ ମୃତଦେହ ନିକଟରୁ…

ପୋଲିସ ହାଉସିଂ ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍ , ବାବୁଙ୍କ ଘରୁ ମିଳିଲା ୧ କେଜି ୧୪୦ ଗ୍ରାମ ସୁନା

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର । OPHWC ଅଧିକାରୀଙ୍କ ୨୯ ପ୍ଲଟ୍ ରହିଛି । ଜଟଣୀ ବ୍ରହ୍ମପୁର ଓ ଅନ୍ୟ ସ୍ଥାନରେ ରହିଛି ୨୯ଟି ପ୍ଲଟ । ଭୁବନେଶ୍ବର କଳଙ୍ଗ ବିହାରରେ ରହିଛି ଦୁଇଟି ଘର । ଭିଜିଲାନ୍ସ ଜାଲରେ ପୋଲିସ ବାବୁ ଧରାପଡିବା ପରେ ସାମ୍ନାକୁ…

ସ୍ତ୍ରୀକୁ ପିଟିପିଟି ହତ୍ୟା, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର : ପାରିବାରିକ କଳହରୁ ବିଭତ୍ସ ହତ୍ୟାକାଣ୍ଡ । ପିଟିପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଗିରଫ ହେଲା ପତ୍ନୀହନ୍ତା ସ୍ବାମୀ ଗିରଫ । ବଡଗଡ ଥାନା ବାଙ୍କୁଆଳରେ ଘଟିଛି ହତ୍ୟାକାଣ୍ଡ । ଅଭିଯୁକ୍ତ ତଥା ବ୍ୟବସାୟୀ ସୁଶାନ୍ତ ସ୍ୱାଇଁ ଗିରଫ ହୋଇଛି । ବଡ଼ଗଡ଼ ଥାନା ବାଙ୍କୁଆଳର…