Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ବେକରେ କଟୁରୀ ଲଗାଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ
ବାଲିପାଟଣା:ଭୁବନେଶ୍ବର ଉପକଣ୍ଠରେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବାଲିପାଟଣା ଥାନାର ହଂସପାଳ- ଅଭୟମୁଖି ଗୋପ ବ୍ରାଞ୍ଚ କେନାଲ ବନ୍ଧ ରାସ୍ତା ସାହେବନଗରଠାରେ ୨ ଜଣ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଛି । ଭାରତ ଫାଇନାନ୍ସର ୨ ଜଣ କର୍ମଚାରୀଙ୍କ ବେକରେ!-->…
ଆସନ୍ତାକାଲି ‘ଜନ୍ମାଷ୍ଟମୀ’; ୫ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ
ପୁରୀ: ଜନ୍ମାଷ୍ଟମୀ ଅବସରରେ କୃଷ୍ଣ ଜନ୍ମ ନୀତି ସହିତ ଜଡିତ ବିଶେଷ ନୀତିକାନ୍ତି ଅନୁଷ୍ଠିତ ହେବ। ଯେଉଁଥିପାଇଁ ଶୁକ୍ରବାର ରାତିରେ ପୁରୀ ଜଗନ୍ନାଥ ମନ୍ଦିରରେ ପାଞ୍ଚ ଘଣ୍ଟା ପାଇଁ ସାଧାରଣ ଦର୍ଶନ ପାଇଁ ବନ୍ଦ ରହିବ। ଏନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଘୋଷଣା କରିଛି।
!-->!-->!-->…
ରାଜ୍ୟରେ ଗତିଶୀଳ ହେବ ଶିଳ୍ପର ବିକାଶ: ୩୭ଟି ପ୍ରକଳ୍ପକୁ ଇଡ୍କୋ ଜମି ବଣ୍ଟନ କମିଟିର ଅନୁମୋଦନ
ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ବ୍ୟବସାୟିକ ଅନୁକୂଳ ବାତାବରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଇଡକୋ (IDCO) ଜମି ବଣ୍ଟନ କମିଟି (LAC) ପକ୍ଷରୁ ୩୭ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଓଡ଼ିଶାରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ!-->…
ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ
ଭିତରକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ଗୁରୁବାରଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ, ଚାରି ଦିନିଆ ଗଣନାରେ ସ୍ଥାନୀୟ ପ୍ରଜାତି ଏବଂ ସେମାନଙ୍କ ସଂଖ୍ୟା ରେକର୍ଡ ଓ ତାଲିକାଭୁକ୍ତ କରାଯିବ। ଗୁରୁବାର ବନ ବିଭାଗ ଦ୍ୱାରା ପକ୍ଷୀ ଗଣନା!-->…
ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ
ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଆଲାମଚଣ୍ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ନାମ ସରୋଜିନୀ ମଲ୍ଲିକ ଏବଂ ତାଙ୍କ ସ୍ୱାମୀ, ଅଭିଯୁକ୍ତ ବିକ୍ରମ କୁମାର ମଲ୍ଲିକ (୩୭) ବୋଲି ଜଣାପଡିଛି।
ରିପୋର୍ଟ ଅନୁଯାୟୀ, ବୁଧବାର!-->!-->!-->…
ସାର କଳାବଜାର: ୧୧,୬୮୪ ଦୋକାନରେ ଚଢଉ, ୨୭୭୪ ବ୍ୟବସାୟୀଙ୍କୁ କାରଣ ଦର୍ଶାଅ ନୋଟିସ୍
ଭୁବନେଶ୍ୱର: ଚଳିତ ଖରିଫ ୨୦୨୬-୨୭ ଋତୁରେ ଚାଷୀଙ୍କୁ ରିହାତିଦରରରେ ମିଳୁଥିବା ସାରର ବ୍ୟାପକ କଳାବଜାର ହେଉଛି। ଏହାକୁ ରୋକିବାକୁ ବିଭାଗ ପକ୍ଷରୁ ବର୍ତ୍ତମାନ ବ୍ୟାପକ ଧରପଗଡ଼ କରାଯାଉଛି। ଜିଲ୍ଲା ଓ ବ୍ଲକ ସ୍ତରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ବିଭିନ୍ନ ସ୍ଥାନରେ ଚଢ଼ାଉ!-->…
ପୂର୍ବତନ ମେଡିକାଲ ଅଧିକାରୀଙ୍କୁ ୩ବର୍ଷ କାରାଦଣ୍ଡ
ଭୁବନେଶ୍ବର: ଲାଞ୍ଚ କାରବାର ମାମଲାରେ ଭୁବନେଶ୍ବର ଭିଜିଲାନ୍ସ କୋର୍ଟର ଅତିରିକ୍ତ ସ୍ବତନ୍ତ୍ର ଜଜ୍ ନୟାଗଡ଼ ଜିଲ୍ଲା ମଧ୍ୟଖଣ୍ଡ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଧିକାରୀ ଡ. କେଦାରନାଥ ପାଲ୍ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ଏଥି ସହିତ ଭିଜିଲାନ୍ସ କୋର୍ଟ!-->…
ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା: ବିନା ଫାର୍ମାସୀ ଡିଗ୍ରୀରେ ଖୋଲିପାରିବେ ଔଷଧ ଦୋକାନ
ଭୁବନେଶ୍ୱର: ସାଧାରଣ ଗରିବ ଲୋକଙ୍କୁ ଶସ୍ତାରେ ଉନ୍ନତମାନର ଜେନେରିକ୍ ଔଷଧ ଯୋଗାଇଦେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଏବେ ଯୁବବର୍ଗଙ୍କ ପାଇଁ ରୋଜଗାରର ଏକ ନୂଆ ମାଧ୍ୟମ ପାଲଟିଛି ।
ସ୍ୱଳ୍ପ ପୁଞ୍ଜି ବିନିଯୋଗ କରି ନିଜସ୍ୱ ବ୍ୟବସାୟ!-->!-->!-->…
ବରିଷ୍ଠ ନାଗରିକ ତୀର୍ଥଯାତ୍ରା: ବାରଣାସୀ-ଅଯୋଧ୍ୟା ଯାଉଥିବା ସ୍ୱତନ୍ତ୍ର ଟ୍ରେନର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର: ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନ (ପଟିଆ) ଠାରେ ଆଜି ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ୭୮୫ ଜଣ ଯୋଗ୍ୟ ତୀର୍ଥଯାତ୍ରୀଙ୍କୁ ଓଡିଶାରୁ ବାରଣାସୀ-ଅଯୋଧ୍ୟା ନେଇ ଯାଉଥିବା ଏକ ସ୍ୱତନ୍ତ୍ର ଟ୍ରେନ୍କୁ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ!-->…
ଆକ୍ସନ ମୋଡରେ ପୋଲିସ, ପାର୍ବଣ ପୂର୍ବରୁ ବନ୍ଧା ହେଲା ହାର୍ଡକୋର କ୍ରିମିନାଲ
ଭୁବନେଶ୍ୱର : ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ ପୋଲିସ । ମହଙ୍ଗା ପଡିଲା ଖଣ୍ଡା ବୁଲାଇବା । ଧରାପଡ଼ିଲା ହାର୍ଡକୋର କ୍ରିମିନାଲ । ଦୁର୍ଦ୍ଦାନ୍ତ ଅପରାଧି ବାପି ସ୍ବାଇଁ ଗିରଫ। ବୁଦ୍ଧ ବିହାର ଖଣ୍ଡା ବୁଲା ଘଟଣାରେ ଗିରଫ କଲା ପୋଲିସ୍ । ୧୦ରୁ ଅଧିକ ମାମଲାରେ!-->…