Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ମୁକୁଳିଲେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା
ବ୍ରହ୍ମପୁର:ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା । ମଙ୍ଗଳବାର ସନ୍ଧ୍ୟାରେ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିଛନ୍ତି । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ସେ ଆଜକୁ ୧୦ ମାସ ହେବ ଜେଲରେ ଥିଲେ ।!-->…
ରାସ୍ତା ନଥିବାରୁ ରୋଗୀକୁ ଖଟିଆରେ ବୋହିଲେ ଗ୍ରାମବାସୀ
କାଶୀପୁର: ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ ଗ୍ରାମାଞ୍ଚଳ ବିକାଶର ବାସ୍ତବ ଚିତ୍ର ପୁଣି ସାମ୍ନାକୁ ଆସିଛି। ରାସ୍ତା ନଥିବାରୁ ଅସୁସ୍ଥ ରୋଗୀଙ୍କୁ ଆମ୍ବୁଲାନ୍ସ ବଦଳରେ ଖଟିଆରେ ବୋହି ନଦୀ ପାର କରି ମୁଖ୍ୟ ରାସ୍ତାକୁ ଆଣିବାକୁ ପଡ଼ିଛି। ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲା କାଶୀପୁର!-->…
ଆୟୁଷ୍ମାନ ଯୋଜନାରେ ମିଶିବନି ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା
ଭୁବନେଶ୍ୱର: ସାମ୍ବାଦିକମାନଙ୍କ ପାଇଁ ରାଜ୍ୟରେ ଚାଲୁଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତ ଯୋଜନାରେ ମିଶିବ ନାହିଁ। ପୂର୍ବପରି ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ରହିବେ। ଏନେଇ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି!-->…
ନାବାଳିକାକୁ ସଂଘବଦ୍ଧ ଆକ୍ରମଣ; ୨ ନାବାଳକ ସମେତ ୬ ଗିରଫ
ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ପୋଲିସ ଜଣେ ୧୨ ବର୍ଷୀୟା ନାବାଳିକା କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଅପହରଣ ଉଦ୍ୟମ କରିବା ଅଭିଯୋଗରେ ୨ ଜଣ ନାବାଳକ ସମେତ ସମୁଦାୟ ୬ ଜଣଙ୍କୁ ଗିରଫ କରି ମଙ୍ଗଳବାର ଦିନ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ କିସିଣ୍ଡା ଥାନା!-->…
ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଗ୍ରହଣ କଲେ ଜେ.ଏନ୍. ପଙ୍କଜ
ବ୍ରହ୍ମପୁର: ଦକ୍ଷିଣାଞ୍ଚଳ ଆଇଜି ଭାବେ ଆଜି, ସେପ୍ଟେମ୍ବର ୧, ୨୦୨୬ ସକାଳେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍ ଅଧିକାରୀ ଶ୍ରୀ ଜେ.ଏନ୍. ପଙ୍କଜ। ସେ ପୂର୍ବତନ ଦକ୍ଷିଣାଞ୍ଚଳ ଆଇଜି ଶ୍ରୀ ନୀତି ଶେଖର, ଆଇପିଏସ୍ଙ୍କଠାରୁ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।
!-->!-->!-->…
କାନ୍ଥ ଭୁଶୁଡି ମହିଳା ମୃତ
ମୟୂରଭଞ୍ଜ : ଲଗାଣ ବର୍ଷାରେ କାନ୍ଥ ଭୁଶୁଡି ଜଣେ ମୃତ। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ମାତକମଡ଼ିହି ଗାଁରେ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କର ମୃତ୍ୟୁ। ମୃତ ମହିଳା ବଡ଼ଭୁଣ୍ଡୁ ଗାଁର ସିନଗୋ ମୁର୍ମୁ। ସେ ଦୀର୍ଘ ଦିନ ଧରି ମାତକମଡ଼ିହି ସ୍ଥିତ ନିଜ ବାପ ଘରେ ରହୁଥିଲେ। ଗତକାଲି ରାତିରେ!-->…
ଆସନ୍ତାକାଲି ଶ୍ରୀଜିଉଙ୍କ ରାହୁରେଖା ଲାଗି ନୀତି, ସାଢ଼େ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ : ଆସନ୍ତାକାଲି ସାଢ଼େ ୪ ଘଣ୍ଟା ବନ୍ଦ ରହିବ ଜଗନ୍ନାଥ ଦର୍ଶନ । ଅପରାହ୍ନ ୨ଟା ୩୦ ଠାରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ୍ । ଆସନ୍ତାକାଲି ୨ ସେପ୍ଟେମ୍ବର, ବୁଧବାର ,ଭାଦ୍ରବ କୃଷ୍ଣ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ରାହୁରେଖାଲାଗି ନୀତି!-->…
କଙ୍ଗାରୁ କୋର୍ଟ ଅପମାନ ସହିନପାରି ଜୀବନ ହାରିଲେ ଯୁବକ
ମାଲକାନଗିରି: ସହିପାରିଲେନି କଙ୍ଗାରୁ କୋର୍ଟ ଅପମାନ, ଶେଷରେ ଝୁଲି ପଡ଼ିଲେ । ମାଲକାନଗିରି ଜିଲ୍ଲାରେ କଙ୍ଗାରୁ କୋର୍ଟ ଅପମାନ ପରେ ଝୁଲି ପଡ଼ିଲେ ଯୁବକ । ଅଭିଯୋଗ କରିଛନ୍ତି ପରିବାର । ମାଲକାନଗିରି ଜିଲ୍ଲା MV -୯୨ ଗାଁରୁ ଆସିଛି ଏଭଳି ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ,!-->…
ସ୍ତ୍ରୀକୁ ମନାଇବାକୁ ଆସିଥିଲେ, ଜୋତାମାଳ ପିନ୍ଧାଇ ମୁହଁରେ ରଙ୍ଗ ମାରି ରାସ୍ତାରେ ଚଲାଇଲେ ଶ୍ୱଶୁର
ଯାଜପୁର : ସ୍ତ୍ରୀକୁ ମନାଇବାକୁ ଆସିଥିଲା ସ୍ୱାମୀ, କିନ୍ତୁ ଜୋତାମାଳ ପିନ୍ଧାଇଲା ଶ୍ୱଶୂର । ! ମୁହଁରେ ରଙ୍ଗ ମାରି ରାସ୍ତାରେ ଚଲାଇଲା । ଜ୍ବାଇଁଙ୍କ ବେକରେ ଜୋତାମାଳ ଝୁଲାଇ ବଜାର ବୁଲାଇଲେ ଶ୍ୱଶୁର । ଯାଜପୁର ଜିଲ୍ଲା ବିଂଝାରପୁର ଥାନା କଲ୍ୟାଣପୁରରେ ଏଭଳି ଅମାନବୀୟ ଘଟଣା ଦେଖିବାକୁ!-->…
ବେଆଇନ ପଥର ଖାଦାନ ଉପରେ ଚଢ଼ାଉ, ବିପୁଳ ବିସ୍ପୋରକ ଜବତ
ହରଭଙ୍ଗା : ବେଆଇନ ପଥର ଖାଦାନ ଉପରେ ରେଡ଼ । ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ଅତିରିକ୍ତ ତହସିଲଦାରଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ଅଛନ୍ତି । ବୋୖଦ୍ଧ ଜିଲ୍ଲା ଖରଭୂଇଁ ଗାଁର ବେଆଇନ ପଥର କ୍ୱାରିରେ ଚାଲିଥିଲା ବିସ୍ଫୋରଣ ।!-->…