Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
‘ଜୈବିକ ଚାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ’
ପୁରୀ : ଜୈବିକ ଟାଉଳରୁ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ କୋଠଭୋଗ । ଆସନ୍ତା ରଥଯାତ୍ରାରୁ ଜୈବିକ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ କରାଯିବ । ବଳଭଦ୍ର ଜୈବିକ ଚାଷ ମିଶନ ଦ୍ୱାରା ପ୍ରସ୍ତୁତ ଚାଉଳରୁ କୋଠ ଭୋଗ ପ୍ରସ୍ତୁତ ହେବ ବୋଲି କୃଷି ବିଭାଗ ସଚିବ ଅରବିନ୍ଦ ପାଢ଼ୀ ସୂଚନା!-->…
ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ, ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ମଧ୍ୟମରୁ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଯେ କୌଣସି ପରିସ୍ଥିତି ମୁକାବିଲା ନେଇ ଆମେ ପ୍ରସ୍ତୁତ ରହିଛୁ ବୋଲି!-->…
ବାଇକରେ ବୁହା ହେଲା ମରଶରୀର, ଗାଁକୁ ଯାଇ ପାରିଲାନି ମହାପ୍ରୟାଣ ଗାଡ଼ି
ବୌଦ୍ଧ : ସରୁନି ଦୁଃଖ । କେବେ ଅନ୍ତ ହେବ ଗାଁର ଦୁର୍ଦ୍ଦଶା । ୬କିଲୋମିଟର ବାଟ ବାଇକରେ ବୁହା ହେଲା ମରଶରୀର । ରାସ୍ତାର ଦୁର୍ଦ୍ଦଶା ପାଇଁ ଗାଁ କୁ ଯାଇ ପାରିଲାନି ମହାପ୍ରୟାଣ ଗାଡ଼ି । ଏଭଳି ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ଆଡେଣିଗଡ଼ ପଞ୍ଚାୟତର କାଚପାଜୁ ଗାଁରେ ଦେଖିବା ପାଇଁ ମିଳିଛି!-->…
ଅପେରା ଦେଖାଇବାକୁ ଡାକିନେଇ ମାରିଦେଲା ସାଙ୍ଗ
କେନ୍ଦୁଝର : ମୋ ସ୍ବାମୀଙ୍କୁ ଅପେରା ଦେଖିବାକୁ ସାଙ୍ଗ ମାନେ ଘରୁ ଡାକି ନେଇ ମାରି ଦେଲେ । ଟାଉନ ଥାନାରେ ଏପରି ଲିଖିତ ଅଭିଯୋଗ କରିଛନ୍ତି ମୃତକ ଜଯନ୍ତ ପାତ୍ରଙ୍କ ସ୍ତ୍ରୀ ସୌଭାଗିନୀ ପାତ୍ର । ଅଭିଯୋଗ ଅନୁସାରେ ଜୟନ୍ତ କେନ୍ଦୁଝର ସ୍ଥାନୀୟ ଗମ୍ଭାରିଆ ଗାଁରେ ୮ବର୍ଷ ହେବ ଘରଜ୍ୱାଇଁ!-->…
ଛେଳିକୁ ବଞ୍ଚାଇବାକୁ ଯାଇ ଯୁବକ ଗୁରୁତର, ହାତ ଛିଣ୍ଡେଇ ନେଲା କୁମ୍ଭୀର
ଅନୁଗୁଳ : ଯୁବକଙ୍କ ହାତ ଛିଣ୍ଡେଇ ନେଲା କୁମ୍ଭୀର । ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ରଣିଆକଟା ପଞ୍ଚାୟତ ଝାମ୍ପୁଲି ଗାଁ ନିକଟ ଏକ ଯୋରରେ ଥିବା କୁମ୍ଭୀର ଜଣେ ଯୁବକଙ୍କ ହାତକୁ କାମୁଡ଼ି ଛିଣ୍ଡେଇ ନେଇଯାଇଛି । କୁମ୍ଭୀର ମୁହଁରୁ ଛେଳିକୁ ବଞ୍ଚାଇବାକୁ ଯାଇ ଯୁବକ ଜଣକ ଏହି ଭୟାନକ ଘଟଣାର!-->…
ନୂଆପଡ଼ା ଉପନିର୍ବାଚନ: ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିଜିପି
ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନ ନେଇ ଡିଜିପିଙ୍କ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା। ପୋଲିସ ମୁଖ୍ୟାଳୟ ଠାରେ ଉପନିର୍ବାଚନ ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ଡିଜିପି ୱାଇ ବି ଖୁରାନିଆ। ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା!-->…
ଓଡ଼ିଶା ହେବ ‘ବିହନ ହବ୍: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ
ଭୁବନେଶ୍ୱର: ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ଅଭିଯାନରେ ଓଡ଼ିଶା ହେବ ‘ବିହନ ହବ୍’। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଘନ କୃଷି କାର୍ଯ୍ୟକ୍ରମ ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଲୁପ୍ତପ୍ରାୟ ଖାଦ୍ୟର!-->…
ଟିପିଏସ୍ଓଡିଏଲ୍ କର୍ମଚାରୀଙ୍କ ସୌର ଶକ୍ତି ଓ ସୁରକ୍ଷା ସଚେତନତା ଯାତ୍ରା…
ବ୍ରହ୍ମପୁର, ଅକ୍ଟୋବର: ସୌର ଶକ୍ତିକୁ ଆପଣେଇବା ଏବଂ ବୈଦ୍ୟୁତିକ ସୁରକ୍ଷା ନିୟମକୁ ପାଳନ କରିବାର ବାର୍ତ୍ତା ନେଇ ଦୀର୍ଘ ୬୩୯ କିମି ପଥ ଅତିକ୍ରମ କରି ନିଜର ସଚେତନତା ଯାତ୍ରା ଶେଷ କରିଛନ୍ତି ଶ୍ରୀ ସୌମ୍ୟ ରଞ୍ଜନ ଲେଙ୍କା । ଟିପିଏସ୍ଓଡିଏଲର ପ୍ରୋଜେକ୍ଟ ବିଭାଗରେ ଟିମ୍ ଲିଡ୍ ଭାବରେ!-->…
ଏସଆଇଆର ପ୍ରସ୍ତୁତି ସାରିବାକୁ CEOଙ୍କୁ ନିର୍ଦେଶ
ଭୁବନେଶ୍ୱର/ନୂଆଦିଲ୍ଲୀ: ଭାରତ ନିର୍ବାଚନ ଆୟୋଗ(ECI)ର ଦୁଇ ଦିନିଆ ମୁଖ୍ୟ ନିର୍ବାଚନ ଅଧିକାରୀ(CEO) ସମ୍ମିଳନୀ ଗୁରୁବାର ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ୍ ମ୍ୟାନେଜମେଣ୍ଟ(IIIDEM) ଠାରେ ସମାପ୍ତ ହୋଇଛି।
ମୁଖ୍ୟ ନିର୍ବାଚନ!-->!-->!-->…
ନୂଆପଡ଼ା ଉପନିର୍ବାଚନ: ବ୍ଲକ ଓ ଏନଏସି ସ୍ତରରେ ନେତାଙ୍କୁ ଦାୟିତ୍ବ ଦେଲା ବିଜେଡି
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ତତ୍ପର ହୋଇପଡ଼ିଛି। ନୂଆପଡ଼ା ଆସନକୁ ନିଜ ହାତରେ ରଖିବା ଲାଗି ଦଳ ଜୋରଦାର ଉଦ୍ୟମ ଚଳାଇଛି। ନିର୍ବାଚନ ସମୟରେ ଦଳୀୟ କାର୍ଯ୍ୟକୁ ମନିଟର କରିବା ଲାଗି ବିଜେଡି ପକ୍ଷରୁ ବ୍ଲକ ଏବଂ ଏନଏସି ସ୍ତରରେ ନେତାଙ୍କୁ ନିଯୁକ୍ତ କରାଯାଇଛି।
!-->!-->!-->…