Browsing Category

ଓଡିଶା

ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଲା ନବନିର୍ମାଣ ଯୁବଛାତ୍ର ସଂଗଠନ

ଭୁବନେଶ୍ବର: ବାଲେଶ୍ବର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳର ସହକାରୀ ପ୍ରାଧ୍ୟାପକଙ୍କ ନିର୍ଯାତନା ଶିକାର ହୋଇ ଜଣେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାରେ ରାଜ୍ୟ ବିଜେପି ସରକାରର ଦାୟିତ୍ବହୀନତାକୁ ଦାୟୀ କରିଛି ନବନିର୍ମାଣ ଯୁବଛାତ୍ର ସଂଗଠନ। ରବିବାର ନବନିର୍ମାଣ ଯୁବଛାତ୍ର ସଂଗଠନର

ଆଗାମୀ ୨୪ରୁ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ୯୫%ରୁ ଅଧିକ ପୋଡ଼ିଛି, ସ୍ଥିତିରେ କିଛି ସୁଧାର ଆସିନି : ଏମ୍‌ସ…

ଭୁବନେଶ୍ବର : ଭୁବନେଶ୍ବର ଏମ୍‌ସରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛି ବାଲେଶ୍ବର FM କଲେଜ ଛାତ୍ରୀ। ଗତକାଲି ତାଙ୍କୁ ବାଲେଶ୍ଵରରୁ ଆଣି ଏମସରେ ଭର୍ତ୍ତି କରାଯାଇଥିଲା। ଗତକାଲିଠୁ ଏମ୍‌ସରେ ଚିକିତ୍ସାଚାଲିଥିଲେ ବି ଛାତ୍ରୀ ଜଣଙ୍କର ଅବସ୍ଥାରେ କିଛି ସୁଧାର ଆସିନି। ଆଜି ସକାଳେ ଏମ୍‌ସ

ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା : ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ, ପହଞ୍ଚିଲେ…

ବାଲେଶ୍ବର : ବାଲେଶ୍ବର ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାକୁ ଗମ୍ଭୀରତାର ସହ ନେଇଛି ଜାତୀୟ ମହିଳା କମିସନ । ଏହି ଘଟଣାକୁ ଏନସିଡବ୍ଲ୍ୟୁ ଅଧ୍ୟକ୍ଷ ବିଜୟା ରାହତକର ଘୋର ନିନ୍ଦା କରିଛନ୍ତି । ନିରପେକ୍ଷ ଓ ଧାର୍ଯ୍ୟ ସମୟ ମଧ୍ୟରେ ତଦନ୍ତ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୬ ସ୍ଲୁଇସ୍‌ ଗେଟ୍‌

ସମ୍ବଲପୁର: ଧିରେ ଧିରେ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଉ ଥିବାରୁ ଏନେଇ ରବିବାର ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଏକକାଳୀନ ୬ଟି ସ୍ଲୁଇସ୍‌ ଗେଟ୍‌ । ସକାଳ ୮ଟାରେ ପ୍ରଥମେ ୨ଟି ଓ ପରେ ସକାଳ ୧୧ଟାରେ ଆଉ ୪ଟି ଗେଟ୍ କୁ ବନ୍ଦ କରିଦିଆଯାଇଛି । ଏହାକୁ ମିଶାଇ ମୋଟ୍‌ ୬ଟି

ରାୟଗଡା ପରେ କୋରାପୁଟରେ ପୁଣି କଙ୍ଗାରୁ କୋର୍ଟ, ଗୋଟିଏ ବଂଶରେ ପ୍ରେମ କରିବାରୁ ବଳଦ ଦଣ୍ଡ

ଲକ୍ଷ୍ମୀପୁର : କାଳେ କାଳେ ପ୍ରେମକୁ ନେଇ ପ୍ରଳୟ ଘଟିଛି । ପ୍ରେମ ପାଇଁ କେଉଁଠି ପରିବାରକୁ ଏକ ଘରିଆ କରାଯାଉଛି ତ କେଉଁଠି ହତ୍ୟା । ଏପରି ବହୁ ଅଘଟଣ ଘଟୁଛି ପ୍ରେମକୁ ନେଇ । କିଛି ଦିନ ତଳେ ରାୟଗଡ଼ା ଜିଲ୍ଲା କଞ୍ଜମଯୋଡ଼ିରେ ଘଟିଥିଲା ଏମିତି ଏକ ଅଭାବନୀୟ ଘଟଣା । ଯେଉଁଠି ଜଣେ ଯୁବକ

ରାଜ୍ୟରେ ପ୍ରଥମ: ସରକାରୀ ଗାଡି ଚଳାଇଲେ ମହିଳା ଡ୍ରାଇଭର

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ସରକାରୀ ସ୍ତରରେ ଜଣେ ମହିଳା ସରକାରୀ ଗାଡି ଡ୍ରାଇଭର ବନି ଇତିହାସ ରଚିଛନ୍ତି । ପରିବହନ ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ସରକାରୀ ଗାଡ଼ି ଚଲାଇ,ସରକାରୀ ଗାଡ଼ି ଚଲାଇଥିବା ଓଡ଼ିଶାର ପ୍ରଥମ ମହିଳା ଡ୍ରାଇଭର ବନିଛନ୍ତି ସନ୍ଧ୍ୟା ରାଣୀ ମାଝୀ । ଏହି

ଦିଲ୍ଲୀରୁ ଫେରି ଏମ୍ସ ଯାଇ ବାଲେଶ୍ୱର ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଏମ୍ସ ଯାଇ ବାଲେଶ୍ୱର ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ଦିଲ୍ଲୀରୁ ଫେରିବା ପରେ ସିଧାସଳଖ ଏମସକୁ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି । ସ୍ବାସ୍ଥ୍ୟାବସ୍ଥା ବାବଦରେ ପଚାରି ବୁଝିବା ସହ ଡାକ୍ତରୀ ଦଳ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । 

ଏଫଏମ ଛାତ୍ରୀ ଆତ୍ମାହୁତୀ ଘଟଣା: ବିଜେପି ଉପରେ ବର୍ଷିଲା ଟିଏମସି, ‘ଭିନ୍ନ ଦିନ, ଭିନ୍ନ ପୀଡିତା-ସ୍ଥିତି ସମାନ’

ନୂଆଦିଲ୍ଲୀ/ଭୁବନେଶ୍ବର: ବାଲେଶ୍ୱର ଏଫଏମ କଲେଜ ଛାତ୍ରୀ ନିଜକୁ ନିଆଁ ଲଗାଇ ଦେବା ଘଟଣାରେ ଏବେ ବିରୋଧୀ ସରକାରଙ୍କୁ ଘେରିଥିବା ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମସି) ବିଜେପି ସରକାରଙ୍କ ଉପରେ କଠୋର ଆକ୍ରମଣ ଆରମ୍ଭ କରିଛି । ଏନେଇ ନିଜ ଅଫିସିଆଲ ଏକ୍ସ

ବାଲେଶ୍ଵର ଛାତ୍ରୀ ଜୀବନ ହାରିବା ଉଦ୍ୟମ ଘଟଣା, ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଏଫଏମ କଲେଜ ଛାତ୍ରୀଙ୍କ ଜୀବନ ହାରିବା ଉଦ୍ୟମ ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏ ଘଣଟାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ନବୀନ କହିଛନ୍ତି ଏହି ଘଟଣା ଆତ୍ମାକୁ ଗଭୀର ଭାବେ ବ୍ୟଥିତ କରିଛି । ଏହାସହ

ନାକଟିଦେଉଳ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା; ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରେଢ଼ାଖୋଲ ନାକଟିଦେଉଳ ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା । ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଭୁବନେଶ୍ବରରୁ ନାକଟିଦେଉଳ ଅଭିମୁଖେ ଗଲେ ସ୍ବତନ୍ତ୍ର ତଦନ୍ତ ଟିମ୍ ।