Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାହୁଲ ଗାନ୍ଧୀଙ୍କ ଭାଷଣ ସରପଞ୍ଚ ନିର୍ବାଚନ ସଭା ଭଳି ଲାଗିଲା: ଜୟନାରାୟଣ
ଭୁବନେଶ୍ବର: ସ୍ଥାନୀୟ ବରମୁଣ୍ଡାରେ ଆୟାଜିତ କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ସମାବେଶରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗର୍ଜିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀ ଭାଷଣ ମାଧ୍ୟମରେ ଟାର୍ଗେଟ କରିଥିବା ବେଳେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର!-->…
ହାଉସିଂ ସୋସାଇଟି କ୍ଷମତା ନେଇ ବିଡିଏର ଐତିହାସିକ ନିଷ୍ପତ୍ତି, ଫି ନଦେଲେ ବିଜୁଳି ଓ ପାଣି ସଂଯୋଗ ବିଛିନ୍ନ
ଭୁବନେଶ୍ୱର : ହାଉସିଂ ସୋସାଇଟି କ୍ଷମତା ନେଇ ବିଡିଏର ଐତିହାସିକ ନିଷ୍ପତ୍ତି । ବକେୟା ଫି ଆଦାୟ ପାଇଁ ଫ୍ଲାଟ ମାଲିକଙ୍କ ଘରକୁ ବିଜୁଳି ଓ ପାଣି ସଂଯୋଗକୁ ବିଛିନ୍ନ କରିପାରିବେ ଆପାର୍ଟମେଣ୍ଟ ସୋସାଇଟି । ଆବାସିକ ଆପାର୍ଟମେଣ୍ଟର ଘର ମାଲିକ ରକ୍ଷଣାବେକ୍ଷଣ ଦେୟ ପଇଠରେ!-->…
ଆଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକାଗଲା : ରାହୁଲ
ଭୁବନେଶ୍ବର: ଆଜି କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ଆୟୋଜିତ ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯୋଗଦେଇଛନ୍ତି । ରାଜ୍ୟରେ ବିଜେପି ସରକାର ଆସିବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ । ଏହି ଅବସରରେ ସେ ପୁରୀ ରଥଯାତ୍ରା!-->…
ମଝିଆ ଭାଇକୁ ହତ୍ୟା କଲା ବଡ଼ ଭାଇ, ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ
ବାଲେଶ୍ୱର: ପାରିବାରିକ ବିବାଦ ନେଲା ଉଗ୍ରରୂପ । ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ମଝିଆ ଭାଇକୁ ହତ୍ୟା କଲା ବଡ଼ ଭାଇ । ଅଭିଯୋଗ ଆଣିଲେ ମୃତକଙ୍କ ପତ୍ନୀ । ହଁ ଆଜ୍ଞା, ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ମାନକୁଣ୍ଡା ଗାଁରେ ଦେଖିବାକୁ ମିଳିଛି ଏଭଳି ଚାଞ୍ଚଲ୍ୟକର!-->…
ଅବୈଧ ପ୍ରେମ ପାଇଁ ହଳ କଲେ ପ୍ରେମୀ ଯୁଗଳ
ରାୟଗଡା : ଅବୈଧ ପ୍ରେମ ପାଇଁ ଲୋକହସା ହୋଇଛନ୍ତି ପ୍ରେମୀ ଯୁଗଳ । ଏପରିକି ଗ୍ରାମବାସୀ ଉଭୟଙ୍କୁ ଚାଷ ଜମିରେ ହଳ ବୁଲାଇଛନ୍ତି । ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ମାଡି ଚାଲିଛି ଏହି ଖବର । ରାୟଗଡା ଜିଲ୍ଲାରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କଲ୍ୟାଣସିଂପୁର ବ୍ଲକ!-->…
ଘଞ୍ଚ ଜଙ୍ଗଲରୁ ମିଳିଲା ମୃତଦେହ, ପରିଚୟ ଅସ୍ପଷ୍ଟ
ଭଞ୍ଜନଗର: ଘଞ୍ଚ ଜଙ୍ଗଲରେ ପୋତା ଯାଇଥିଲା ମୃତଦେହ । ମୃତଦେହ ନିକଟରେ ଲାଗିଛି ଧୂପକାଠି । ପାଖରେ ପଡ଼ିଛି କିଛି ଖଇ, ଚାଉଳ ଏବଂ ଖୁଚୁରା ପଇସା । ଯେମିତି କୋକେଇ ଉଠିଲେ ବିଧାନ କରାଯାଏ । ଠିକ ସେମିତି ସମସ୍ତ କର୍ମ କରାଯାଇଛି । ଆଉ ଶବ ପୋତା ଯାଇଥିବା ସ୍ଥାନରେ ରଖାଯାଇଥିଲା ପଥର ।!-->…
ବୈତରଣୀରେ ବନ୍ୟା, ଦବିଗଲା ବ୍ରିଜ
ଯାଜପୁର ଜିଲ୍ଲା ଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳ ଅଧିକ ମାତ୍ରାରେ ଆସିବାରୁ ଚଇନିପୁର ପଣସା ପଞ୍ଚାୟତକୁ ସଂଯୋଗ କରୁଥିବା ପୋଲର ତିନୋଟି ସ୍ପାନ ଦବି ଯାଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଏହି ପୋଲ ନିର୍ମାଣ ହୋଇଥିଲା । ତେବେ ବ୍ରିଜ ଦବି ଯିବାରୁ!-->…
ଜିଲ୍ଲାସୀମାନ୍ତରେ ଆତ୍ମସମର୍ପଣ କଲେ ୧୨ ମାଓବାଦୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲାରେ ପୋଲିସ ସମ୍ମୁଖରେ ମୁଖ୍ୟସ୍ରୋତକୁ ଫେରିବା ପାଇଁ ୧୨ ଜଣ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ଏଥିମଧ୍ୟରୁ ୯ ଜଣ ମାଓବାଦୀଙ୍କ ଉପରେ ମୋଟ ୨୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏହି ମାଓବାଦୀ ମାନେ!-->…
ଆସିକା ପୋଲିସ ଓ ଖଣିବିଭାଗ ନାକ ତଳେ ଚାଲିଛି ଚୋରା ବାଲି ଚାଲାଣ…
ଆସିକା ସୁନାମ୍ବ ସାହି ରାସ୍ତା ଦେଇ ପ୍ରତିଯୋଗିତା ଭାବେ ହେଉଛି ଚୋରା ବାଲି ଚାଲାଣ …..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରର କେନ୍ଦ୍ର ସ୍ଥଳୀରେ ଥିବା ସୁନାମ୍ବ ସାହି ରେ ପ୍ରତିଯୋଗିତା ଭାବେ ଟ୍ରାକ୍ଟର ରେ ଚୋରା ବାଲି ଚାଲାଣ ହେଉଛି। ସୁନାମ୍ବ ସାହି ବସ୍ତି ବାସିନ୍ଦା ମାନଙ୍କ!-->…
ଶ୍ରୀ ସିରିଡି ସାଇ ସେବା ସମିତି ଟ୍ରଷ୍ଟ ପୋଚିଲିମା ପକ୍ଷରୁ ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୋଚିଲିମା ଛକ ଏନ ହେଚ ୫୯ କଡରେ ଥିବା ଶ୍ରୀ ସିରିଡି ସାଇ ସେବା ସମିତି ଟ୍ରଷ୍ଟ ପୋଚିଲିମା ପକ୍ଷରୁ ସାଇ ସୂନ୍ଦର ଧାମ ପୋଚିଲିମା ଠାରେ ପବିତ୍ର ଗୁରୁ ପୁର୍ଣିମା ଉତ୍ସବ ପାଳନ ହୋଇ ଯାଇଛି l ସାଇ ସୂନ୍ଦର ଧାମ ପୋଚିଲିମା ର ଟ୍ରଷ୍ଟ ଅଧ୍ୟକ୍ଷ!-->…