Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ତେଜରାତି ଦୋକାନରୁ ଚୋରା ମଦ ଜବତ, ୨ ଯୁବକ ଗିରଫ
ରାହାମା: ଜଗତସିଂହପୁରଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ଅଗପାଳ ପଞ୍ଚାୟତ ଓ ଆଦର୍ଶ ବିଦ୍ୟାଳୟ ଅଗପାଳ ନିକଟଲାଗି ଏକ ତେଜରାତି ଦୋକାନରୁ ମଦ ଜବତ ହୋଇଛି। ସକାଳ ୧୧ଟା ସମୟରେ ତିର୍ତୋଲ ଥାନା ଅଧିକାରୀ ବଂଶୀଧର ପ୍ରଧାନ, କୁଜଙ୍ଗ ଥାନାର ଅତରିକ୍ତ ଦାୟିତ୍ୱ ତୁଲାଉ ଥିବାରୁ ଏକ ବିଶେଷ ସୂତ୍ରରୁ!-->…
ଟ୍ୱିନ୍ ସିଟିରେ ସ୍ୱତନ୍ତ୍ର ପ୍ରବର୍ତ୍ତନ ଅଭିଯାନ: ମୋଟ ୩୩୬ ଜଣ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର ନିୟୋଜିତ
ଭୁବନେଶ୍ୱର: ଓଡ଼ିଶା ପୁଲିସ ମହିଳାଙ୍କ ସୁରକ୍ଷା, ମହିଳାଙ୍କ ବିରୋଧରେ ଅପରାଧ ରୋକିବା ପାଇଁ ସଂଗଠିତ ଅପରାଧର ସିଣ୍ଡିକେଟ୍କୁ ଭାଙ୍ଗିବା ସହ ନିଶାଦ୍ରବ୍ୟ ଓ ବେଆଇନ ମଦ ବିରୋଧରେ ନିରନ୍ତର ଅଭିଯାନ ଜାରି ରଖିଛି।ସୂଚନାଯୋଗ୍ୟ, ଓଡ଼ିଶା ପୁଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଅଗଷ୍ଟ ୨୬ ରାତିରେ!-->…
ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍ର ବରିଷ୍ଠ ସାଧାରଣ ସମ୍ପାଦକ ହେଲେ ଜାଲିନା
ଘୁ.ଉଦୟଗିରି : ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ ପୁନର୍ଗଠନ କରିବା ପରେ କନ୍ଧମାଳ ଜିଲ୍ଲାର ଆଗ ଧାଡ଼ିର ସଂଖ୍ୟାଲଘୁ ସମ୍ପ୍ରଦାୟର ନାରୀ ନେତ୍ରୀ ଜାଲିନା ପ୍ରିୟଦର୍ଶିନୀଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ରାଜ୍ୟ ବିଜେଡି ସଭାପତି ନିଯୁକ୍ତ କରିବା ପରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ!-->…
୨୦ନଂ ଜାତୀୟ ରାଜପଥରେ ୩୦୦ ଫୁଟର ଘାଇ, ଧୋଇଗଲା ଏକ କିଲୋମିଟର ରାସ୍ତା
ଦଶରଥପୁର: ପୁଣିଥରେ ବୈତରଣୀ ବନ୍ୟାରେ ଆସିଥିବା ବଢ଼ିରେ ୨୦ ନମ୍ୱର ଜାତୀୟ ରାଜପଥର ବୋଡ଼କ ଠାରେ ୩ଶହ ଫୁଟର ଘାଇ ସୃଷ୍ଟି ହୋଇଛି। ବନ୍ୟାଜଳ ପ୍ରବଳ ସ୍ରୋତରେ ରାସ୍ତାର ପ୍ରାୟ ୧ କିମି ଧୋଇ ହୋଇଯାଇଛି। ଫଳରେ ଯାଜପୁରଜିଲ୍ଲା କୁଆଖିଆ ଠାରୁ ଭଦ୍ରକ ଜିଲ୍ଲା ଧାମରା ରାସ୍ତା ଯୋଗାଯୋଗ ବିଛିନ୍ନ!-->…
ଗୋଳାବନ୍ଧରେ ବିସ୍ଥାପିତଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
୧୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ୍, ଏହି ଅର୍ଥରେ ପ୍ରତି ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ, ୧୦୦୮ ବାସଗୃହ
ଛେଳିଗଡ଼ ଜଳସେଚନ ପ୍ରକଳ୍ପ ବିସ୍ଥାପିତ ୧୧୨ ପରିବାରକୁ ଘରବାରି ଓ ଚାଷଜମି ପଟ୍ଟା, ଆଜି ପାଇଲେ ୯୬ ପରିବାର
ଗୋଳାବନ୍ଧ ବିସ୍ଥାପିତଙ୍କ ପାଇଁ ୪!-->!-->!-->!-->!-->!-->!-->!-->!-->!-->…
ଓଡ଼ଗାଁ ଏନଏସିକୁ ସର୍ବଶ୍ରେଷ୍ଠ ଘୋଷଣା: ପୁରସ୍କାର ବାବଦରେ ମିଳିବ ୨ କୋଟି…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ସ୍ଥାନୀୟ ରାଜସ୍ୱ ଆୟ ଅଭିବୃଦ୍ଧିରେ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଏବଂ ପରିଚାଳନା କ୍ଷେତ୍ରରେ ଶ୍ରେଷ୍ଠତ୍ଵ ପ୍ରଦର୍ଶନ କରିଥିବାରୁ ଓଡ଼ିଶାର ସର୍ବଶ୍ରେଷ୍ଠ ଏନଏସି ଭାବରେ ଓଡ଼ଗାଁ ଏନଏସିକୁ ୨କୋଟି ଟଙ୍କାର ଅର୍ଥ ପୁରସ୍କାର!-->…
ସେପ୍ଟେମ୍ବର ୩ରୁ ମାଲକାନଗିରିରୁ ବିମାନ ଉଡ଼ାଣ
ମାଲକାନଗିରି: ମାଲକାନଗିରିବାସୀଙ୍କ ବହୁ ପ୍ରତୀକ୍ଷିତ ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି। ଆସନ୍ତା ସେପ୍ଟେମ୍ବର ୩ ତାରିଖରୁ ମାଲକାନଗିରିରୁ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଦୀର୍ଘଦିନ ଧରି ଦୁର୍ଗମ ମାଲକାନଗିରିକୁ ରାଜ୍ୟ ତଥା ଦେଶର!-->…
କିରିମିଟି ଜଙ୍ଗଲରୁ ବଡ଼ ମାଓ ଡମ୍ପ ଠାବ, ବିପୁଳ ମାଓ ସାମଗ୍ରୀ ଜବତ
ମାଲକାନଗିରି: ମାଲକାନଗିରିରେ ପୁଣି ମାଓ ଡମ୍ପ ଠାବ । ମାଥିଲି ଥାନା ଅନ୍ତର୍ଗତ କିରିମିଟି ଜଙ୍ଗଲରୁ ବଡ଼ ମାଓ ଡମ୍ପ ଠାବ କରିଛନ୍ତି ଯବାନ । ତିନୋଟି ଦେଶି ବନ୍ଧୁକ, ଚାରୋଟି ଲ୍ୟାଣ୍ଡମାଇନ, ଦୁଇଟି କ୍ଳେମର ମାଇନ, ଡେଟୋନେଟର, ନକ୍ସଲ ପୋଷାକ ଓ ପ୍ରଚାର ପତ୍ର ଜବତ କରାଯାଇଛି । ଏସଓଜି ଓ!-->…
ତାସ ଖେଳକୁ ନେଇ ନାବାଳକକୁ ଛୁରୀ ଭୁଷି ହତ୍ୟା କଲା ନାବାଳକ
ବଲାଙ୍ଗିର: ବଲାଙ୍ଗିର ଜିଲା ଆଗଲପୁର ଥାନା ରୋତ୍ ଗାଁ’ରେ ଜଣେ ନାବାଳକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ମୃତ ନାବାଳକ ହେଲେ ରୋତ ଗାଁ’ର ରମେଶ ପଟେଲଙ୍କ ପୁଅ ସାହିଦ୍ ପଟେଲ (୧୪)। ଗାଁ’ର ପ୍ରାଥମିକ ବିଦ୍ୟାଳୟ ନିକଟ କ୍ଲବରେ ତାସ ଖେଳ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଥିବା ଅଭିଯୋଗ!-->…