Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଘସିପୁ୍ରାରେ ବ୍ୟାପୁଛି ଝାଡ଼ାବାନ୍ତି, ଦୁଇ ମୃତ
ଆନନ୍ଦପୁର : ଝାଡ଼ାବାନ୍ତି ଆତଙ୍କ । ଦୁଇ ମୃତ ,ଅନେକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଜିଲ୍ଲା ସ୍ବାସ୍ଥ୍ଯ ଟିମ୍ ପହଞ୍ଚି ପରଖିଲା ସ୍ଥିତି। କେନ୍ଦୁଝର ଜିଲ୍ଲା ଘସିପୁ୍ରା ବ୍ଲକ ଗଡବାନ୍ଧଗୋଡା ପଞ୍ଚାୟତ ପଟିଲୋ ଗାଁରେ ଝାଡ଼ାବାନ୍ତି ଲାଗି ରହିଛି । !-->…
ଝିଅକୁ ନ୍ୟାୟ ଦାବିରେ ୧୦ କିଲୋମିଟର ଚାଲିଲେ ମାଆ
ଅନୁଗୋଳ : ଝିଅକୁ ନ୍ୟାୟ ଦାବିରେ ୧୦ କିଲୋମିଟର ଚାଲିଲେ ମାଆ । ପଦଯାତ୍ରରେ ଆସି ଏସପି ଅଫିସ ଆଗରେ ଧାଣାରେ ବସିଲେ । ଅନୁଗୋଳ ସଦର ଥାନା ଶ୍ୟାମସୁନ୍ଦରପୁର ଗାଁରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୋଲିସର ହାତ ଖାଲି । ଏଯାଏଁ ଅଭିଯୁକ୍ତକୁ!-->…
ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ । ଅନାସ୍ଥା ପ୍ରସ୍ତାବ ଆଣିଲା ରାଜ୍ୟ କଂଗ୍ରେସ। ୧୫ ବିଧାୟକଙ୍କ ଦସ୍ତଖତ ଥିବା ଅନାସ୍ଥା ପ୍ରସ୍ତାବ ଆଣିଲା। ବିଧାନସଭା ସଚିବଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ଦେଲା କଂଗ୍ରେସ । ଅନ୍ୟପଟେ ବିରୋଧୀ ବିଜେଡି କିନ୍ତୁ!-->…
ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ, ବୟସ୍କ ଓ ଦୁର୍ବଳମାନଙ୍କୁ ଦିଆଯିବ ପ୍ରାଥମିକତା
ଭୁବନେଶ୍ଵର : ୬୦ ବର୍ଷ ପରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ । ମଧୁ ବାବୁ ପେନସନ ଯୋଜନା ଏବଂ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP)ରେ ସୁଭଦ୍ରା ଯୋଜନାର ପୂର୍ବ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଚିଠି ଲେଖିଛି ସାମାଜିକ ସୁରକ୍ଷା ବିଭାଗ । ୬୦ ବର୍ଷ ପରେ!-->…
ଫସଲ ନଷ୍ଟ କଲେ ଗୋରୁ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଲେ ୨୨ ପରିବାର
ନବରଙ୍ଗପୁର: ଜଙ୍ଗଲ ଜମିରେ ଫସଲ ନଷ୍ଟ କଲେ ଗୋରୁ । ଅଭିନବ ପ୍ରତିବାଦରେ ୨୨ ପରିବାର। ଉମରକୋଟର ଜଙ୍ଗଲ ଜମିରେ ହୋଇଥିବା ଚାଷକୁ ଦୁଇ ବନ ସୁରକ୍ଷା ସମିତିର ସଦସ୍ୟ ଗୋରୁ ଚୋରେଇ ଫସଲ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ଏନେଇ ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ!-->…
ବୁଲା କୁକୁର ଗଣନା ଆରମ୍ଭ କଲା ବିଏମ୍ସି
ଭୁବନେଶ୍ବର: ପ୍ରଥମ ଥର ପାଇଁ ବୁଲାକୁକୁର ଗଣନା ଭୁବନେଶ୍ବରରେ ଆରମ୍ଭ ହେଲା । ଗୁରୁବାର ଠାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ କୁକୁର ଘଣନା ଆରମ୍ଭ ହୋଇଛି । ଗୁରୁବାର ଭୋର ୫ଟା ରୁ ବିଏମସି ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ବିଭିନ୍ନ ୱାର୍ଡ ଏବଂ ଗଳିକନ୍ଦିରେ ବୁଲତ କୁକୁର!-->…
ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ : ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ…
ଭୁବନେଶ୍ବର: ଆରମ୍ଭ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଅଧିବେଶନର ପ୍ରଥମ କାର୍ଯ୍ୟ ଦିବସରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଚି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ଏହାପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଛନ୍ତି!-->…
ନବରଙ୍ଗପୁର ଜିଲ୍ଲା ରେ ଭୁଷୁଡୁଛି ଶିକ୍ଷା ବ୍ୟବସ୍ଥା :୨୪୫ ଛାତ୍ରୀ ପାଇଁ ୨ ଜଣ ଶିକ୍ଷୟିତ୍ରୀ…
ଶିକ୍ଷା ମନ୍ତ୍ରୀଙ୍କ ଅଞ୍ଚଳ ରେ ଶିକ୍ଷକ ମରୁଡି.. ପାଠ ପଢା ଠପ
ଉମରକୋଟ /ଝରିଗାଁ (୧୭/୦୯/୨୦୨୫) ବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ବଣୁଆଗୁଡ଼ା ପଂଚାୟତର ପଲସଗାଁ ସ୍ଥିତ ରମାଦେବୀ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଗୁରୁତର ଶିକ୍ଷକ ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ!-->!-->!-->!-->!-->…
ଭିଜିଲାନ୍ସ ଜାଲରେ ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ
ସମ୍ବଲପୁର: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ଶିକ୍ଷା ଅଧିକାରୀ। ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଦୁଷ୍ମନ୍ତ ସାହୁଙ୍କୁ ଧରିଛି ଭିଜିଲାନ୍ସ। କୌଣସି ଏକ କାର୍ଯ୍ୟ ପାଇଁ ବିଇଓ ଦୁଷ୍ମନ୍ତ ଜଣେ ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପ୍ରଥମ ପର୍ଯ୍ୟାୟରେ!-->…
ମୌସୁମୀ ଅଧିବେଶନ ପାଇଁ ବିଧାନସଭା ଜଗିବେ ୩୦ ପ୍ଲାଟୁନ୍ ଫୋର୍ସ
ଭୁବନେଶ୍ଵର : ଗୁରୁବାରଠାରୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏଥିପାଇଁ କମିଶନରେଟ୍ ପୁଲିସ୍ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବୁଧବାର ପୁଲିସ୍ କମିଶନରଙ୍କ ସହ ଡିଜି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ଗୁଇନ୍ଦା ନିର୍ଦେଶକଙ୍କ ସହ ଆଇନଶୃଙ୍ଖଳା!-->…