Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଯୌତୁକ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ
ଜଳେଶ୍ୱର : ପୁଣି ଯୌତୁକ ପାଇଁ ନବବଧୂ ହତ୍ୟା ଅଭିଯୋଗ । ବିବାହକୁ ତିନିମାସ ପୂରିନି ଯୌତୁକ ପାଇଁ ଶାଶୂଘର ଲୋକେ ନବବଧୂଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତ ନବବଧୂ ଜଣକ ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଆରୁହା ବୃତ୍ତି ଅଞ୍ଚଳର ପୂଜାରାଣୀ ଦାସ। ପୂଜାରାଣୀଙ୍କୁ ଶାଶୂ, ଶଶୁର,!-->…
ପୁଣି ବିପଦ ସଙ୍କେତ ଟପିଲା ବୈତରଣୀ ଜଳସ୍ତର
ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ପୁଣି ବିପଦ ସଙ୍କେତ ଟପିଛି। ସୋମବାର ଅପରାହ୍ନ ୪ଟା ସୁଦ୍ଧା ଆଖୁଆପଦାଠାରେ ନଦୀର ଜଳସ୍ତର ୧୮.୩୬ ମିଟର ରେକର୍ଡ ହୋଇଛି। ଏଠାରେ ବିପଦ ସଙ୍କେତ ୧୮.୩୩ ମିଟର ରହିଛି। ଫଳରେ ବିପଦ!-->…
ଓଡ଼ଗାଁ ବ୍ଲକରେ ହିତାଧିକାରୀ ମାନଙ୍କୁ ମିଳିନି ୩ମାସର ଭତ୍ତା
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ଅର୍ଦ୍ଧାଧିକ ହିତାଧିକାରୀ ମାନଙ୍କୁ ମିଳିନି ୩ମାସ ହେଲା ମିଳିନି ଭତ୍ତା ଟଙ୍କା।ଭତ୍ତା ଟଙ୍କା ନମିଳିବାରୁ କିଏ ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ ଅଫିସ, ଜମା ଖାତା ଧରି ବ୍ୟାଙ୍କକୁ ଦୌଡ଼ୁଛନ୍ତି । ମାତ୍ର ସେମାନଙ୍କୁ ବାରମ୍ବାର ନିରାଶ ହୋଇ ଫେରିବାକୁ!-->…
ସିଲକୁଟା ରିଜର୍ଭ ଫରେଷ୍ଟରେ ମାଓ ଡମ୍ପ ଠାବ, ବିପୁଳ ବିସ୍ଫୋରକ ଜବତ
ରାଉରକେଲା:ଆତ୍ମସମର୍ପଣ କରିଥିବା ନକ୍ସଲମାନେ ମାଓ ଡମ୍ପ ବିଷୟରେ ଦେଲେ ସୂଚନା। ସୁନ୍ଦରଗଡ଼ର ସିଲକୁଟା ରିଜର୍ଭ ଫରେଷ୍ଟରେ ଏକ ଗୁପ୍ତ ମାଓ ଡମ୍ପ ଥିବା ସମ୍ପର୍କରେ ଆତ୍ମସମର୍ପଣ କରିଥିବା ନକ୍ସଲମାନେ ବିସ୍ତୃତ ପଚରାଉଚରା ସମୟରେ ସୂଚନା ଦେଇଛନ୍ତି । ଡିଭିଏଫ ଏବଂ ବିଡିଡିଏସର ଏକ ମିଳିତ ଦଳ!-->…
ବାଲେଶ୍ୱରରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ବାଲେଶ୍ୱର: ବାଲେଶ୍ୱରରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା। ଜୁଲାଇ-ଅଗଷ୍ଟରେ ସର୍ବାଧିକ ୧୧୬୮.୬ ମିଲିମିଟର ବୃଷ୍ଟିପାତ। ବାଲେଶ୍ୱର ଜିଲ୍ଲାରେ ଚଳିତ ବର୍ଷ ମୌସୁମୀ ଋତୁରେ ଅଭୂତପୂର୍ବ ବୃଷ୍ଟିପାତ ରେକର୍ଡ କରାଯାଇଛି । ୨୦୦୮ରୁ ୨୦୨୬ ମଧ୍ୟରେ ଗତ ୧୯ ବର୍ଷର ଇତିହାସରେ ଜୁଲାଇ ଏବଂ!-->…
ଖୁବଶୀଘ୍ର ରାଜ୍ୟରେ ଲାଗୁ ହେବ ଡିଜିଟାଲ ପ୍ରେସକ୍ରିପସନ୍ : ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର: ଓଡ଼ିଶା ସରକାର ଖୁବ୍ ଶୀଘ୍ର ‘ଏକ ରାଷ୍ଟ୍ର, ଏକ ସ୍ୱାସ୍ଥ୍ୟ’ ପ୍ରୟାସ ଆରମ୍ଭ କରିବେ। ଆଣ୍ଟିବାୟୋଟିକ୍ସର ଅବାଧ ବ୍ୟବହାରକୁ ରୋକିବା ଏବଂ ଆଣ୍ଟିମାଇକ୍ରୋବାୟଲ୍ ପ୍ରତିରୋଧକୁ ମୁକାବିଲା କରିବା ପାଇଁ ସାରା ରାଜ୍ୟରେ ଏକ ଡିଜିଟାଲ୍ ପ୍ରେସକ୍ରିପସନ୍ ଫ୍ରେମୱାର୍କ ପ୍ରଚଳନ କରିବେ।
!-->!-->!-->…
ବିଷାକ୍ତ ଇଞ୍ଜେକସନ ନେଇ ଜୀବନ ହାରିଲେ ଲ୍ୟାବ୍ ଟେକ୍ନିସିଆନ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ରହସ୍ୟମୟ ଘଟଣା ସାମ୍ନାକୁ ଆସିଛି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ନିଜେ ଏକ ବିଷାକ୍ତ ଇଞ୍ଜେକସନ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି!-->…
ନଦୀରେ ଭାସି ଯାଇ ନାବାଳିକା ମୃତ, ଅଳ୍ପକେ ବର୍ତ୍ତିଲେ ୩ ସାଙ୍ଗ
ଭଦ୍ରକ : ଭାଲୁକୁଣୀ ଉଷା ପାଇଁ ରେବ ନଦୀରେ ଗାଧୋଇବା ଜଣେ ନାବାଳିକାଙ୍କ ପାଇଁ କାଳ ହୋଇଛି । ରେବ ନଦୀର ପ୍ରଖର ବନ୍ୟାସ୍ରୋତରେ ଭାସିଯାଇ ଏଭଳି ଦୁଃଖଦ ଘଟଣା ଘଟିଛି । ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦଇପୁର ପଞ୍ଚାୟତ ନାରାୟଣପୁର ନାଥସାହି ଗ୍ରାମର ଇପ୍ସିତା ରାଣୀ ନାଥଙ୍କ!-->…
ବଗି ଛାଡ଼ି ପଳାଇଲା ଇଞ୍ଜିନ୍; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ବଲାଙ୍ଗିର: ବଲାଙ୍ଗିର ରେଳଷ୍ଟେସନରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ପୁରୁଣାକଟକ-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସରେ ରବିବାର ଏକ ଅଘଟଣ ଘଟିଛି। ଚଳନ୍ତା ଟ୍ରେନରୁ ବଗିଗୁଡ଼ିକ ଅଲଗା ହୋଇଯାଇଥିବା ବେଳେ ଇଞ୍ଜିନ ବଗି ଛାଡ଼ି ଆଗକୁ ଚାଲିଯାଇଥିଲା। ଫଳରେ ଟ୍ରେନରେ ଯାତ୍ରା କରୁଥିବା!-->…
ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର ସହର, NH-26 ଉପରେ ଦୁଇ ଫୁଟର ପାଣି
ନବରଙ୍ଗପୁର : ଲଗାଣ ବର୍ଷାରେ ବୁଡ଼ିଲା ନବରଙ୍ଗପୁର ସହର । ସହର ମଧ୍ୟଦେଇ ଯାଇଥିବା NH-26 ଉପରେ ପ୍ରାୟ ଦୁଇ ଫୁଟର ପାଣି । ଫଳରେ ନବରଙ୍ଗପୁରରୁ ଜୟପୁର ଯାତାୟାତ ବାଧାପ୍ରାପ୍ତ ହୋଇଛି। ଏପଟେ ସହରର ବିଭିନ୍ନ ୱାର୍ଡ ଓ ଗଳିକନ୍ଦିରେ ବର୍ଷାଜଳ ନିଷ୍କାସିତ ନହୋଇ ଘରରେ ପଶିଛି!-->…