Browsing Category

ଓଡିଶା

ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ : ଅନ୍‌ଲାଇନ ପଞ୍ଜୀକରଣ ଖୁବଶୀଘ୍ର

ପୁରୀ : ରାଜ୍ୟର ପ୍ରାୟ ୨,୫୦୦ ଶ୍ରଦ୍ଧାଳୁଙ୍କୁ ଶ୍ରୀକ୍ଷେତ୍ରରେ ମାଗଣା କାର୍ତ୍ତିକ ବ୍ରତ ପାଳନର ସୁବିଧା ଯୋଗାଇ ଦେବେ ସରକାର। ଏଥିପାଇଁ ଖୁବଶୀଘ୍ର ଆରମ୍ଭ ହେବ ଅନ୍‌ଲାଇନ ପଞ୍ଜୀକରଣ ବ୍ୟବସ୍ଥା। ଜଟିଳ ରୋଗ ଓ ବୟସାଧିକ୍ୟ ଲୋକଙ୍କୁ ଏଥିପାଇଁ ସୁଯୋଗ ମିଳି ନପାରେ। ମନୋନୟନ ପୂର୍ବରୁ ଏକ

ଏବେ ସବୁ ଅଙ୍ଗନବାଡି ବନ୍ଦ କରି ସ୍କୁଲ୍‌ରେ ସାମିଲ କରିବା ସମ୍ଭବ ନୁହେଁ: ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ସ୍କୁଲ୍‌ରେ ଅଙ୍ଗନବାଡି ସାମିଲ ନେଇ ଗୁରୁବାର ସ୍କୁଲ୍‌ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଶିଶୁ ବାଟିକା ୩କୁ ସ୍କୁଲରେ ସାମିଲ କରାଯାଇଛି। ଏବେ ମଧ୍ୟ ଶିଶୁ ବାଟିକା ୧ ଓ ୨ ଅଙ୍ଗନବାଡି କେନ୍ଦ୍ରରେ ଅଛି । ବର୍ତ୍ତମାନ ସବୁ

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ବଣ୍ଟାଯିବ ୫୦ ହଜାର ଘର

ଭୁବନେଶ୍ୱର : ୫୦ ହଜାର ହିତାଧିକାରୀଙ୍କୁ ରାଜ୍ୟ ସରକାର ବାଣ୍ଟିବେ ଅନ୍ତ୍ୟୋଦୟ ଘର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ଆସନ୍ତା ୧୭ ତାରିଖରେ ଏହି ଅନ୍ତୋଦୟ ଘର ବଣ୍ଟାଯିବ । ଏନେଇ ଗୁରୁବାର ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ସୂଚନା ଦେଇଛନ୍ତି । ମନ୍ତ୍ରୀ

ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲିଲା, ତଳିଆ ଅଞ୍ଚଳର ଲୋକଙ୍କୁ ବନ୍ୟା ସତର୍କତା

କଟକ : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ, ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲାଯାଇଛି ଏବଂ ମହାନଦୀରେ ୨.୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ଆଶା କରାଯାଉଛି ।  ଏହା ଫଳରେ ହୀରାକୁଦ ଡ୍ୟାମର ତଳମୁଣ୍ଡରେ ଥିବା ନଦୀ ଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ରହିଛି ।  ଜନସାଧାରଣଙ୍କ

ଦୁର୍ଗାପୂଜା ପାଇଁ କଟକରେ ହୋଇପାରିବ ୬ ଟି ସୁ-ଉଚ୍ଚ ତୋରଣ

କଟକ : ଓଡିଶା ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ଏବେ କଟକରେ ଦୁର୍ଗାପୂଜା ପାଇଁ ହୋଇପାରିବ ସୁ-ଉଚ୍ଚ ତୋରଣ । ଅନୁମତି ଦେଲେ ଓଡିଶା ହାଇକୋର୍ଟ । କଟକ ସହରରେ ୬ ଟି ସୁଉଚ୍ଚ ତୋରଣକୁ ଅନୁମତି ଦେଇଛନ୍ତି ଓଡିଶା ହାଇକୋର୍ଟ । ଦୁଇଟି ପର୍ଯ୍ୟାୟରେ ଅନୁମତି ନେଇ ସ୍ପଷ୍ଟ କଲେ

ମାଉସୀ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କାକଟପୁର: ସୁଦୂର ବମ୍ବେରୁ ଆସିଥିଲେ ମାଉସୀ ଘରକୁ । ହେଲେ ସକାଳୁ ସକାଳୁ ମାଉସୀ ଘରୁ ମିଳିଲା ପୁତୁରାର ମୃତଦେହ । ଆଉ କ୍ଷଣକରେ ଏକଥା ଚାରିଆଡେ ପ୍ରଚାର ହୋଇଗଲା । ଯାହାପରେ ପୁଅର ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । କାରଣ ପୁଅ କୁଆଡେ ଘରେ ନ ଜଣାଇ ବମ୍ବେରୁ ସିଧା ମାଉସୀ ଘରକୁ

ଥାନା ଆଗରେ ଜୀବନ ହାରିବାକୁ ଉଦ୍ୟମ କଲେ ଯୁବକ

ବାଙ୍କୀ : ଥାନା ସାମ୍ନାରେ ଜୀବନ ହାରିବାକୁ ଉଦ୍ୟମ। ବାଙ୍କୀ ଥାନା ସାମ୍ନାରେ ବିଷ ପିଇ ଜୀବନ ହାରିବାକୁ ଯୁବକଙ୍କ ଉଦ୍ୟମ। କୁସୁନ୍ଦା ଗାଁରେ ଜମିଜମାକୁ ନେଇ ଗଣ୍ଡଗୋଳରେ କୁନି ଭୋଇ ନାମକ ମହିଳାଙ୍କୁ ମାଡ ମାରି ଗୋଡ ଭାଙ୍ଗି ଦେଇଥିଲେ। ଏନେଇ ଗତ ୨୯ ତାରିଖରେ ପ୍ରଥମେ ଆହତ ମହିଳା

ଡିଡାୟୀ ଯୁବତୀ ଚମ୍ପାଙ୍କ ଗ୍ରାମ ଅମ୍ବଳିବେଡାକୁ ଯାଇ ଶୁଭେଚ୍ଛା ଜଣାଇଲେ ଜିଲ୍ଲାପାଳ

ମାଲକାନଗିରି : ଏକ ନିଆରା ପରମ୍ପରା ସୃଷ୍ଟି କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଆଦିମ ଡିଡ଼ାୟୀ ଜନଜାତିର ପ୍ରଥମ ଡାକ୍ତର ହେବାକୁ ଯାଉଥିବା ଚମ୍ପା ରାସପେଦାଙ୍କ ଗାଁରେ ପହଂଚିଛନ୍ତି ନିଜେ ଜିଲ୍ଲାପାଳ ଓ ନିଜେ କୋରକୁଣ୍ଡା ବ୍ଳକ୍ ନାକାମାମୁଡ଼ି ଗ୍ରାମ ପଞ୍ଚାୟତ ଅମ୍ବଳିିବେଡା

ଡ୍ରେନ୍‌ ସଫା କଲେ ବିଡିଓ

ସିନାପାଲି: ‘ଆପଣ ନେଇ କରୁନ୍‌…। ଆମେ ସଫା କର୍‌ମୁଁ। ଡ୍ରେନ୍‌(ନାଳ)ରୁ ବାହାରୁନ୍‌..।’ କିଛି ମହିଳା ଜଣେ ଅଧିକାରୀଙ୍କୁ ଘେରି ଯାଇ ହାତ ଯୋଡ଼ି ବାରମ୍ବାର ନେହୁରା ହେଉଥିଲେ। ଡ୍ରେନ୍‌ ସଫା କରନ୍ତୁ ନାହିଁ ବୋଲି କହୁଥିଲେ। ତେବେ ଡ୍ରେନ୍‌ ସଫା କରି ଅଧିକାରୀ କହୁଥିଲେ, ‘ମୁଇଁ ଆସିଛି ତମ

ହରଭଙ୍ଗା ବ୍ଲକରେ ୟୁରିଆର କୃତ୍ରିମ ଅଭାବ

ହରଭଙ୍ଗା : ହରଭଙ୍ଗା ବ୍ଲକରେ ବର୍ତମାନ ୟୁରିଆ ସାରର କୃତ୍ରିମ ଅଭାବ ଦେଖାଦେଇଛି।ଚାଷୀଙ୍କ ଚାହିଦା ଅନୁସାରେ ପ୍ୟାକ୍ସଗୁଡିକରୁ ୟୁରିଆ ସାର ମିଳୁନଥିବା ଅଭିଯୋଗ ହେଉଛି । ସାରର କୃତ୍ରିମ ଅଭାବ ପଛରେ କଳାବଜାରୀକୁ ଦାୟୀ କରାଯାଉଛି । ସାରର ଏଭଳି କୃତ୍ରିମ ଅଭାବକୁ ଦୃଷ୍ଟିରେ ରଖି ମଙ୍ଗଳବାର