Browsing Category

ଓଡିଶା

ଚଳଚଞ୍ଚଳ ରଥଖଳା, ଉଠିଲା ତିନି ରଥର ଚାରିନାହାକା

ପୁରୀ : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ଉଠିଲା ତିନି ରଥର ଚାରିନାହାକା । ସ୍ନାନଯାତ୍ରାରେ ଉଠିବାକୁ ଥିବା ଚାରି ନାହାକା ଆଜି ଉଠାଯାଇଛି । ଭୋଇ ସେବକମାନେ ତୃତୀୟ ନମ୍ବର ହରିବୋଲ ପକାଇଛନ୍ତି । ସେପଟେ ତିନି ରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ଵରେ ଗୋଟିଏ ଗୋଟିଏ ପୋଲ

ରାଜ୍ୟରେ ୨-୩ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ଆଗାମୀ ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଖରା ଅନୁଭୂତ ହେବାକୁ ଥିବା ବେଳେ ଆଉ କିଛି ଅଞ୍ଚଳରେ ବର୍ଷା, ବଜ୍ରପାତ ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଏନେଇ ହଳଦିଆ ସତର୍କତା ଜାରି କରିଛି। ଆଗାମୀ ୩ ଦିନ

ପିଏମ୍ ଆବାସ ଘର ପାଇଁ ମିଳିବ ମାଗଣା ବାଲି, ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି ପାଇଁ ଆଉ ଚିନ୍ତା ନାହିଁ । କାରଣ ଘର ତିଆରି ପାଇଁ ଏବେ ବାଲି ଦେବେ ରାଜ୍ୟ ସରକାର । ଗରିବଙ୍କ ଘର ତିଆରି ସ୍ୱପ୍ନକୁ ସାକାର କରିବା ପାଇଁ ୨ଟ୍ରାକ୍ଟର ବାଲି ଦେବେ ରାଜ୍ୟ ସରକାର । ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା

ଛତିଶଗଡ଼ରୁ ଛତ୍ରଭଙ୍ଗ ଦେଇଥିବା ମାଓବାଦୀ ଓଡ଼ିଶା ମୁହାଁ, ହାଇଆଲର୍ଟରେ ସୁରକ୍ଷାବାହିନୀ

ସମ୍ବଲପୁର: ଛତିଶଗଡ଼ରୁ ଛତ୍ରଭଙ୍ଗ ଦେଇଥିବା ମାଓବାଦୀ ଓଡ଼ିଶା ମୁହାଁ। ଦେଶରୁ ନକ୍ସଲବାଦ ମୂଳପୋଛ କରିବାକୁ ଚାଲିଛି ଜୋରଦାର୍ ଅପରେସନ୍। ଜଙ୍ଗଲରେ ଖୋଜି ଖୋଜି ନକ୍ସଲଙ୍କୁ ନିପାତ କରୁଛନ୍ତି ସୁରକ୍ଷାକର୍ମୀ। ଘଞ୍ଚ ଜଙ୍ଗଲରେ ବି ଆଉ ସୁରକ୍ଷିତ ନାହାଁନ୍ତି ମାଓବାଦୀ। ଅସ୍ତିତ୍ଵ ବଞ୍ଚାଇବାକୁ

ଫୁଲବାଣୀରେ ୧୦୦ ସିଟ ବିଶିଷ୍ଟ ମେଡିକାଲ କଲେଜ ହସ୍ପିଟାଲର ଶୁଭ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲା ପାଇଁ ୭୫୦…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କନ୍ଧମାଳ ଜିଲ୍ଲା ଗସ୍ତ କରି ଫୁଲବାଣୀ ଠାରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଓ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍‍ଘାଟନ କରିବା ସହିତ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୭୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ

କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା: ତଦନ୍ତରୁ କେହି ବର୍ତ୍ତିବେ ନାହିଁ କହିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା। ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜି ଖୋଜି ଦଣ୍ଡ ଦିଆଯିବ। ପାତାଳରେ ଥିଲେ ବି ଅପରାଧିଙ୍କୁ ଧରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

ଅନିୟମିତ କାର୍ଯ୍ୟ କରି ନିଲମ୍ୱିତ ହେଲେ ୫ ଜଣ କନେଷ୍ଟବଳ

ବାଲେଶ୍ୱର: ଅନିୟମିତ କାର୍ଯ୍ୟ କରି ନିଲମ୍ୱିତ ହେଲେ ୫ ଜଣ କନେଷ୍ଟବଳ । ବାଲେଶ୍ୱର ଏସପି ନିୟମ ଭାଙ୍ଗିଥିବା କନଷ୍ଟେବଳଙ୍କ ବିରୋଧରେ ଆକ୍ସନ ନେଇଛନ୍ତି । ନିଲମ୍ୱିତ ୫ କନଷ୍ଟେବଳ ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ । ଜିଲ୍ଲାପାଳଙ୍କ ଆବାସିକ

୭ଟି ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି, ଏକ ବର୍ଷ ମଧ୍ୟରେ ନିଯୁକ୍ତି ମେଳା ମାଧ୍ୟମରେ ୨୭,୪୨୮ଟି ସରକାରୀ ପଦବୀ ପୂରଣ

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପଦେଶ-ବାପା ମାଆଙ୍କ ଆଶୀର୍ବାଦରେ ଆପଣ ମାନେ ଚାକିରୀ ପାଇଛନ୍ତି, ତାଙ୍କ ସେବା ସବୁବେଳେ କରୁଥିବେ, ପରିବାର ଲୋକଙ୍କ ମନରେ କେବେହେଲେ କଷ୍ଟ ଦେବେନାହିଁ ଗରିବ ଲୋକମାନେ ବହୁ କଷ୍ଟରେ ଅଛନ୍ତି, ସେମାନଙ୍କୁ ଠିକ୍ ସମୟରେ ନ୍ୟାୟ ଦେବାପାଇଁ କେବେ

ସୁନ୍ଦରଗଡ଼ ବିସ୍ଫୋରକ ଲୁଟ୍ ମାମଲା: ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗର ନୋଟିସ୍‌

ସୁନ୍ଦରଗଡ଼: ମାଓବାଦୀ ବିସ୍ଫୋରକ ଲୁଟ୍ ଘଟଣାରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ମାଲିକଙ୍କୁ ଖଣି ବିଭାଗ ପକ୍ଷରୁ ଜାରି ହେଲା ନୋଟିସ। ପଥର ଖଣି ମାଲିକ ନିରଜ ପାଣ୍ଡେଙ୍କୁ ଦୁଇ ଦିନ ଭିତର ହାଜର ହେବା ପାଇଁ ନୋଟିସ୍‌ରେ ଉଲ୍ଲେଖ ରହିଛି । ବାଙ୍କୋ ଖଣିକୁ ନୋଟିସ୍‌

ଆର୍‌ଆଇଇରେ ନାମଲେଖା ଆବେଦନ ଆରମ୍ଭ, ୨୯ରେ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଶିକ୍ଷକ ଶିକ୍ଷାରେ କ୍ୟାରିଅର କରିବାକୁ ଚାହାଁନ୍ତି କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ)ରେ ଶିକ୍ଷକ ଶିକ୍ଷା ନାମଲେଖା ଆବେଦନ ଆରମ୍ଭ ହୋଇଛି। ୧୭ ତାରିଖ ପର୍ଯ୍ୟନ୍ତ ଆବେଦନ ସୁଯୋଗ ମିଳିବ। ୨୯ ତାରିଖରେ ପ୍ରବେଶିକା ପରୀକ୍ଷା