Browsing Category

ଓଡିଶା

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ୩ ସହଯୋଗୀଙ୍କ ନାଁରେ ବଡ଼ ଅଭିଯୋଗ ଆଣିଲେ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬।୧୧: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ନିର୍ଦ୍ଦେଶକ ଜିତୁ ରାଉତ। ହ୍ୟୁମାନଙ୍କ ୩ ସହଯୋଗୀଙ୍କ ନାଁରେ ନିର୍ଦ୍ଦେଶକ ଜିତୁ ରାଉତ ଅଭିଯୋଗ ଆଣିଛନ୍ତି। ୩ ସହଯୋଗୀଙ୍କ ଭୂମିକାକୁ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।ହ୍ୟୁମାନଙ୍କ ଆର୍ଥିକ…

ଜି. ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର

ଜି. ଉଦୟଗିରି : ରାଜ୍ୟର ଶୀତଳ ସହର ଜି. ଉଦୟଗିରିରେ ବୁଧୁବାର  ମଧ୍ୟ ସବୁଠାରୁ କମ ତାପମାତ୍ରା ରହିଛି। ବୁଧୁବାର ଜି ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୮. ୬ ଡିଗ୍ରୀ ରହିଛି। ଏହା ରାଜ୍ୟର ସବୁଠାରୁ କମ ତାପମାତ୍ରା। ଶୀତ ସାଙ୍ଗକୁ ପ୍ରବଳ ଘନ କୁହୁଡି ଓ କୋହଲା ପବନ ଯୋଗୁ ଲୋକମାନେ…

ଗୁରୁବାରରେ ରାଜଧାନୀର ଏହି ରାସ୍ତାରେ କଟକଣା

ଭୁବନେଶ୍ୱର : ଆସନ୍ତା ୨୭ ତାରିଖରେ ମହାମହିମ ରାଷ୍ଟପତି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଓଡ଼ିଶା ବିଧାନସଭାରେ ଶୀତକାଳୀନ ଅଧିବେଶନକୁ ରାଷ୍ଟପତି ଦ୍ରୌପଦୀ ମୁର୍ମୁ ସମ୍ବୋଧିତ କରିବେ। ରାଷ୍ଟପତି ଗସ୍ତକୁ ଆଖି ଆଗରେ ରଖି ଭୁବନେଶ୍ବର କମିଶେନରରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ…

ଆରପାରିରେ ଆମେରିକାର ବୟୋଜ୍ୟେଷ୍ଠ କଇଁଛ ଗ୍ରେମା

ୱାଶିଂଟନ: ଆରପାରିରେ ଆମେରିକାର ସନ ଡିଏଗୋ ଚିଡିଆଖାନାର ବୟୋଜ୍ୟେଷ୍ଠ ଗ୍ୟାଲାପାଗୋସ ପ୍ରଜାତିର କଇଁଛ ଗ୍ରେମା । ମୃତ୍ୟୁ ବେଳକୁ କଇଁଛର ବୟସ ୧୪୧ ବର୍ଷ ହୋଇଥିଲା । ଏହି ଶାନ୍ତ , ସରଳ କଇଁଛଟି ଚିଡିଆଖାନାକୁ କେବେ ଆସିଥିଲା , ତାହା ସଠିକ୍ ଭାବେ ଜଣାପଡିନି। ତଥାପି ୧୯୨୮ କିମ୍ବା ୧୯୩୧ରେ ଏହା…

ଗୋଟିଏ ଜୁଇରେ ଜେଜେମା-ନାତି

ବଲାଙ୍ଗୀର : ନାତିର ମୃତ୍ୟୁ ଖବର ଶୁଣି ଜେଜେମା’ଙ୍କ ମୃତ୍ୟୁ। ଏକାସଙ୍ଗେ ଜଳିଲା ଦୁଇ ଜଣଙ୍କ ଚିତା। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସଦର ଥାନା ଆର.ଆର. କଲୋନୀରେ । ମିଳିଥିବା ସୂଚନା ଅନୁଯାୟୀ ସୋମବାର ସନ୍ଧ୍ୟାରେ ସୁଧୀର ଖୁୱାସଙ୍କ ୧୭ ବର୍ଷର ପୁଅ ସୁମନ ଖୁୱାସଙ୍କ ପେଟ ବ୍ୟଥା…

ଏସ୍‌ଆଇ ପରୀକ୍ଷା ଅନିୟମିତତା ମାମଲା: ଅଭିଯୁକ୍ତ ଝାରପଡା ସ୍ଥାନାନ୍ତର

ବ୍ରହ୍ମପୁର: ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ୧୨ ଅଭିଯୁକ୍ତ ଭୁବନେଶ୍ବରସ୍ଥିତ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର ହୋଇଛନ୍ତି ା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମାମଲା ହସ୍ତାନ୍ତର ଓ…

ସପ୍ତାହେ ପର୍ଯ୍ୟନ୍ତ ନାହିଁ ବର୍ଷା : ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା

ଭୁବନେଶ୍ୱର: ଇତିମଧ୍ୟରେ ଅବପାତର ରୂପ ନେଇସାରିଛି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଥିବା ଲଘୁଚାପ। ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ। ତେବେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ରହିବ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ…

ଆମେରିକାରୁ ଫେରିଲେ, ଧରାପଡିଲା ସତ

ଭୁବନେଶ୍ଵର: ପୂଜା ଓରଫ ସେଜଲ ଙ୍କ ଆମେରିକା ନିର୍ଯାତନା ଘଟଣାର ନୂଆ ମୋଡ଼ ନେଇଛି । ପ୍ରେମିକ ଅମର ପାଇଁ ଆମେରିକାରୁ ଫେରିବା ପରେ ସତ କହିଛନ୍ତି ପୂଜା। ପ୍ରେମ ପାଇଁ ଆମେରିକାରେ ମିଛ ନିର୍ଯାତନାର କାହାଣୀ କହିଥିଲି। ନିର୍ଯାତନାର କାହାଣୀ ମିଛ , ମୋ ପାଳିତ ମା ବହୁତ ଭଲ। ୨୦୨୪ ମସିହାରେ…

ଭୁବନେଶ୍ଵରରେ ଶୁଭାଂଶୁ ଶୁକ୍ଳା

ଭୁବନେଶ୍ଵର : ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଓଡିଶା ଆସି ଶୁଭାଂଶୁ କହିଛନ୍ତି ମୁଁ ଓଡିଶା ଗସ୍ତରେ ଆସି ବହୁତ୍ ଖୁସି। ପୂର୍ବରୁ ମଧ୍ୟ ମୁଁ ଓଡିଶା ଆସିଥିଲି। ଓଡିଶାର ପିଲାମାନେ ପାଠ ପଢି ମହାକାଶ…

କୋଇଲା ମନ୍ତ୍ରଣାଳୟର ସ୍ପଷ୍ଟୀକରଣ ପରେ ବି ଓପିସିଏଲ୍ ଓ ଓପିଜିସି ମିଶ୍ରଣ ଯୋଜନା ଆଗକୁ ବଢ଼ିବ

ଭୁବନେଶ୍ୱର: ଓଡ଼ିଶା କୋଲ୍ ଆଣ୍ଡ ପାୱାର ଲିମିଟେଡ୍ (OCPL)କୁ ଓଡ଼ିଶା ପାୱାର ଜେନେରେସନ୍ କର୍ପୋରେସନ୍ (OPGC) ସହିତ ମିଶ୍ରଣ ପ୍ରସ୍ତାବ ଅନୁମତିପ୍ରାପ୍ତ ନୁହେଁ ବୋଲି କୋଇଲା ମନ୍ତ୍ରଣାଳୟ ସ୍ପଷ୍ଟ କରିବାର ଗୋଟିଏ ଦିନ ପରେ ଓଡ଼ିଶା ସରକାର କହିଛନ୍ତି ଯେ ନେଇ ମନ୍ତ୍ରଣାଳୟ ସହିତ ଆଲୋଚନା…