Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ବାନ
ଭୁବନେଶ୍ବର : ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ବାନ ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେ କୌଣସି ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତା କିମ୍ବା ସମକକ୍ଷ ପଦବୀରେ ୧୦ ବର୍ଷ କାର୍ଯ୍ୟ କରଥିବା!-->…
ଚାଲାଣ ପାଇଁ ରଖାଯାଇଥିବା ୨୮୦ ବାଛୁରୀ ଉଦ୍ଧାର, ଗୋଶାଳାକୁ ସୁରକ୍ଷିତ ସ୍ଥାନାନ୍ତର
ବାରିପଦା : ମୟୂରଭଞ୍ଜ ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଆତର୍କିତ ଚଢ଼ଉ କରି ପୁଲିସ ୨୮୦ରୁ ଊର୍ଦ୍ଧ୍ବ ବାଛୁରୀ ଉଦ୍ଧାର କରିଛି। ପୁଲିସ ଟିମ୍ ବୁଧବାର ଭୋର ସକାଳୁ ଅତର୍କିତ ଚଢ଼ାଉ କରି ବାଲେଶ୍ୱର-ମୟୂରଭଞ୍ଜ ଜିଲ୍ଲା ସୀମାବର୍ତ୍ତୀ ଦାହିବାଡ଼ି ଓ!-->…
ନିମାପଡ଼ା ହେବ ସରସ, ସୁନ୍ଦର ଏବଂ ଉତ୍କର୍ଷ ବିଧାନସଭାକ୍ଷେତ୍ର: ରାଜ୍ୟପାଳ
ନିମାପଡା : ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ୨ଦିନଆ ଉତ୍କର୍ଷ ନିମାପଡ଼ା-୨୦୨୫ ସମ୍ମିଳନୀକୁ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଉଦ୍ଘାଟନ କରିଛନ୍ତି। ଏହି ସମାରୋହରେ ରାଜ୍ୟପାଳ ପ୍ରଥମେ ଉତ୍କର୍ଷ ନିମାପଡ଼ା' ସମ୍ମିଳନୀର ଶୁଭାରମ୍ଭ ଅବସରରେ ପି ଏମ ଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟ!-->…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ଏଏସଆଇ
ବ୍ରହ୍ମପୁର: ଗିରଫ ଭୟ ଦେଖାଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ମହିଳା ପୁଲିସ ଅଧିକାରୀ। ସେ ହେଉଛନ୍ତି ବ୍ରହ୍ମପୁର ମହିଳା ଥାନାର ଏଏସ୍ଆଇ ବବିତା ସୁନା। ଏଏସ୍ଆଇ ବବିତା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। କେସ୍!-->…
ସ୍ଵଚ୍ଛ ଓ ଉତ୍ତମ ସରକାରର ଦର୍ପଣ ହେଉଛି ରାଜସ୍ୱ ବିଭାଗ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ। ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ। ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ ବୋଲି ମୁଖ୍ୟମନ୍ତ୍ରୀ!-->…
ମାର୍ଚ୍ଚ ୨୦୨୭ରୁ ଜନଗଣନା: ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ପ୍ରସ୍ତୁତି
ନୂଆଦିଲ୍ଲୀ: ଦେଶରେ ୧ ମାର୍ଚ୍ଚ ୨୦୨୭ରୁ ଜାତି ଜନଗଣନା କରାଯିବ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ଯୋଜନା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏହି ଦିଗରେ!-->…
ଆରସିବିର ବିଜୟ ଶୋଭାଯାତ୍ରା ଫିକା ପଡ଼ିଲା: ଦଳାଚକଟାରେ ୭ ମୃତ, ୨୦ରୁ ଅଧିକ ଆହତ
ବେଙ୍ଗାଲୁରୁ: ଆରସିବି ଦଳ ଆଇପିଏଲ ୨୦୨୫ କପ୍ ଜିତିଛି ଏବଂ ଏହା ପରେ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ସମଗ୍ର ଦଳକୁ ସମ୍ମାନିତ କରାଯାଉଛି। କିନ୍ତୁ, ଏହି ସମ୍ମାନ ସମୟରେ ଏପରି କିଛି ଘଟିଛି, ଯାହା କେହି ଆଶା କରି ନଥିଲେ।ଚିନ୍ନାସ୍ୱାମୀ ଷ୍ଟାଡିୟମ ନିକଟରେ ଦଳାଚକଟା ହୋଇଛି। ଏଥିରେ!-->…
ଜୁନ୍ ୬ରୁ ଆରମ୍ଭ ହେବ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ‘
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଆସନ୍ତା ୬ତାରିଖରୁ ୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’ର (ବିଏଫ୍ଏଫ୍) ଦ୍ୱିତୀୟ ସଂସ୍କରଣ। ଚାରିଦିନ ବ୍ୟାପି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଆ ସହିତ ୯ଟି ଭାଷାର କ୍ଲାସିକ୍ ଚଳଚ୍ଚିତ୍ର!-->…
ସରଣ୍ଡା ଅପରେସନ୍ ଟିମ୍ କୁ ବଡ଼ ସଫଳତା: ଆଜି ପୁଣି ଜବତ ହେଲା ୭୦୦ କେଜି ଲୁଟ୍ ବିସ୍ଫୋରକ
କୋଇଡା: ଗତ ମଙ୍ଗଳବାର ୨୭ ତାରିଖ ସକାଳ ୯ ଘଟିକାରେ ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ୫ ହଜାର କିଲୋ ବିସ୍ଫୋରକ ଲୁଟ୍ ଘଟଣାକୁ ସପ୍ତାହେ ବିତିଗଲା। ଲୁଟ୍ ଘଟଣା ପାଇଁ ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ସମେତ ସାରା ଦେଶରେ ହାଇଆଲର୍ଟ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାର!-->…
୬ ତାରିଖରେ ୮୨୬ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୮୨୬ ପିଜିଟି ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଖାଲି ପଡ଼ିଥିବା ଶିକ୍ଷକ ପଦବୀ ପୂରଣ ପାଇଁ ସରକାର!-->…