Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଦଶମ ଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ
ରାଜନଗର : ରାଜନଗରରେ ଚାଞ୍ଚଲ୍ୟ । ସକାଳୁ ସକାଳୁ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । କେନ୍ଦ୍ରାପଡ଼ା ରାଜନଗରରେ ଦଶମ ଶ୍ରେଣୀ ନାବାଳିକା ଛାତ୍ରୀକୁ ଟେକିନେଇ ଗଣଦୁଷ୍କର୍ମ । ରାକ୍ଷୀ ପୂର୍ଣ୍ଣିମାରେ ଏହି ଗଣଦୁଷ୍କର୍ମ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ସମ୍ପର୍କୀୟ!-->…
ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ, ତଦନ୍ତ ଜାରି
କରଞ୍ଜିଆ : ମଦ୍ୟପ ସ୍ୱାମୀର ଉନ୍ମତ କାଣ୍ଡ । ସ୍ତ୍ରୀକୁ ପ୍ଲାଷ୍ଟିକ ପାଇପ ଓ ଲୁହା ରଡ଼ ସାହାଯ୍ୟରେ ପିଟି ପିଟି ହତ୍ୟା କରିବା ପରେ ରାତି ସାରା ସ୍ତ୍ରୀ ସହ ଶୋଇ ରହିଲା ମଦ୍ୟପ ସ୍ୱାମୀ । ଏଭଳି ଏକ ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା!-->…
କାଠଯୋଡ଼ିରେ ବୁଡ଼ିଗଲେ ଦୁଇ ଭାଇ
କଟକ : କାଠଯୋଡ଼ିରେ ବୁଡ଼ି ଦୁଇ ମୃତ । ଅପରାହ୍ଣରେ ୬ ଜଣ ସାଙ୍ଗ ଏକାଠି କାଠଯୋଡ଼ିକୁ ଯାଇଥିବା ବେଳେ ଘଟିଛି ଅଘଟଣ । ନଦୀ ଭିତରକୁ ପ୍ରାୟ ଦୁଇଶହରୁ ତିନିଶହ ମିଟର ଭିତରକୁ ଯାଇଥିବା ବେଳେ ଚୋରାବାଲିରେ ଫସି ପାଣିରେ ବୁଡ଼ିଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଖବର!-->…
ଟ୍ରାଫିକ ବାବୁ ମାନଙ୍କ ପାଇଁ ହିଁ ବଢୁଛି ବ୍ରହ୍ମପୁର ରେ ଟ୍ରାଫିକ ସମସ୍ୟା…
ଉଠା ଦୋକାନୀ ଓ ଜବରଦଖଲ କାରୀ ପୋଲିସ ଓ ବି. ଏମ. ସି ର ଗେଲ୍ହା ପୁଅ...!
ଡାକ୍ତର ମାନଙ୍କ ଜବର ଦଖଲ ରେ କୋର୍ଟ ପେଟା ଛକ ଠାରୁ ଗୋକୋନେଶ୍ୱର ମନ୍ଦିର ରାସ୍ତା...
ଡ୍ୟୁଟି ସମୟରେ ମଉଜ ମଜଲିସ ସହ ମୋବାଇଲ ରେ ବ୍ୟସ୍ତ ଟ୍ରାଫିକ ପୋଲିସ …..!ବ୍ରହ୍ମପୁର: ଦକ୍ଷିଣ ଓଡିଶାର ସିଲ୍ଲକ୍!-->!-->!-->!-->!-->!-->!-->…
ପରୀକ୍ଷାର୍ଥୀଙ୍କ ପାଇଁ ସିବିଏସ୍ଇର ନୂଆ ନିୟମ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
ଭୁବନେଶ୍ୱର: ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ କରାଯିବ ପରିବର୍ତ୍ତନ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ପରିଚାଳିତ ସ୍କୁଲରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ ବହି ଦେଖି ପିଲାମାନେ ଦେବେ ପରୀକ୍ଷା । ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ ପାଇଲଟ୍!-->…
ବନ୍ୟା ପାଣିରେ ଭାସି ଆସି କେନାଲରେ ଘୁରି ବୁଲୁଛି ୨୦ ଫୁଟର କୁମ୍ଭୀର
କେନ୍ଦ୍ରାପଡ଼ା: ୨୦ ଫୁଟ ଲମ୍ବର କୁମ୍ଭୀର ଏବେ ଲୋକଙ୍କୁ ଘାଇଲା କଲାଣି । ଯାହାକୁ ଦେଖୁଛି ତାକୁ ଗୋଡ଼ଉଛି । ପାଟି କୁ ଆଁ କରି ରହିଛି । ଯେମିତି ଶିକାର ଆଶାରେ ରହିଛି । ବନ୍ୟା ପାଣିରେ ଭାସି ଆସି କେନାଲରେ ଘୁରି ବୁଲୁଛି । ଦେଖିଲେ ଭୟଭୀତ ହୋଇ ଯାଉଛନ୍ତି ସ୍ଥାନୀୟ ବାସିନ୍ଦା । ହଁ!-->…
ପ୍ରେମ ପାଇଁ ବଳଦ ଦଣ୍ଡ, ଦମ୍ପତିଙ୍କୁ ଗାଁ ଦାଣ୍ଡରେ ହଳ ବୁଲାଇଲେ ଗ୍ରାମବାସୀ
କୋରାପୁଟ : ପୁଣି ମଣିଷଙ୍କୁ ବଳଦ ଦଣ୍ଡ। ସଂପର୍କରେ ବିବାହ ଯୋଗୁଁ ଦଣ୍ଡିତ କଲେ ଗାଁ ଲୋକ। ପ୍ରେମ ପାଇଁ ବଳଦ ଦଣ୍ଡର ଏହି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ବନ୍ଧୁଗାଁ ବ୍ଳକ ଚିଡ଼ି ୱାଲସା ଗାଁରେ । ସଂପର୍କୀୟ ଭାଇ ଭଉଣୀ ବାହା ହେବାରୁ କଙ୍ଗାରୁ କୋର୍ଟରେ ଦଣ୍ଡ ଦେଇଛନ୍ତି ଗାଁ!-->…
ଆଉ ଜଣେ ନାବାଳିକାଙ୍କ ଆତ୍ମାହୁତି
ବରଗଡ଼ : ଆଉ ଜଣେ ନାବାଳିକାଙ୍କ ଆତ୍ମାହୁତି। ପେଟ୍ରୋଲ ଢାଳି ନିଜକୁ ଜାଳିଦେଲେ ନାବାଳିକା । ଫୁଟବଲ ପଡ଼ିଆରୁ ଅର୍ଦ୍ଧଦଗ୍ଧ ନାବାଳିକା ଠାବ। ବରଗଡ଼ ଗାଏସିଲଟ ଥାନା ଫିରିଙ୍ଗିମାଲ ଗାଁରେ ଚାଞ୍ଚଲ୍ୟ। ଗୁରୁତର ଅବସ୍ଥାରେ ଫୁଟବଲ୍ ପଡ଼ିଆରୁ ଛାତ୍ରୀ ଉଦ୍ଧାର କରାଯାଇଥଲା|
!-->!-->!-->…
ଚିଲିକା ମଝିରେ ଅଟକିଲା ଲଞ୍ଚ: ଯାତ୍ରୀ ହଟହଟା
କୃଷ୍ଣପ୍ରସାଦ:ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଠାରୁ ପୁରୀଜିଲ୍ଲା କୃଷ୍ଣପ୍ରସାଦ କୁ ଯାତ୍ରୀ ନେଇ ଆସୁଥିବା ଲଞ୍ଚ ଚିଲିକା ମଝିରେ ଦୀର୍ଘ ସମୟ ଅଟକିଥିବା ଜଣାପଡ଼ିଛି। ଖବର ନେବାରେ ଜଣାପଡ଼ିଛି ଯେ ଆବଶ୍ୟକତା ଠାରୁ ଲଞ୍ଚ ରେ ବହୁ ଯାତ୍ରୀ ଆସିଥିଲେ। ଲଞ୍ଚ ର ଉପର ଭିତର ଲୋକାରଣ୍ୟ ହୋଇଥିଲା।!-->…
ସ୍କୁଲରେ ଅଘଟଣ, ଲୁହା ପଡି ଛାତ୍ରଙ୍କ ମୃତ…
ସମ୍ବଲପୁର : ବୁଢାରାଜା ୟୁପି ସ୍କୁଲରେ ଅଘଟଣ l ଷଷ୍ଠ ଶ୍ରେଣୀର ଜଣେ ଛାତ୍ରଙ୍କ ଉପରେ ଲୁହା ପଡିବାରୁ ତାଙ୍କର ମୃତ୍ୟୁ ଘଟିଛି l ରେଳ ବିଭାଗର ଏକ ବଡ଼ ଲୁହା ଖଣ୍ଡ ପଡିଯିବାରୁ ଛାତ୍ରଙ୍କର ମୃତ୍ୟୁ ହୋଇଛି l ମୃତ ଛାତ୍ର ଜଣକ ହେଉଛନ୍ତି ଦିପୁ ୟାଦବ l
!-->!-->!-->…