Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଅନଲାଇନ ପ୍ରେମର ଭୟଙ୍କର ପରିଣତି, ପ୍ରେମିକାର ବେକ କାଟିଦେଲା ପ୍ରମିକ
ପାରାଦୀପ : ଅନଲାଇନ ପ୍ରେମର ଏକ କରୁଣ ଦୃଶ୍ୟକୁ ନେଇ ଏରସମା ବ୍ଲକ୍ ବଳେଇପୁର ପଞ୍ଚାୟତ ନିକଟ ତାନ୍ତେଇ ଅଞ୍ଚଳରେ ଚାଞ୍ଚଲ୍ୟ । ଜଣେ ଯୁବତୀଙ୍କ ବେକ କାଟିଦେଲା ଯୁବକ । ମୋବାଇଲରୁ ଉଭୟଙ୍କ ମଧ୍ୟରେ ଗଢିଉଠିଥିଲା ପ୍ରେମ ସମ୍ପର୍କ । ଆଜି ଯୁବକ ଜଣଙ୍କ ଯୁବତୀଙ୍କୁ ଭେଟିବାକୁ!-->…
ଅନଲାଇନରେ ବିକ୍ରି ହେବ ନି ମହାପ୍ରସାଦ, ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ପ୍ରସ୍ତାବକୁ ଅଗ୍ରାହ୍ୟ କେଲ
ଭୁବନେଶ୍ୱର : ଅନଲାଇନରେ ବିକ୍ରି ହେବ ନାହିଁ ମହାପ୍ରସାଦ । ବିଭିନ୍ନ ସଂସ୍ଥା ଦେଇଥିବା ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ଭାରତର ଅନ୍ୟ ମନ୍ଦିର ତୁଳନାରେ ମହାପ୍ରଭୁଙ୍କ ମହାପ୍ରସାଦର ପବିତ୍ରତା ଓ ମାନ୍ୟତା ସଂପୂର୍ଣ୍ଣ ଅଲଗା । କିଛି ଦିନ ତଳେ କିଛି!-->…
ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ: ନ୍ୟାୟ ଦାବିରେ ବିଜେଡିର ରାସ୍ତାରୋକ, ସରକାରଙ୍କୁ ତୀବ୍ର ସମାଲୋଚନା
ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ଜଣେ ବିଏସ୍ସି ନର୍ସିଂ ଛାତ୍ରୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ରାଜନୈତିକ ପରିବେଶ ଉଷ୍ମ ହୋଇଛି। ଏହି ଘଟଣାରେ ନ୍ୟାୟ ଦାବି କରି ଆଜି ବିରୋଧୀ ଦଳ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ରାଇଘର ମୁଖ୍ୟ ବଜାର ଘାଟରେ ରାସ୍ତାରୋକ କରାଯାଇ!-->!-->!-->…
ଖୁବଶୀଘ୍ର କଟକରେ ହେବ ବିମାନବନ୍ଦର !
କଟକ: କଟକବାସୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର କଟକରେ ହେବ ବିମାନବନ୍ଦର। ସିଲଭର ସିଟିରେ ଖୁବ୍ ଶୀଘ୍ର ନିଜସ୍ୱ ଏକ ବିମାନବନ୍ଦର ତିଆରି ହୋଇପାରେ ବୋଲି କହିଛନ୍ତି କଟକର ସାଂସଦ ଭତୃହରି ମହତାବ। ସେ ଏକ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଏହି ସୂଚନା ଦେଇଛନ୍ତି।
ଖବର ଅନୁସାରେ ସାଂସଦ!-->!-->!-->…
ଶୋଭନା ମହାନ୍ତି ହେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା
ଭୁବନେଶ୍ୱର: ଦାୟିତ୍ବ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଆତ୍ମାହୁତି ପ୍ରସଙ୍ଗରେ ଦେଲେ ନିଜର ପ୍ରତିକ୍ରିୟା। ଆତ୍ମାହୁତି ପ୍ରସଙ୍ଗକୁ ନେଇ ସେ କହିଛନ୍ତି କେହି ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି, ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର।!-->…
୧୨ନକଲି ଗୁମାସ୍ତା ଗିରଫ; ଦର୍ଶନ କରାଇବା ଆଳରେ ଲୁଟୁ ଥିଲେ ଟଙ୍କା
ପୁରୀ: ପୋଲିସ ହାତରେ ବନ୍ଧା ହେଲେ ନକଲି ଗୁମାସ୍ତା। ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଏନଏସ୍ ଧାରା ୧୧୧ ଅନୁଯାୟୀ ଏହି ନକଲି ଗୁମାସ୍ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ!-->…
ମିଠା ହେବ ସମୁଦ୍ର ପାଣି, ପାଣି ସମସ୍ୟା ଦୂର କରିବ ଡିସାଲିନେସନ୍ ପ୍ରକ୍ରିୟା
ବ୍ରହ୍ମପୁର: ଏଣିକି ସମୁଦ୍ର ପାଣି ବି ହୋଇପାରିବ ବ୍ୟବହାରଯୋଗ୍ୟ । ଦୂର ହେବ ସମୁଦ୍ର ଉପକୂଳବର୍ତ୍ତୀଙ୍କ ପାଣି ସମସ୍ୟା । ଏଥିପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲାଯାଇଛି ଡିସାଲିନେସନ ପ୍ଲାଣ୍ଟ ଅର୍ଥାତ୍ ଲୁଣିଆ ପାଣିରୁ ଲୁଣ କିମ୍ବା ଅଲଗା ମିନେରାଲ୍ସକୁ ଅଲଗା କରିବା ପ୍ରକ୍ରିୟା!-->…
୫ ଜେଲ୍ରେ ଉଡ଼ିବ ଡ୍ରୋନ୍, କଡ଼ା ନଜରରେ ରହିବେ କଏଦୀ
କଟକ: ଏଣିକି କଡ଼ା ନଜରରେ ରହିବେ କଏଦୀ। ରାଜ୍ୟର ବିଭିନ୍ନ ଜେଲ୍ର କଏଦୀଙ୍କ ବିଶୃଙ୍ଖଳିତ ଆଚରଣ ଏବେ ଜେଲ୍ ବିଭାଗ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଜେଲ ଉପରେ ଡ୍ରୋନ୍ ଉଡାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜେଲ୍ ପାଚେରି ଦେଇ ନିଶା ସାମଗ୍ରୀ ଜେଲ୍ ଭିତରକୁ ଆସୁଛି।!-->…
ଇଂ. ହରିହର ତ୍ରିପାଠୀଙ୍କ ପୁସ୍ତକ ‘ମୁଁ ଆସୁଛି ତୁମ ପାଖକୁ’ ଲୋକାର୍ପିତ
ଭୁବନେଶ୍ୱର: "ମତେ ନିଜ ଭିତରେ ଅନୁଭବ କର। ନିଜର ପରିବେଶକୁ ମନ୍ଦିର କରିଦିଅ | ପ୍ରକୃତିର ସୁରକ୍ଷା ଭିତରେ ମୋର ଉପାସନା କର | ଦୁଃଖି-ଭୋକିର ସେବା ହିଁ ମୋର ଶ୍ରେଷ୍ଠ ନୈବେଦ୍ୟ।" - ଏହା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିଜସ୍ୱ ଅଭିବ୍ୟକ୍ତି, ଯାହାକୁ ନେଇ ସୁଲେଖକ ଇଂ. ହରିହର!-->…
ରାଜଧାନୀରେ ବୋମା ମାଡ଼, ତଦନ୍ତ କରୁଛି ପୋଲିସ
ଭୁବନେଶ୍ୱର : ରାଜଧାନୀରେ ବୋମା ମାଡ଼। ଭରତପୁର ପଣ୍ଡା କୁଦିଆ ବସ୍ତିରେ ବୋମାମାଡ଼ ହୋଇଛି। ଜମିଜମା ଗଣ୍ଡଗୋଳକୁ କେନ୍ଦ୍ର କରି ବୋମାମାଡ ହୋଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଛନ୍ତି । ଘଟଣାର ଖୋଳତାଡ଼ କରୁଛି ଭରତପୁର ପୋଲିସ । ବୋମାମାଡରେ 4 ବାଇକ!-->…