Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ସ୍କ୍ରବ୍ ଟାଇଫସ୍ ସଂକ୍ରମଣରେ ୨ ମୃତ, ୧୫୦୦ ସଂକ୍ରମିତ
ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲାରେ ମାତିଛି ସ୍କ୍ରବ୍ ଟାଇଫସ । ଜିଲ୍ଲାବାସୀଙ୍କୁ ଘାରିଛି ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ଭୟ । ସ୍କ୍ରବ୍ ଟାଇଫସରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଦା ୧୫୦୦ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ମୃତକ ମଧ୍ୟରେ ଜଣେ ବଡ଼ଗାଁ ଅଞ୍ଚଳର ଓ ଆଉ ଜଣେ!-->…
ପାକିସ୍ତାନରେ ଟମାଟୋ କେଜି ୬୦୦ ଟଙ୍କା
ପାକିସ୍ତାନ: ପାକିସ୍ତାନରେ ଟମାଟୋ କେଜି ୬୦୦ ଟଙ୍କା । ସାଧାରଣ ଦରଠାରୁ ପ୍ରାୟ ୫ଗୁଣ ଅଧିକା । ଅଥବା ୪୦୦ ପ୍ରତିଶତ ବୃଦ୍ଧି ପାଇଛି । ଆଫଗାନିସ୍ତାନ ସହ ସମ୍ପର୍କ ବିଗିଡ଼ିବା ପରେ ପାକିସ୍ତାନକୁ ସହିବାକୁ ପଡ଼ିଛି ଏ ମହଙ୍ଗା । ଚଳିତ ମାସରେ ପାକିସ୍ତାନ ସହ ଯୁଦ୍ଧ ପରିସ୍ଥିତି ଯୋଗୁ!-->…
ପୁଲିସ୍ ଇନଫର୍ମର ସନ୍ଦେହରେ ଦୁଇ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ
ମାଲକାନଗିରି : ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲା ଲାଲବାହିନୀଙ୍କ ବର୍ବରତା। ମାଓବାଦୀମାନେ ଅସୁର ଥାନା ଅନ୍ତର୍ଗତ ନେଲାକାଂକେର ଗାଁର ଦୁଇ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ସଶସ୍ତ୍ର ମାଓବାଦୀମାନେ ନେଲା କାଙ୍କେର ଗାଁରେ ପହଞ୍ଚିଥିଲେ।!-->…
ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ଵର ଓ ଗଞ୍ଜାମରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍
ବାଲେଶ୍ଵର: ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ଵର ଏବଂ ଗଞ୍ଜାମ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ କର୍ମଚାରୀ ମାନଙ୍କର ଛୁଟି ବାତିଲ ହୋଇଛି। ଯେଉଁ କର୍ମଚାରୀମାନେ ଛୁଟିରେ ଅଛନ୍ତି, ସୋମନଙ୍କୁ ତୁରନ୍ତ କାର୍ଯ୍ୟରେ!-->…
ନୂଆପଡାରେ ସୁଭଦ୍ରା ଶକ୍ତି ସମାବେଶ
ନୂଆପଡ଼ା : ଆଜି ନୂଆପଡା ବିଜେପି କାର୍ଯ୍ୟଳୟ ରେ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦକ ପୂର୍ଣ୍ଣିମା ନାଏକ ମଞ୍ଚ ସଞ୍ଚାଳନ କରିଥିବାବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର,!-->…
ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୩ ଅଟକ
ବାରିପଦା: ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଲଜ୍ଜାଜନକ ଘଟଣା ଘଟିଛି। ଦୁଇ ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ଅଷ୍ଟମ ଓ ଜଣେ ନବମ ଶ୍ରେଣୀରେ ପଢ଼ୁଥିବା!-->…
ଦୁଇ ବାଇକ୍ ମୁହାଁମୁହିଁ: ୨ ମୃତ
ମୁନିଗୁଡା: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା। ଦୁଇ ବାଇକ୍ ଆରୋହୀ ମୃତ। ମୁନିଗୁଡା-ବିଷମକଟକ ରାସ୍ତା ବୁରୁଜୁଗୁଡା ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଦୁଇ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସୂଚନା!-->…
ଓଡ଼ିଶାକୁ ବାତ୍ୟା ଭୟ ନାହିଁ, ଭୀଷଣ ବର୍ଷାରେ ପ୍ରଭାବିତ ହେବ ୧୫ ଜିଲ୍ଲା !
ଭୁବନେଶ୍ୱର : ଓଡ଼ିଶାକୁ ବାତ୍ୟା ଭୟ ନାହିଁ । କିନ୍ତୁ ଭୀଷଣରୁ ଅତି ଭୀଷଣ ବର୍ଷା ହେବ । ପ୍ରଭାବିତ ହୋଇପାରେ ୧୫ ଜିଲ୍ଲା। ଦକ୍ଷିଣ ଓ ଉପକୂଳ ଓଡ଼ିଶା ଅଧିକ ପ୍ରଭାବିତ ହେବା ଆଶଂକା। ଯଦି ବାତ୍ୟା ତାର ଗତିପଥ ବଦଳାଏ, ତେବେ ବି ସରକାର ମୁକାବିଲା ପାଇଁ ପ୍ରସ୍ତୁତ।!-->…
ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’
ଭୁବନେଶ୍ୱର : ଆନ୍ଧ୍ରରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’ । ଆଜି ସୁଦୃଶ୍ୟ ଲଘୁଚାପ ଅବପାତର ରୂପ ନେଇଛି । କାଲି ଗଭୀର ଅବପାତ ଓ ୨୭ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ପ୍ରଦେଶ ଉପକୂଳ ଆଡ଼େ ମୁହାଁଇବ । ୨୮ ତାରିଖ ବେଳକୁ ଭୀଷଣ!-->…
ଏୟାରହୋଷ୍ଟ୍ରେସ୍ଙ୍କୁ ପ୍ରେମ ପରେ ପ୍ରତାରଣା, ଭୁବନେଶ୍ବର ଏୟାରପୋର୍ଟ DGM ଗିରଫ
ଭୁବନେଶ୍ଵର: ଏୟାରହୋଷ୍ଟ୍ରେସ୍ ଙ୍କୁ ଲଭ୍ , ସେକ୍ସ, ଧୋକା ଅଭିଯୋଗରେ ଭୁବନେଶ୍ଵର ଏୟାରପୋର୍ଟ ଡିଜିଏମ୍ ଗିରଫ ହୋଇଛନ୍ତି। ଏୟାରପୋର୍ଟ ଡିଜିଏମ ଉମାକାନ୍ତ ପଟେଲଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରିଛି। ମିଛ କଥା କହି ଅବୈଧ ସମ୍ପର୍କ ରଖିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।!-->…