Browsing Category

ଓଡିଶା

TMC ନିର୍ବାଚନ ଚିହ୍ନ ଉପରେ ରୋକକୁ ନେଇ ECଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧି ଓ କେଜରିୱାଲ

ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା (ଏଲଓପି) ରାହୁଲ ଗାନ୍ଧି ଶୁକ୍ରବାର ଅଖିଳ ଭାରତୀୟ ତୃଣ ମୂଳ କଂଗ୍ରେସ (ଏଆଇଟିଏମସି)ର ନାମ ଓ ନିର୍ବାଚନ ଚିହ୍ନ ନିଲମ୍ବନ ଲାଗି ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ଅନ୍ତରୀଣ ଆଦେଶକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଜେପି ଓ

ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସୂଚୀ ବଦଳିଲା, ଅକ୍ଟୋବର ୩୧ ସୁଦ୍ଧା ପ୍ରକାଶ ପାଇବ ଚୂଡ଼ାନ୍ତ…

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ୱାର୍ଡ ସୀମା ନିର୍ଦ୍ଧାରଣ ସୂଚୀ ବଦଳିଲା ଆଗାମୀ ପୌର ନିର୍ବାଚନ ପୂର୍ବରୁ ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ NACରେ ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ପ୍ରକ୍ରିୟା ପାଇଁ ସମୟ ସୀମାରେ ପରିବର୍ତ୍ତନ କରିଛି ଗୃହ ଓ ନଗର ଉନ୍ନୟନ

ହାଇ ରିଟର୍ଣ୍ଣର ଲୋଭ ଦେଖାଇ ଠକି ନେଇଥିଲେ ୨୫ ଲକ୍ଷ , ୩ ଭାଇ-ଭଉଣୀ ଗିରଫ

ସମ୍ବଲପୁର:ଏକ ଆନ୍ତଃ-ଜିଲ୍ଲା ସାଇବର ଓ ଆର୍ଥିକ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ । ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ସମ୍ବଲପୁର ସାଇବର, କ୍ରାଇମ୍‌ ଏବଂ ଇକୋନୋମିକ୍‌ ଅଫେନ୍ସ (CC & EO) ଥାନା ପୋଲିସ। ଫେସବୁକରେ ଫେକ୍ ଆଇଡି ଖୋଲି ଉଚ୍ଚ ରିଟର୍ଣ୍ଣର ପ୍ରଲୋଭନ ଦେଖାଇ ୨୫ ଲକ୍ଷ ଟଙ୍କା

ଉତ୍କଳ ବିଶ୍ୱବିଦ୍ୟାଳୟରେ +୩ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ପରୀକ୍ଷା ନିୟନ୍ତ୍ରକ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାର ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ବଡ଼ ଅଭିଯୋଗ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ଏବଂ ବିଭିନ୍ନ ମେସେଜିଂ ଆପ୍‌ରେ କମର୍ସ ବିଭାଗର ଏକ ପ୍ରଶ୍ନପତ୍ର ପରୀକ୍ଷା ଭାଇରାଲ ହେବାର ଦେଖିବାକୁ ମିଳିଛି । ଗତ

ସିଷ୍ଟମ ଘନୀଭୂତ ହୋଇପାରେ, ବିଚଳିତ ନହେବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର ୧୮।୯: ଉତ୍ତର ଥାଇଲାଣ୍ଡ ଉପରେ ଥିବା ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରକୁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଆସିବ । ଏହା ଶନିବାର ସନ୍ଧ୍ୟା ସୁଦ୍ଧା ସେହି ଅଞ୍ଚଳରେ ଲଘୁଚାପ ରୂପ ନେବ । ତେବେ ଲଘୁଚାପଟି କେଉଁ ରୂପ ନେବ ତାହା ଶନିବାର ସନ୍ଧ୍ୟା ପରେ ସ୍ପଷ୍ଟ ହେବ । ଆମେ ପ୍ରସ୍ତୁତ

ଓଡ଼ିଶାରେ ନିବେଶ କରିବ ଗୁଜରାଟର ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି କ୍ବାଡ୍‌କ୍ବାଣ୍ଟମ୍‌

ଭୁବନେଶ୍ବର: ଗୁଜରାଟର ଅଗ୍ରଣୀ ସେମିକଣ୍ଡକ୍ଟର କମ୍ପାନି କ୍ବାଡ୍‌କ୍ବାଣ୍ଟମ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛି। ନୂଆଦିଲ୍ଲୀରେ ଆୟୋଜିତ ସେମିକନ୍‌ ଇଣ୍ଡିଆ ୨୦୨୬ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ଆଲୋଚନା ବେଳେ କମ୍ପାନି ଏହା ଜଣାଇଛି। କମ୍ପାନି ଓଡ଼ିଶାରେ

ସରକାରୀ ଆବାସିକ ବିଦ୍ୟାଳୟରେ ଜଣ୍ଡିସ୍‌ ଆତଙ୍କ; ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଆକ୍ରାନ୍ତ

ରାୟଗଡ଼ା: ହୋଷ୍ଟେଲରେ ପୁଣି ଜଣ୍ଡିସ୍‌ ଆତଙ୍କ। ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ରବାଡି ସ୍ଥିତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଅଧୀନ ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ ଦେଖାଦେଇଛି। ଗତ ୧୦ ଦିନ ମଧ୍ୟରେ ପ୍ରାୟ ୭୦ରୁ ଅଧିକ ଛାତ୍ରୀ ଏହି ରୋଗରେ ଆକ୍ରାନ୍ତ

ଓଆଇଆଇପିସିଆରଏ ସମୀକ୍ଷା: ଜଳାଶୟ ଉନ୍ନତି ସହ କୃଷି ଓ ମତ୍ସ୍ୟଚାଷକୁ ଗୁରୁତ୍ୱ

ଭୁବନେଶ୍ୱର: ଜଳସେଚନ ଭିତ୍ତିଭୂମିର ସୁଦୃଢ଼ୀକରଣ ସହ କୃଷି, ଉଦ୍ୟାନ କୃଷି ଓ ମତ୍ସ୍ୟଚାଷର ସମନ୍ୱିତ ବିକାଶ ନିମନ୍ତେ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ପାଇଁ ଜଳବାୟୁ ସହନଶୀଳ କୃଷି (ଓଆଇଆଇପିସିଆରଏ)ର ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକ ଆଜି (ଶୁକ୍ରବାର) ଅନୁଷ୍ଠିତ

ସହକର୍ମୀ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଓ ଅତ୍ୟାଚାର ମାମଲାରେ OAS ଅଫିସର ଅରୁଣ ବିଶ୍ବାଳ ଗିରଫ

ଭୁବନେଶ୍ୱର : OAS Officer Arrested ଗିରଫ ହେଲେ OAS ଅଫିସର ଅରୁଣ ବିଶ୍ବାଳ। ସହକର୍ମୀ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଓ ଅତ୍ୟାଚାର ମାମଲାରେ ଗିରଫ। ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ବାଳ ଗିରଫ କରିଛି ଭୁବନେଶ୍ବର ଖାରବେଳ ନଗର ଥାନା ପୋଲିସ।ଗତ କାଲି ପୀଡ଼ିତାଙ୍କ ଘରେ

କଟକ ଦୁର୍ଗାପୂଜା ପାଇଁ ଆଜିଠୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା

କଟକ: ଚାଲିଛି ପାର୍ବଣ ଋତୁ। ସରିଲାଣି ଗଣେଶ ପୂଜା, ବିଶ୍ୱକର୍ମା ପୂଜା। ଆଗକୁ ଆସୁଛି ଦୁର୍ଗାପୂଜା। ଏଥିଲାଗି ଆଜିଠାରୁ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା। କଟକ ବାରବାଟୀ ପ୍ୟାଲେସରେ ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଆବେଦନ। ଶାରଦୀୟ ଦୁର୍ଗାପୂଜା–୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ