Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କାଲିଠାରୁ ୬ଦିନ ବନ୍ଦ ରହିବ ଷ୍ଟେଟ ବ୍ୟାଙ୍କ
ଭୁବନେଶ୍ବର : ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଏହି ତଥ୍ୟ। ନଚେତ ଆପଣ ମଧ୍ୟ ହଇରାଣ ହୋଇ ପାରନ୍ତି। କାରଣ ଆଗାମୀ ୬ଦିନ ବ୍ୟାଙ୍କ ବନ୍ଦ ରହିବ।
ସୂଚନା ଅନୁସାରେ ଆସନ୍ତା କାଲି ୨୩ ତାରିଖ ଚଳିତ ମାସର ଚତୁର୍ଥ ଶନିବାର ପଡ଼ୁଛି। ଯେଉଁଥିପାଇଁ ବ୍ୟାଙ୍କ ସାଧାରଣତଃ ବନ୍ଦ!-->!-->!-->…
ଅଂଶୁଘାତରେ ୩ ମୃତ, ଜଣେ ଗୁରୁତର
ଭୁବନେଶ୍ବର : ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ୍ୟ କରି ନ ପାରି ଗଞ୍ଜାମ ଜିଲାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଜଣେ ଗୁରୁତର ଅସୁସ୍ଥ ହୋଇଛନ୍ତି। ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଜଣଙ୍କର ଏବଂ ବୁଗୁଡ଼ା ଥାନାଞ୍ଚଳରେ ଆଉ ୨ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ!-->…
ନକଲି NIA ଅଫିସରକୁ ବାନ୍ଧିଲା ପୋଲିସ
ଭୁବନେଶ୍ୱର : ନକଲି NIA ଅଫିସରକୁ ମାଡିବସିଲା ପୋଲିସ !। ଥାନାରେ ଦଲାଲି କରିବାକୁ ଆସି ଧରାପଡିଲା ଠକ । ରାଜଧାନୀରୁ ଧରାପଡିଲା ନକଲି NIA ଅଫିସର । ନିଜକୁ National Investigation Agency ଅଧିକାରୀ କହି ପୁଲିସକୁ ଦେଖାଉଥିଲା ଠାଣି । ଥାନାକୁ ଆସି ମିଛ!-->…
ଚେକ୍ କ୍ଲୋନିଂ କରି ୯ କୋଟିରୁ ଅଧିକ ଟଙ୍କାର ଠକେଇ, ୨ ଗିରଫ
ଭୁବନେଶ୍ୱର : ଚେକ୍ କ୍ଲୋନିଂ କରି ୯ କୋଟିରୁ ଅଧିକ ଟଙ୍କା ଚଳୁ । EOW ଜାଲରେ ଆଉ ୨ ଠକ । ରାୟପୁରରୁ ମାଡିବସିଲା ଟିମ୍ । ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠିରୁ ୯ କୋଟି ୫୬ ଲକ୍ଷ ଟଙ୍କା ଗାଏବ ମାମଲାରେ EOW କୁ ବଡ଼ ସଫଳତା । ଆଉ ଦୁଇ ଜଣ ଠକଙ୍କୁ ଛତିଶଗଡ଼ର ରାୟପୁରରୁ ଗିରଫ କରିଛି EOW!-->…
ଆସୁଛି ଦୁଇଟି ଲଘୁଚାପ ! ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ
ଭୁବନେଶ୍ୱର : ଆସୁଛି ଡବଲ ଲଘୁଚାପ । ଗୋଟିଏ ବଙ୍ଗୋପସାଗରରେ ଅନ୍ୟଟି ଆରବ ସାଗରରେ । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ସମୁଦ୍ର ପତନଠାରୁ ୩.୧ କିମି ଉପରସ୍ଥ ବାୟୁମଣ୍ଡଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଗତ ୧୮ ପରଠାରୁ ଦୁର୍ବଳ ହୋଇଥିବା ମୌସୁମୀ!-->…
ଶିଶୁଯତ୍ନ ଅନୁଷ୍ଠାନରୁ ୪ ନାବାଳିକା ନିଖୋଜ, ସଂପୃକ୍ତ ସଂସ୍ଥା ନାବାଳିକାଙ୍କୁ ବିକ୍ରି କରିଥିବା ଅଭିଯୋଗ
ବାଲେଶ୍ବର: ଶିଶୁଯତ୍ନ ଅନୁଷ୍ଠାନ ପରିସରରୁ ୪ ନାବାଳିକା ନିଖୋଜ । ବାଲେଶ୍ବର ରେମୁଣା ଥାନା ଅନ୍ତର୍ଗତ ମାରିଲାକ ସେବା ସଦନରେ ଗତକାଲି ରାତିରେ ୪ ଜଣ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ବିଭିନ୍ନ ମାମଲାରେ ପୂର୍ବରୁ ନିଖୋଜ ନାବାଳିକାଙ୍କୁ ଉଦ୍ଧାର କରି ଶିଶୁ ଯତ୍ନ!-->…
ଜମି ବିବାଦକୁ ନେଇ ବାପାକୁ ହାଣିଲା ପୁଅ
ସୋର : ରକ୍ତ ସଂପର୍କକୁ ଭୁଲିଗଲା ପୁଅ । ଜମିବାଡ଼ି ବିବାଦକୁ ନେଇ ବାପାକୁ ହାଣିଲା ପୁଅ । ଜମିବାଡ଼ି ବିବାଦରୁ ସୋର କୋର୍ଟ ସମ୍ମୁଖରେ ବାପାକୁ ହାଣିଲା ପୁଅ । ଗୋଡ଼େଇ ଗୋଡ଼େଇ କଟୁରୀରେ ଦୁଇ ପୁଅ ହାଣିଥିବା ବେଳେ ବାପା ଗୁରୁତର ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।!-->…
ରଥଯାତ୍ରା ପ୍ରସ୍ତୁତି ନେଇ ବୈଠକ ଡାକିଲେ ଆଇନ ମନ୍ତ୍ରୀ, ଭିଡ଼ ନିୟନ୍ତ୍ରଣ ନେଇ ଆଲୋଚନା
ପୁରୀ : ରଥଯାତ୍ରା ପ୍ରସ୍ତୁତି ନେଇ ବଡ଼ ବୈଠକ। ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧକ୍ଷତାରେ ରାଜ୍ୟ ଅତିଥି ଭବନରେ ହୋଇଛି ବୈଠକ । ରିପିଟ ନହେଉ ଦଳଚକଟା ଘଟଣା । କେମିତି ହେବ ଭିଡ଼ ନିୟନ୍ତ୍ରଣ। ଗୁଣ୍ଡିଚାରେ ରଥ ଲାଗିବା ପରେ କେଉଁଠି ରହିବ ଚାରା ? କେମିତି ଭକ୍ତମାନେ ଦର୍ଶନ!-->…
ଅଟୋକୁ ଧକ୍କା ଦେଲା ବସ୍, ୬ ମୃତ, ୪ ଗୁରୁତର
ବ୍ରହ୍ମପୁର: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଅଟୋକୁ ଧକ୍କା ଦେଇ ଘୋଷାଡ଼ି ନେଲା ବସ୍ । ଦୁର୍ଘଟଣାରେ ୬ ମୃତ, ୪ ଗୁରୁତର । ଗଞ୍ଜାମ ପୁରୁଷତ୍ତମପୁର ଥାନା ଲଡ଼କପଲ୍ଲା ଛକରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସମସ୍ତ ଗୁରୁତରଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି । ଅଟୋଟି!-->…
ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ
ବଲାଙ୍ଗିର : ଗୋଟେ ପଟେ ଅସହ୍ୟ ତାତି, ଅନ୍ୟପଟେ ବିଦ୍ୟୁତ କାଟ୍ । ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ତାତିଲେ ଲୋକେ । ବଲାଙ୍ଗିର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଲେ ଆନ୍ଦୋଳନକାରୀ l ପ୍ରାୟ ତିନିଘଣ୍ଟା ଧରି ବିଦ୍ୟୁତ ବିଭାଗ କର୍ମଚାରୀ ଅଟକ ରହିଥିଲେ l !-->…