Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
MMDR ବିଲକୁ ନବୀନଙ୍କ ବିରୋଧ: ରାଜ୍ୟର ଅର୍ଥନୀତିକୁ ବିପଦକୁ ଠେଲିଦେବ, କେନ୍ଦ୍ରର ଦୟା ଉପରେ ନିର୍ଭର କରିବ ଓଡିଶା
ଭୁବନେଶ୍ବର: MMDR ସଂଶୋଧନ ବିଲକୁ ଜୋରଦାର ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ବିଲ୍ ସଂସଦରେ ପାରିତ ହୋଇଛି। ଏହି ବିଲ୍ ବିରୋଧରେ ବିରୋଧୀ ଦେଇଛନ୍ତି ରଣହୁଙ୍କାର। ନବୀନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି ଯେ ଓଡ଼ିଶାକୁ!-->…
ପୋଲିସ-ଅନଲାଇନ ଗାଡ଼ି ଚାଳକ ମୁହାଁମୁହିଁ, ଆମ ବସ୍ ଭଙ୍ଗିଲେ, ପୋଲିସକୁ ଟେକା ପଥର ମାରିଲେ
ଭୁବନେଶ୍ୱର : ରଣକ୍ଷେତ୍ର ପାଲଟିଲା ମାଷ୍ଟରକ୍ୟାଣ୍ଟିନ। ପୋଲିସ-ଅନଲାଇନ ଗାଡ଼ିଚାଳକ ମୁହାଁମୁହିଁ ହୋଇଛନ୍ତି । ରାସ୍ତା ଉପରେ ଗାଡ଼ି ରଖି ଡ୍ରାଇଭର ମାନେ ରାସ୍ତାରୋକ କରିଛନ୍ତି । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ପୋଲିସ-ଅନଲାଇନ ଗାଡ଼ିଚାଳକ ଧସ୍ତାଧସ୍ତି । ସ୍ଥିତି ନିୟନ୍ତ୍ରଣ କରିବା!-->…
୨୩ରେ ଆଉ ଏକ ଲଘୁଚାପ; ୩ ଦିନ ବିରତି ପରେ ପୁଣି ବଢ଼ିବ ବର୍ଷା
ଭୁବନେଶ୍ବର: ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ସକ୍ରିୟ ଅବପାତ ଆଗାମୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଝାଡ଼ଖଣ୍ଡ ଏବଂ ବିହାର ମଧ୍ୟ ଦେଇ ଗତି କରିବ। ଏହା ଦୁର୍ବଳ ହୋଇ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା!-->…
ରକ୍ତଭଣ୍ଡାର ବନ୍ଦ, ରକ୍ତ ନ ପାଇ ଆଖିବୁଜିଲେ ଦିବ୍ୟାଙ୍ଗ !
ରେଢ଼ାଖୋଲ: ରକ୍ତଭଣ୍ଡାର ବନ୍ଦ ଯୋଗୁଁ ଅକାଳରେ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲା ରେଢ଼ାଖୋଲ ରକ୍ତଭଣ୍ଡାର ବନ୍ଦ ଥିବାରୁ ଏହି ଅଘଟଣ ଘଟିଛି। ମୃତକ ହେଲେ, ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ବଡ଼ମାଳ ପଞ୍ଚାୟତ ରେଙ୍ଗାଲି ଗ୍ରାମର ଦିବ୍ୟାଙ୍ଗ ମନୋଜ କୁମାର ସାହୁ(୪୫)। ଆବଶ୍ୟକ!-->…
ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ଆଜାଦ ନିର୍ଦ୍ଦୋଷ ସାବ୍ୟସ୍ତ, ୧୫ ବର୍ଷ ପରେ ଜେଲରୁ ମୁକୁଳିଲେ
ଭୁବନେଶ୍ୱର : ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାରେ ପ୍ରମାଣ ଅଭାବରୁ ମାଓବାଦୀ ନେତା ଆଜାଦ ନିର୍ଦ୍ଦୋଷରେ ଖଲାସ । ବହୁଚର୍ଚ୍ଚିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଓ ତାଙ୍କ ଚାରି ସହଯୋଗୀଙ୍କ ହତ୍ୟା ମାମଲାରେ ମାଓବାଦୀ ନେତା ଡି. କେଶବ ରାଓ ଓରଫ ଆଜାଦ ନିର୍ଦ୍ଦୋଷରେ ଖଲାସ!-->…
ଲାଞ୍ଚ ନେଇ ଧରା ହେଲେ CDPO, ଅଫିସ ଓ ଘରେ ଭିଜିଲାନ୍ସ ଚଢ଼ାଉ
ବାଲେଶ୍ବର : ଲାଞ୍ଚ ନେଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ବାଲେଶ୍ବର ପୌରପାଳିକା ତଥା ସଦର ବ୍ଲକ୍ ଦାୟିତ୍ୱରେ ଥିବା ସି. ଡି.ପି.ଓ ମଧୁସ୍ମିତା ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ତେବେ ଅଭିଯୋଗ ଅନୁଯାୟୀ ରେମୁଣା ଅଞ୍ଚଳର ରାମଚନ୍ଦ୍ର ନାୟକ ନିଜ ଗାଡ଼ିକୁ ସଦର ସିଡିପିଓ!-->…
ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗ; ସେପ୍ଟେମ୍ବର ୨ରେ ପରବର୍ତ୍ତୀ ଶୁଣାଣି
ଭୁବନେଶ୍ୱର : ଓଡ଼ିଶା ଡିଜିପି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ପିଆଇଏଲ ପ୍ରସଙ୍ଗରେ ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି। ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାରେ ନିଜ ପକ୍ଷ ରଖିଛନ୍ତି ଓଡ଼ିଶା ସରକାର।!-->…
ଯୁବକର ଉନ୍ମତ୍ତ କାଣ୍ଡ, ବାପା, ମାଆ ସହ ପୋଲିସକୁ କଲା ଛୁରା ମାଡ଼
ଗୋପ : ପ୍ରଥମେ ବାପା, ମାଆଙ୍କୁ ଛୁରା ମାଡ଼ କଲା ପୁଅ । ପୁଅକୁ ଧରିବା ପାଇଁ ପୋଲିସ ପହଞ୍ଚିବାରୁ ପୋଲିସକୁ ମଧ୍ୟ ଛୁରା ମାଡ଼ । ପୁରୀ ଜିଲ୍ଲା ଗୋପ ଥାନା ଗଣେଶ୍ୱରପୁର ଗାଁର ଦୃଶ୍ୟ । ପାରିବାରିକ କଳହରୁ ପ୍ରଥମେ ବାପା,ମାଆକୁ ଛୁରାମାଡ କଲା ପୁଅ। ଖବର ପାଇ ଘଟଣା ସ୍ଥାନରେ ଗୋପ ପୋଲିସ!-->…
ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ହଜାରେ କୋଟିର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ବନ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ହଜାରେ କୋଟିର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଣସେଚିତ ଜମି ପାଇଁ ହେକ୍ଟର ପିଛା ୮୫୦୦, ଜଳସେଚିତ ଜମି ପାଇଁ ୧୭୦୦୦ ଘୋଷଣା କରିଛନ୍ତି । ୧୨ ମାସୀ ଫସଲ କ୍ଷତି ହୋଇଥିଲେ ହେକ୍ଟର ପିଛା ୨୨,୫୦୦!-->…
ଗୋବରୀରେ କୁମ୍ଭୀର ଆତଙ୍କ, ନଦୀକୁ ନ ଯିବା ପାଇଁ ପରାମର୍ଶ
କେନ୍ଦ୍ରାପଡ଼ା: ଗୋବରୀରେ କୁମ୍ଭୀର ଆତଙ୍କ । କେନ୍ଦ୍ରାପଡ଼ା ଭାସ୍କର ସିନେମା ପଛପାଖ ଗୋବରୀ ନଦୀରେ କୁମ୍ଭୀର । ରବିବାର ରାତିଠାରୁ ଏଭଳି ଖବର ସହର ସମେତ ଉପକଣ୍ଠ ଅଞ୍ଚଳରେ ପ୍ରଚାରିତ ହେବାକୁ ଲାଗିଛି । ସ୍ଥାନୀୟ ଅଞ୍ଚଳର କିଛି ଲୋକ ଗୋବରୀରେ କୁମ୍ଭୀରର ଦେଖିଥିବା ଅଭିଯୋଗ କରିବା ପରେ!-->…