Browsing Category

ଓଡିଶା

ଆନ୍ଧ୍ର ଉପକୂଳରେ ତାଣ୍ଡବ ରଚିଲା ‘ମୁରାସୁ’

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶର ଦକ୍ଷିଣ ଉପକୂଳ ଅତିକ୍ରମ କରିଛି ବାତ୍ୟା ‘ମୁରାସୁ’ । ଭୋର ସାଢ଼େ ୩ଟାରୁ ସକାଳ ସାଢ଼େ ୫ଟା ମଧ୍ୟରେ ନେଲୋର ଓ ନରସାପୁର ମଧ୍ୟବର୍ତ୍ତୀ ଓଙ୍ଗୋଲ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ‘ମୁରାସୁ’ । ୨ ଘଣ୍ଟା ଧରି ଚାଲିଥିଲା ପ୍ରକ୍ରିୟା। ଲ୍ୟାଣ୍ଡଫଲ୍…

ପରଲୋକରେ ପ୍ରଖ୍ୟାତ ସ୍ନାୟୁ ଶଲ୍ୟ ଚିକିତ୍ସକ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର, ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ

ନୂଆଦିଲ୍ଲୀ: ପରଲୋକରେ ପ୍ରଖ୍ୟାତ ଡାକ୍ତର ତଥା ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର। ୭୪ ବର୍ଷ ବୟସରେ ଦିଲ୍ଲୀସ୍ଥିତ ଏମ୍ସ (AIIMS)ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବ୍ରେନ୍ କ୍ୟାନ୍ସରରେ ପୀଡ଼ିତ ଥିଲେ।ଅସୁସ୍ଥତା କାରଣରୁ…

ମହିଳା ଜେଲରଙ୍କୁ ନିର୍ଯାତନା ଅଭିଯୋଗ, ମାମଲା ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ଆଇପିଏସ୍ ଅଫିସର ସୁଶାନ୍ତ ନାଥ

କଟକ: ବିବାଦରେ ଫସିଛନ୍ତି ଓଡ଼ିଶା ପୋଲିସ ଡିଜି ଦୌଡ଼ରେ ଥିବା ବରିଷ୍ଠ ଆଇପିଏସ୍ ଅଫିସର ସୁଶାନ୍ତ ନାଥ । ମହିଳା ଜେଲରଙ୍କୁ ପକ୍ଷରୁ ତାଙ୍କ ବିରୋଧରେ ହୋଇଛି ଯୌନ ନିର୍ଯାତନା ଅଭିଯୋଗ । ଚୌଦ୍ବାର ଥାନାରେ ତାଙ୍କ ବିରୋଧରେ ହୋଇଥିବା ଏହି ଅଭିଯୋଗ ଏବେ ଜେଲ୍ ବିଭାଗ ମୁହଁରେ କଳା ବୋଳିଦେଇଛି ।…

‘ମୁରାସୁ’ ଭୟ: ନବରତ୍ନପୁର ଗ୍ରାମବାସୀଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ଆସିକା: ବାତ୍ୟା 'ଅର୍ଣ୍ଣବ' ଏବଂ ତା' ପରବର୍ତ୍ତୀ ପ୍ରଳୟଙ୍କରୀ ବନ୍ୟାର ଭୟଙ୍କର କ୍ଷତିରୁ ଆସିକାବାସୀ ଏଯାଏଁ ସମ୍ପୂର୍ଣ୍ଣ ସୁଧୁରି ପାରିନାହାନ୍ତି। ଅନେକ ପରିବାରର ଭଙ୍ଗା ଘର ସଜାଡ଼ି ହୋଇନଥିବା ବେଳେ ଜନଜୀବନ ସ୍ୱାଭାବିକ ହେବାକୁ ବାକି ରହିଛି। ଏହି ସଙ୍କଟଜନକ ସ୍ଥିତି ମଧ୍ୟରେ ଏବେ…

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଭାରତ ଅକ୍ଷୟ ଶକ୍ତି ସମିଟ୍‌ରେ ହେବେ ସାମିଲ

ଭୁବନେଶ୍ବର : ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତାକାଲି ଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ଭାରତ ଅକ୍ଷୟ ଶକ୍ତି ସମିଟ୍ ଓ ପ୍ରଦର୍ଶନୀ ୨୦୨୬' ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ସବୁଜ ଓ ଅକ୍ଷୟ ଶକ୍ତି କ୍ଷେତ୍ରର ବିକାଶ ତଥା ନିବେଶ ବଢ଼ାଇବା ଏହାର…

ଛାତ୍ରୀଙ୍କୁ ଗଳାକାଟି ହତ୍ୟା ଘଟଣା: ସିନ୍ ରିକ୍ରିଏସନ ବେଳେ ପୋଲିସକୁ ଘେରିଲେ ଉତ୍ତ୍ୟକ୍ତ ଲୋକେ

ମାର୍ଶାଘାଇ: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଯଦୁପୁର ବନ୍ଧସାହି ଗାଁରେ ସ୍ଥାନୀୟ ପୁଲିସ ଜଣେ ହତ୍ୟା ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ କଲାବେଳେ ଉତ୍ତେଜନା ଦେଖାଦେଇଛି । ଏମିତିକି ଅଭିଯୁକ୍ତକୁ ହସ୍ତାନ୍ତର କରିବା ପାଇଁ ଗ୍ରାମବାସୀ ଅଡି ବସିବା ଯୋଗୁ ପୁଲିସ ପାଇଁ ଅଡୁଆ…

ବାତ୍ୟା ‘ମୁରାସୁ’ ପାଇଁ ରାୟଗଡ଼ା, କନ୍ଧମାଳ ଓ କଳାହାଣ୍ଡିରେ ବନ୍ଦ ରହିବ ସ୍କୁଲ

ଭୁବନେଶ୍ବର: ବାତ୍ୟା ‘ମୁରାସୁ’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୩ ଓ ୪ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ବନ୍ଦ ରହିବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରଖିବାକୁ…

ବାଲିଯାତ୍ରା ପାଇଁ ପ୍ଲଟ ନିଲାମ ପ୍ରକ୍ରିୟା ଆରମ୍ଭ, ଆସନ୍ତା ୧୦ ତାରିଖ ଯାଏ ଚାଲିବ ନିଲାମ

କଟକ : ଆଜି ଠାରୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା 2026 ପାଇଁ ପ୍ଲଟ ନିଲାମ ପ୍ରକ୍ରିୟା । ଏହି ପ୍ରକ୍ରିୟା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନିଲାମ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ୭ ଟି ଟିମ୍ ଗଠନ କରିଛି କଟକ ଜିଲ୍ଲା ପ୍ରଶାସନ । ପ୍ରତିଦିନ…

ସନ୍ଧ୍ୟା ୭ ରୁ ୯ ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି, ନ ମାନିଲେ ହେବ କଡ଼ା କାର୍ଯ୍ୟନୁଷ୍ଠାନ

କଟକ : ନିର୍ଦ୍ଧାରିତ ସମୟ ଅନୁଯାୟୀ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ହିଁ ବାଣ ଫୁଟାଇବାକୁ ଦିଆଯିବ ଅନୁମତି । ଏହାର ବ୍ୟତିକ୍ରମ କଲେ, କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବ କମିଶନରେଟ ପୋଲିସ । କାଳୀପୂଜା ଏବଂ ଦୀପାବଳୀ ପର୍ବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା…

ଲାଞ୍ଚ ନେବା ବେଳେ ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଉ ଜଣେ ସରକାରୀ ଅଧିକାରୀ। ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ଟଙ୍କା ମୁକ୍ତ କରିବା ପାଇଁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରାପଡ଼ିଛନ୍ତି ସମ୍ବଲପୁର-ତାଳଚେର ଡବଲିଂ ରେଳଲାଇନ୍ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଅଜୟ…