Browsing Category

ଓଡିଶା

କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଗୁଳିକାଣ୍ଡ, ଯୁବକ ଗୁରୁତର

କେନ୍ଦ୍ରାପଡ଼ା: ଯୁବକଙ୍କୁ ଗୁଳିକରି ଦୁର୍ବୃତ୍ତ ଫେରାର । କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଞ୍ଚଳରେ ଗୁଳିକାଣ୍ଡ । ଭାରିଗୋଳ ଗାଁର ଗୌତମ ମଲ୍ଲିକ ଆହତ । ତାଙ୍କର ବାମ ଜଙ୍ଘରେ ଗୁଳି ବାଜିଛି । ଗୌତମଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ପରେ କଟକ

ଗଞ୍ଜାମରୁ ବିପୁଳ ମାରଣାସ୍ତ୍ର ଜବତ, ୧୮ ଅପରାଧୀ ଗିରଫ

ଗଞ୍ଜାମ: ସ୍ପେଶାଲ୍ ଡ୍ରାଇଭରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ମିଳିଛି । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୮ ଜଣଙ୍କୁ ଗିରଫ କରିଛି । ୧୭ଟି ମାଉଜର, ୬୬ଟି ଅଫୁଟା ଗୁଳି, ୪ଟି ଖୋକା ସହ ୧୬ ମୋବାଇଲ ଜବତ କରାଯାଇଛି । ଜିଲ୍ଲାର ଆସିକା, ଶେରଗଡ଼, କୋଟିନଡା, ଭଞ୍ଜନଗର ଓ ପୋଲସରା ଥାନା

ବେଆଇନ ପାର୍ଟ-ପ୍ଲଟ ରେଜିଷ୍ଟ୍ରେସନ ଅଭିଯୋଗରେ ୨ ରାଜସ୍ୱ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର: ଶୃଙ୍ଖଳାଗତ କାରଣରୁ ଦୁଇ ଜଣ ଅତିରିକ୍ତ ତହସିଲଦାର ଗିଟୁ ବେହେରା ଏବଂ ନାରାୟଣ ସେଠୀଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଅନୁଯାୟୀ, ଅଧିକାରୀମାନଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବିତ କରାଯାଇଛି ଏବଂ ସେମାନଙ୍କ ବିରୁଦ୍ଧରେ

ଦାରୁ ବିବାଦ ବୈଠକ ଦ୍ବିତୀୟ ଦିନରେ, ରାମକୃଷ୍ଣ ଓ ଗଣେଶଙ୍କୁ ହେଲା ପଚରା ଉଚରା

ପୁରୀ : ଆଜି ସରିଲା ଦ୍ଵିତୀୟ ଦିନର ପ୍ରଥମ ପର୍ଯ୍ୟାୟ ବୈଠକ । ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦ ପ୍ରସଙ୍ଗରେ ରବିବାର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର । ରାମକୃଷ୍ଣଙ୍କୁ

ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେବି ଏକ ଅସୁରକ୍ଷିତ ସ୍ଥାନ ନୁହେଁ: ସୁରେଶ ପୂଜାରୀ

ଭୁବନେଶ୍ୱର : ଓଡ଼ିଶା ବିରୋଧରେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ସାଂସଦ ୟୁସୁଫ ପଠାନଙ୍କ ସାଂଘାତିକ ଅଭିଯୋଗ । ପଶ୍ଚିମବଙ୍ଗରୁ ବିଶେଷକରି ବରମହମପୁର, ମୁର୍ସିଦାବାଦ ଓ ସଂଲଗ୍ନ ବର୍ତ୍ତୀ ଜିଲ୍ଲାରୁ କାମ କରିବାକୁ ଓଡ଼ିଶା ଯାଉଥିବା ଶ୍ରମିକଙ୍କ ଉପରେ ଆକ୍ରମଣ ହେଉଥିବା ସେ ଅଭିଯୋଗ

ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା

ପୁରୀ: ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଆଉ ଏକ ଏତଲା। ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦକୁ ନେଇ ସିଂହଦ୍ବାର ଥାନାରେ ଏତଲା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଓ ରାମକୃଷ୍ଣ ଦାସମହାପାତ୍ରଙ୍କ ନାଁରେ ଏତଲା ହୋଇଛି। ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା ହେବା

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ୱର : ଆସନ୍ତା କାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ । ଭୁବନେଶ୍ୱର ୟୁନିଟ୍ ୫ ସ୍ଥିତ ପ୍ରକୋଷ୍ଠରେ ଶୁଣାଣି ବନ୍ଦ ରହିବ ।  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଛି । ମ୍ୟୁଖମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୨

ଖାନ୍‌ନଗର ବ୍ରିଜ ଅଘଟଣ: ୧୫ ଦିନ ଭିତରେ ରିପୋର୍ଟ ଦେବ ୩ ଜଣିଆ କମିଟି

କଟକ: ଖାନ୍‌ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଗତକାଲି ଘଟିଥିବା ଅଘଟଣରେ ୩ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ଘଟଣାରେ ୩ ଜଣିଆ

ଆସନ୍ତା ୨୦ରେ ସର୍ବଭାରତୀୟ ଧର୍ମଘଟ ଡାକରା ଦେଲେ ଶ୍ରମିକ ସଂଗଠନ

ଭୁବନେଶ୍ବର:ଆଗାମୀ ୨୦ ତାରିଖରେ ବିଭିନ୍ନ ସଂଗଠନ ପକ୍ଷରୁ ଧର୍ମଘଟ ଡକରା ଦିଆଯାଇଛି। ଶ୍ରମିକ ବିରୋଧୀ ପୁଞ୍ଜିପତି ସପକ୍ଷବାଦୀ ୪ ଶ୍ରମ କୋଡ୍ ବାତିଲ ସହିତ ଶ୍ରମିକ, କୃଷକ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଛାତ୍ର ଯୁବକ ତଥା ସମଗ୍ର ଦେଶବାସୀଙ୍କର ୧୭ ଦଫା ଦାବିକୁ ନେଇ ଏହି ସର୍ବଭାରତୀୟ ଧର୍ମଘଟର

ସୌରଶକ୍ତିରେ ପରିଚାଳିତ ହେବ ସରକାରୀ କାର୍ଯ୍ୟାଳୟ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାର ବୈଦ୍ୟୁତିକ ଯାନବାହନ ଚଳାଚଳ ବୃଦ୍ଧି ପାଇଁ ନୂତନ ପଲିସି ଆଣିବାକୁ ଯାଉଛନ୍ତି। ବୈଦ୍ୟୁତିକ ଯାନର ବ୍ୟବହାର ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ପଲିସି ପ୍ରଣୟନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଣମାଧ୍ୟମକୁ ସୂଚନା