Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଲିଫ୍ଟ ନଦେବାରୁ ବାଇକ ଚାଳକଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ
ହିଞ୍ଜିଳି: ଲିଫ୍ଟ ନଦେବାରୁ ତଣ୍ଟି କାଟିଦେଲେ । ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଖଣ୍ଡରା ଛକରେ ଅଭାବନୀୟ ଘଟଣା ଘଟିଛି । ରାସ୍ତା ରେ ଯାଉଥିବା ବାଇକ୍ ଚାଳକଙ୍କୁ ଜଣେ ଅଜଣା ବ୍ୟକ୍ତି ଲିଫ୍ଟ ମାଗିଥିଲେ । ବାଇକ୍ ଚାଳକ ଲିଫ୍ଟ ଦେବାକୁ ମନା କରିଥିଲେ । ଏଥିରେ ରାଗିଯାଇ ବାଇକ ଚାଳକଙ୍କ!-->…
ଶୋଇବାକୁ ଜାଗା ନଦେବାରୁ ଭିଣୋଇକୁ ଠେଙ୍ଗାରେ ପିଟିପିଟି ମାରିଦେଲା ଶଳା
ଭୁବନେଶ୍ୱର : ରାଜଧାନୀରେ ବୀଭତ୍ସ ହତ୍ୟା । ଭିଣୋଇକୁ ଅତି ନିର୍ମମ ହତ୍ୟା କଲା ଶଳା । ଶୋଇବାକୁ ଜାଗା ନ ଦେବାରୁ ଭିଣୋଇକୁ ହତ୍ୟା । ଠେଙ୍ଗାରେ ପିଟିପିଟି ଭିଣୋଇ ହତ୍ୟା । ଚନ୍ଦକା ଥାନା ପାଇକରାପୁର ଭୂତ ବଙ୍ଗଳାରେ ଭିଣୋଇ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ । ଶାଳକ ବ୍ରଜକିଶୋର ଭୋଇକୁ!-->…
ଏରୋପ୍ଲେନରେ ବସି ରେଷ୍ଟୁରାଣ୍ଟର ମଜା ନେବେ ପର୍ଯ୍ୟଟକ
ପୁରୀ : ଏରୋପ୍ଲେନ ଭିତରେ ବସି ରେଷ୍ଟୁରାଣ୍ଟର ମଜା ନେବେ ପୁରୀ ବାସିନ୍ଦା ଏବଂ ପର୍ଯ୍ୟଟକ । ଏକ ନିଆରା ଢଙ୍ଗରେ ପୁରୀରେ ଖୋଲିବାକୁ ଯାଉଛି ରେଷ୍ଟୁରାଣ୍ଟ। ତେବେ ଏରୋପ୍ଲେନ ଭିତରେ ବସି ଖାଦ୍ୟପେୟର ମଜା ଏକ ନିଆରା ଅନୁଭୂତି ପାଇବେ ପର୍ଯ୍ୟଟକ। ପୁରୀ ସାତପଡ଼ା ରାସ୍ତାରେ ଆସନ୍ତା ତିନି ମାସ!-->…
ସାଇବର ଠକଙ୍କୁ ଧରିବାକୁ ଖାକି ବାବୁ ନେଉଛନ୍ତି ଡିଜିଟାଲ ଫରେନ୍ସିକ୍ ତାଲିମ
ଭୁବନେଶ୍ବର: ଖାକି ବାବୁ ପଢୁଛନ୍ତି ସାଇବର ପାଠ । ତ୍ୱରିତ ହେବ ସାଇବର ଅପରାଧ ତଦନ୍ତ । କମିଶନରେଟ ପୋଲିସ ପଢୁଛି ଡିଜିଟାଲ ଫରେନ୍ସିକ୍ ପାଠ । ପୋଲିସ ସେବା ଭବନରେ ପୋଲିସ ଅଧିକାରୀଙ୍କୁ ଏ ନେଇ ସ୍ୱତନ୍ତ୍ର ତାଲିମ ଦିଆଯାଇଛି । ଡିଜିଟାଲ ଯୁଗରେ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ସାଇବର!-->…
ସାଳନ୍ଦୀରେ ୧୦୦ ଫୁଟର ଘାଇ, ବିପଦ ସଙ୍କେତ ମୁହାଁ ବୈତରଣୀ ଜଳସ୍ତର
ଯାଜପୁର:ଭଦ୍ରକ ଜିଲ୍ଲା ବୈତରଣୀ ନଦୀର ସ୍ଥିତି ସୁଧୁରି ନାହିଁ । ଏପଟେ ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୂଚନାଥାଉକି, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ବାରୋ ପଞ୍ଚାୟତ ବାରୋଡିହ ଗ୍ରାମର କୁଆ ମାହାରା ନିକଟରେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି ।
!-->!-->…
୧୪ରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୧୪ ଅଗଷ୍ଟ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା । ଓଡ଼ିଶାରେ ବଢ଼ିପାରେ ବର୍ଷା । ବଙ୍ଗୋପସାଗରରେ ପୁଣି ଏକ ନୂଆ ପାଣିପାଗ ପ୍ରକ୍ରିୟା ସକ୍ରିୟ ହେବାର ସଙ୍କେତ ମିଳିଛି । ୧୪ ଅଗଷ୍ଟ ପାଖାପାଖି ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି!-->…
ଜଣେ ଶିକ୍ଷକ ଥିବା ସ୍କୁଲରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ଜଣେ ଶିକ୍ଷକ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଅତିରିକ୍ତ ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି ଦେବା ପାଇଁ ଓଡ଼ିଶା ସରକାର ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ!-->…
ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପରବର୍ତ୍ତୀ କିସ୍ତି ଟଙ୍କା
ଭୁବନେଶ୍ବର: ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ଉପମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ, ୨୫!-->!-->!-->…
ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲିଦେଲେ ଅଜଣା ବ୍ୟକ୍ତି
ଭୁବନେଶ୍ୱର : ଚଳନ୍ତା ଟ୍ରେନରୁ ଯୁବକଙ୍କୁ ଠେଲିଦେଲେ ଅଜଣା ବ୍ୟକ୍ତି । ଏନେଇ ଅଭିଯୋଗ ପରେ ତଦନ୍ତ କରୁଛି ଭୁବନେଶ୍ବର ଜିଆରପି । ମଞ୍ଚେଶ୍ୱର ରେଳଷ୍ଟେସନ ନିକଟରେ ଯୁବକଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦେଇଥିବା ଅଭିଯୋଗ ହୋଇଛି । ଯୁବକଙ୍କ ଡାହାଣ ହାତରେ ଆଘାତ ଲାଗିଛି । ଆହତ ଯୁବକ ୧୯!-->…
ଓଡ଼ିଶାରେ ଲୁହାପଥର ଉତ୍ପାଦନ କରିବ କୋଲ୍ ଇଣ୍ଡିଆ
ଭୁବନେଶ୍ୱର: ଓଡ଼ିଶାରେ ଲୁହାପଥର ଉତ୍ପାଦନ କରିବ କୋଲ୍ ଇଣ୍ଡିଆ। କେବଳ କୋଇଲା କ୍ଷେତ୍ରରେ ସୀମିତ ଥିବା କୋଲ୍ ଇଣ୍ଡିଆ ଏହାର ବିବିଧକରଣ ନୀତି ଅନୁସାରେ ଅନ୍ୟ କ୍ଷେତ୍ରରେ ପ୍ରବେଶ କରିବାକୁ ଯାଉଛି। ପ୍ରଥମ ଥର ପାଇଁ କମ୍ପାନୀ କୋଇଲା ଖଣି ବାହାରେ ଅନ୍ୟ ଖଣି ପରିଚାଳନା କରିବାକୁ ଯାଉଛି।!-->…