Browsing Category

ଓଡିଶା

ବିରୂପା ବ୍ୟାରେଜରୁ ଦୁଇ ମୃତଦେହ ଉଦ୍ଧାର

କଟକ : ଚୌଦ୍ବାର ବିରୂପା ବ୍ୟାରେଜ୍ ଏକ ନମ୍ବର ଗେଟ ନିକଟରେ ଦୁଇ ଯୁବଙ୍କର ମୃତ ଦେହ ଭାସୁଥିବା ଦେଖିବା ପାଇଁ ମିଳିଛି । ଯୁବକ ଦୁଇ ଜଣ ହେଲେ ଚୌଦ୍ବାର ମଣ୍ଡାପଡ଼ା ଅଞ୍ଚଳର ଦେବାଶିଷ ସାହୁ ଓ ଶୁଭାଶିଷ ସାହୁ । ଦୁଇ ଭାଇ ଗତ ଦୁଇ ଦିନ ତଳୁ ନିଖୋଜ ଥିଲେ । ତାଙ୍କର ଏକ ମଟର ସାଇକେଲ

ପାରିବାରିକ କଳହରୁ ସ୍ତ୍ରୀ-ବୋହୂ ଓ ନାତୁଣୀକୁ ହାତୁଡ଼ିରେ ପିଟି ପିଟି ହତ୍ୟା

ଦେବଗଡ଼ : ଦେବଗଡ଼ରେ ଟ୍ରିପଲ ମର୍ଡର । ପାରିବାରିକ କଳହର ଉଗ୍ର ରୂପ । ସ୍ତ୍ରୀ-ବୋହୂ ଓ ନାତୁଣୀକୁ ହତ୍ୟା । ହାତୁଡ଼ିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗାଁରେ ଟ୍ରିପଲ ମର୍ଡର ।

ମଧ୍ୟପ୍ରାଚ୍ୟରେ ଫସିଥିବା ଓଡ଼ିଆ ଲୋକଙ୍କୁ ଫେରାଇ ଆଣିବା ଲାଗି ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଓଡ଼ିଆ ଲୋକ ଅଟକି ରହିଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉଦବେଗ ।  ଘଟଣା ଉପରେ ଟ୍ରାକ୍ ରଖିବାକୁ ଏବଂ ଓଡ଼ିଆ ଲୋକମାନଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ

ଟ୍ରାଫିକ ନିୟମ ଉଲ୍ଲଙ୍ଘନ ବିରୋଧରେ ମାର୍ଚ୍ଚ ୨୧ରୁ ପରିବହନ ବିଭାଗର ସ୍ବତନ୍ତ୍ର ଅଭିଯାନ

ଭୁବନେଶ୍ୱର : ଅମାନିଆ ଗାଡ଼ି ଚାଳକ ସାବଧାନ। ମାର୍ଚ୍ଚ ୨୧ରୁ ହେବ ଆକ୍ସନ । ସଡ଼କ ନିୟମ ଉଲ୍ଲଙ୍ଘନ ବିରୋଧରେ କଡ଼ାକଡ଼ି ହେବ ଗାଡ଼ି ଯାଞ୍ଚ । ପରିବହନ ବିଭାଗ ଚଳାଇବ ସ୍ବତନ୍ତ୍ର ଅଭିଯାନ । ସାରା ରାଜ୍ୟରେ ଆରଟିଓ ଟିମ୍ କରିବେ ଏନଫୋର୍ସମେଣ୍ଟ । ପୋଲିସ ସହଭାଗିତାରେ ଗାଡ଼ି ଚାଳନା

ବିଭିନ୍ନ ପ୍ରକଳ୍ପ ପାଇଁ ୫ ବଡ଼ ନିଷ୍ପତ୍ତି, ୩୧ ମାର୍ଚ୍ଚ ପୂର୍ବରୁ ସରିବ ସବୁ କାମ

ଭୁବନେଶ୍ୱର : ପୃଥ୍ୱୀରାଜ ହରିଚନ୍ଦନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ବିଭିନ୍ନ ପ୍ରକଳ୍ପ ଓ ସଂସ୍କାର ପାଇଁ ୫ ବଡ଼ ନିଷ୍ପତ୍ତି । ୧୫ ଦିନରେ ନୂଆ ନିୟମ! ଶ୍ରମିକ ଓ ସାମଗ୍ରୀ ପାଇଁ ରହିବ ସମାନ ଦର । ଭୁବନେଶ୍ୱର ଟ୍ରାଫିକ ସମସ୍ୟାର ହେବ ସମାଧାନ। ନନ୍ଦନକାନନ ପାଇଁ ନୂଆ ରାସ୍ତା। ୩୧

୧୭୦ ଟଙ୍କା ପକାଇ ୧ ଲକ୍ଷ ୪୪ ହଜାର ଟଙ୍କା ସହ ସୁନା ଗହଣା ଲୁଟ୍

ବାଲୁଗାଁ : ୧୭୦ ଟଙ୍କା ନୋଟ ପକାଇ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ । ଏହାସହ ୬୦ ଗ୍ରାମର ସୁନା ଗହଣା ଲୁଟ କରିଛନ୍ତି ଦୁର୍ବୃତ୍ତ । ରାସ୍ତା ଉପରେ ୧୦, ୨୦ ଓ ୫୦ ଟଙ୍କିଆ ନୋଟ ପକାଇ ଲୁଟି ନେଲେ ଲକ୍ଷ ଲକ୍ଷ ଟଙ୍କା ସହିତ ସୁନା ଗହଣା । ୧ ଲକ୍ଷ ୪୪ ହଜାର ଟଙ୍କା ସହ ୬୦ ଗ୍ରାମ ସୁନା ଗହଣା ଲୁଟ

ରାଜ୍ୟସଭା ନିର୍ବାଚନ: ହୁଇପ୍ ଜାରି କଲା ବିଜେଡି ଓ କଂଗ୍ରେସ

ଭୁବନେଶ୍ବର: ରାଜସଭା ନିର୍ବାଚନରେ କିଏ କାହାକୁ ଦେବ ଭୋଟ ? ହେବ କି କ୍ରସ୍ ଭୋଟିଂ ? ଏବେଠୁ ହେଲାଣି ବିରୋଧୀଙ୍କ ଛାତି ଧଡ଼ଧଡ଼। ଅସନ୍ତୁଷ୍ଟ ବିଧାୟକ ଧାଡ଼ି ଭାଙ୍ଗି ଯିବେନି ତ ? ଏହି ଭିତରେ ବିଧାୟକଙ୍କୁ ଏକ କରିବାକୁ ପ୍ରଦେଶ କଂଗ୍ରେସ ହ୍ବିପ୍ ଜାରି କରିଛି। ଏନେଇ କଂଗ୍ରେସ ସଭାପତି ଭକ୍ତ

ଓଡିଶା ସହ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବ ଅମୃତ ଭାରତ ଟ୍ରେନ

ଭୁବନେଶ୍ବର: ଓଡିଶାରେ ରେଳ ସଂଯୋଗୀକରଣକୁ ଅଧିକରୁ ଅଧିକ ଗୁରୁତ୍ବ ଦେଇ କେନ୍ଦ୍ର ସରକାର ଓଡିଶା ସହିତ ଆସାମ ଓ ତେଲେଙ୍ଗାନାକୁ ସଂଯୋଗ କରିବା ପାଇଁ ଏକ ନୂଆ ଅମୃତ ଭାରତ ଟ୍ରେନ ସେବା ଆରମ୍ଭ କରିବାକୁ ଅନୁମୋଦନ ଦେଇଛନ୍ତି । ଏହା ସହିତ ଦୁଇଟି ସ୍ବତନ୍ତ୍ର ରେଳସେବାକୁ ନିୟମିତ ରେଳସେବାରେ ପରିଣତ

ବ୍ରହ୍ମପୁରରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ: ଛାତି ଉପରେ ପଡ଼ିଛି ପଥର ଶିଳ, ହତ୍ୟା ନା ଆତ୍ମହତ୍ୟାକୁ ନେଇ ରହସ୍ୟ

ବ୍ରହ୍ମପୁର : ବ୍ରହ୍ମପୁର ସହରର ସିଦ୍ଧାର୍ଥ ନଗର ଦ୍ୱିତୀୟ ଗଳିରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ମହିଳା ଜଣକ ହେଲେ ଅଶାନ୍ତି ସେଠୀ। ଆଜି ସକାଳେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁର କାରଣକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ATM କାଉଣ୍ଟରରେ ପଶିଲା ବାରହା, ଗ୍ରାହକ ନାକେଦମ

ଆଠଗଡ : ATM ଭିତରେ ବାରହା । ଘଉଡ଼ାଇବା ପାଇଁ ବନ ବିଭାଗ ସହ ସ୍ଥାନୀୟ ଲୋକେ ନାକେଦମ । ଆଠଗଡ଼ ରେଞ୍ଜ ଅନ୍ତର୍ଗତ ମାଧପୁର ନିକଟରେ ଥିବା ATM ଭିତରେ ଏକ ବାରହା ପଶିଯିବା ପରେ ଏଭଳି ଦୁଶ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରଥମେ ବାରହାଟି ସ୍ଥାନୀୟ ଜଙ୍ଗଲ କଡରେ ଥିବା ଏକ ପରିତ୍ୟକ୍ତ