Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ, ଟ୍ରାଫିକ୍ କଟକଣା ଜାରି କଲେ ପୋଲିସ କମିଶନର
ଭୁବନେଶ୍ଵର: ଆସନ୍ତାକାଲି ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା । ରଥଯାତ୍ରା ପରେ ଆସନ୍ତା ୦୯ ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା। ଏହାକୁ ଦୃଷ୍ଟିରେ ରଖି ପୋଲିସ କମିଶନରେଟ ପକ୍ଷରୁ ସର୍ବସାଧାରଣଙ୍କ ଲାଗି ଟ୍ରାଫିକ୍!-->…
ଏଣିକି କ୍ୟାପିଟାଲ ହସ୍ପିଟାଲରୁ SCBକୁ ଗଡ଼ିବ ‘ଆମ ବସ୍’
ଭୁବନେଶ୍ୱର : ‘ଆମ ବସ’ ଯୋଜନାରେ ପୁଣି ଯୋଡ଼ି ହୋଇଛି ୪୦ଟି ଇ-ବସ୍ । ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲରୁ କଟକ SCB ମେଡିକାଲ ଯିବା ପାଇଁ ସରକାର ଗଡାଇବେ ଇ-ବସ୍ । ରୋଗୀ କିମ୍ବା ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ସହାୟକ ହେବ ‘ଆମ ବସ୍’ ର ନୂଆ ରୁଟ୍ । ଏହା ଦ୍ୱାରା ଆଉ ଯାତାୟତ ପାଇଁ!-->…
ୱାକଫ୍ ବିଲ୍ ଭୋଟିଂରେ ବିଜେଡିର ଦ୍ବିମତ: ଉଷ୍ମ ହେଲା ରାଜ୍ୟ ରାଜନୀତି
ଭୁବନେଶ୍ବର: କେନ୍ଦ୍ରସରକାରଙ୍କ ଦ୍ବାରା ସଂସଦର ଉଭୟ ଗୃହରେ ପାରିତ ହୋଇଯାଇଛି, ବିବାଦୀୟ ଓ୍ବାକଫ୍ (ସଂଶୋଧିତ) ବିଲ୍ । ଉଭୟ ଗୃହରେ ବିଜେପି ନେତୃତ୍ବାଧିନ ଏନଡିଏ ସରକାର ବହୁମତ ହାସଲ କରିଛି । କିନ୍ତୁ ଗତ ଦୁଇ ଦିନ ଧରି ଓ୍ବାକଫ୍ ବିଲକୁ ନେଇ ଚାଲିଥିବା ମହାସମରରେ ସମସ୍ତଙ୍କୁ ବଡ ଝଟକା!-->…
ମେଘନାଦ ପାଚେରୀରେ ମଗରମୁଣ୍ଡ ଭାଙ୍ଗିବା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ
ପୁରୀ: ଶ୍ରୀମନ୍ଦିର ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି । ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ମେଘନାଦ ପାଚେରୀରେ ନାଳ କାର୍ଯ୍ୟ ଶ୍ରୀମନ୍ଦିର ୱାର୍କସ୍ ଡିପାର୍ଟମେଣ୍ଟ କରୁଥିବା ବେଳେ ମଗରମୁଣ୍ଡ ଭାଙ୍ଗିଯାଇଥିବା ଜଣାପଡ଼ିଛି । ଯାହାକୁ!-->…
ରାଜଧାନୀରେ ଡବଲ୍ ଏନକାଉଣ୍ଟର, ପୋଲିସ ଗୁଳିରେ ୨ କୁଖ୍ୟାତ ଅପରାଧୀ ଆହତ
ଭୁବନେଶ୍ୱର : ଫ୍ଲାୱାର ସମଝେ କ୍ୟା । ପୋଲିସ କମିଶନରଙ୍କ ମୁହଁରେ ପୁଷ୍ପା ଫିଲ୍ମର ଡାଇଲଗ । ଦୁଇ ଦୁଇ ଲୁଟେରାଙ୍କୁ ଏନକାଉଣ୍ଟର ପରେ ପୋଲିସ କମିଶନରଙ୍କ ଚେତାବନୀ । ଏନାକାଉଣ୍ଟର ମାଧ୍ୟମରେ ଲୁଟେରାଙ୍କୁ କଡା ଜବାବ। ଏବେ ନସୁଧୁରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି!-->…
ବଢ଼ିଲା ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧି
ଭୁବନେଶ୍ୱର : ସଚିବ ଓ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ଗସ୍ତ ଅବଧିକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଏପ୍ରିଲ ୩୦ ଯାଏଁ ଏହି ଅବଧିକୁ ବଢ଼ାଇଛନ୍ତି ସରକାର । ଏହି ସମୟ ମଧ୍ୟରେ ବରିଷ୍ଠ ଅଧିକାରୀମାନେ ନିର୍ଦ୍ଧାରିତ ଜିଲ୍ଲାକୁ ଅତି କମରେ ୨ ଦିନ ପାଇଁ ଗସ୍ତ କରିବେ। ସେଠାରେ ଗୋଟିଏ ରାତି!-->…
ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସହାୟକ ହେଉଛି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’
କୋଏଲ ନଗର ଠାରେ ଅନୁଷ୍ଠିତ ହେଲା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ରାଉରକେଲା : ରାଉରକେଲା ମହାନଗର ନିଗମ ଏବଂ ଜିଲ୍ଲା ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ କୋଏଲ ନଗର ସ୍ଥିତ କଲ୍ୟାଣ ମଣ୍ଡପରେ 'ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ' ଅନୁଷ୍ଠିତ!-->!-->!-->…
ରାୟଗଡ଼ା ଉତ୍କଳ ଆଲୁମିନା ପକ୍ଷରୁ ଜିଲ୍ଲାର ବିଦ୍ୟାଳୟ ଗୁଡିକୁ ଡେସ୍କ ବେଞ୍ଚ ପ୍ରଦାନ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଉତ୍କଳ ଆଲୁମିନା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡ଼, ଆଦିତ୍ୟ ବିର୍ଲା ଗ୍ରୁପ୍ର ଶତପ୍ରତିଶତ ସହଯୋଗୀ କମ୍ପାନୀ ପକ୍ଷରୁ ରାୟଗଡା ଜିଲ୍ଲାରେ ଶିକ୍ଷା ଭିତ୍ତିଭୂମି ବିକାଶ ପାଇଁ ସହାୟତାର ହାତ ବଢାଯାଇଅଛି । ସମ୍ପ୍ରତି ଜିଲ୍ଲା ପ୍ରଶାସନ ଅନୁରୋଧ!-->…
ୱାକଫ୍ ବିଲ୍: ବିବେକ ଅନୁସାରେ ଭୋଟ୍ ଦେବାକୁ ନିଷ୍ପତ୍ତି ନେଲା ବିଜେଡି
ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନର ଆଉ ଦୁଇ ଦିନ ବାକି ଥିବା ବେଳେ ଗୁରୁବାର ରାଜ୍ୟସଭାରେ ଓ୍ୱାକଫ୍ (ସଂଶୋଧନ) ବିଲ୍ ଉପସ୍ଥାପନ ହୋଇଛି। ଏହାପୂର୍ବ ଦିନ ଲୋକସଭାରେ ୧୨ ଘଣ୍ଟାର ଜୋରଦାର ଆଲୋଚନା ପରେ ପାସ ହୋଇଥିଲା। ଏବେ ରାଜ୍ୟସଭାରେ ଏହାର ଭାଗ୍ୟ ନିର୍ଣ୍ଣୟ ହେବ। !-->…
ପାରମ୍ପରିକ ହସ୍ତତନ୍ତ ପୋଷାକ ପିନ୍ଧିଲେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟର କର୍ମଚାରୀ
ଭୁବନେଶ୍ବର: ଓଡ଼ିଆ ପକ୍ଷ ଅବସରରେ ଗୁରୁବାର ଦିନ 'ଆମ ପୋଷାକ ଆମ ପରିଚୟ' ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏହାର ଅନୁପାଳନ ପୂର୍ବକ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ପାରମ୍ପରିକ ହସ୍ତତନ୍ତ ପୋଷାକ ପରିଧାନ କରିଛନ୍ତି।
ରାଜ୍ୟ ସରକାର!-->!-->!-->…