Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହାୟତା ନେବ ଏସ୍ଟିଏଫ୍;୩ ଓରାଙ୍ଗଉଟାନଙ୍କୁ ରକ୍ତହୀନତା
ଭୁବନେଶ୍ବର : ଭୋଗରାଇରୁ ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଏସ୍ଟିଏଫ୍କୁ ଆଉ ଏକ ସୁରାକ୍ ମିଳିଛି। ଓରାଙ୍ଗଉଟାନ ଚାଲାଣ ଚେର ବିଦେଶକୁ ଲମ୍ବିଛି। ଇଣ୍ଡୋନେସିଆରୁ ବାଂଲାଦେଶ, ଭାରତରୁ ଥାଇଲ୍ୟାଣ୍ଡ ପର୍ଯ୍ୟନ୍ତ ଲମ୍ବିଛି ସାମ୍ରାଜ୍ୟ। ବିଦେଶରେ ରହି ମାଫିଆ ପରିଚାଳିତ କରୁଥିବା ତଦନ୍ତରୁ!-->…
ପୁରୀରେ ଖଜା ଦୋକାନରେ ଚଢାଉ ; ବାସୀ ଚିନି ଶିରା, ନିମ୍ନମାନର ପାମୋଲିନ ତେଲର ହେଉଛି ବ୍ୟବହାର
ପୁରୀ : ଖଜା ଦୋକାନରେ ଚଢାଉ। ଗୁରୁବାର ସକାଳୁ ସକାଳୁ ପୁରୀର କେତେକ ଖଜା ଓ ଗଜା ଦୋକାନରେ ଚଢାଉ କରାଯାଇ ଜୋରିମାନା ଆଦାୟ କରାଯାଇଛି। ଖଜା ଓ ଗଜା ପ୍ରସ୍ତୁତି କେନ୍ଦ୍ରରେ ଖାଦ୍ୟ ନିରାପତ୍ତା ଅଧିକାରୀ ଏବଂ ପୁଲିସ ମିଳିତ ଭାବେ ଏହି ଚଢାଉ କରିଛନ୍ତି। ଚଢାଉ ସମୟରେ ଜଣାପଡ଼ିଛି ଖଜା ନିମ୍ନମାନର!-->…
ଉତ୍ତର ଥାଇଲାଣ୍ଡରେ ଘୂର୍ଣ୍ଣିବଳୟ, ୧୯ରେ ଲଘୁଚାପ ; ୧୯ରେ ବାତ୍ୟା ଆକଳନ: ଆଇଏମ୍ଡି
ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଚର୍ଚ୍ଚା ଭିତରେ ଉତ୍ତର ଥାଇଲାଣ୍ଡ ଉପରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। କିନ୍ତୁ ସମ୍ଭାବ୍ୟ!-->…
ବିଶ୍ବ ଦକ୍ଷତା କେନ୍ଦ୍ରକୁ ନିତି ଆୟୋଗର ପ୍ରଶଂସା
ଭୁବନେଶ୍ବର: ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଓ ଆର୍ଥିକ ପ୍ରଗତି ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଲକ୍ଷ୍ୟ ହାସଲରେ ଦକ୍ଷତା ବିକାଶ କ୍ଷେତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଭୁବନେଶ୍ୱରଠାରେ ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ବିଶ୍ୱ ଦକ୍ଷତା!-->…
ସାରା ରାଜ୍ୟରେ ବିଶ୍ୱକର୍ମା ପୂଜା ଆନନ୍ଦ ଉତ୍ସାହର ସହ ପାଳିତ
ଭୁବନେଶ୍ବର : ଆଜି ପବିତ୍ର ବିଶ୍ୱକର୍ମା ପୂଜା। ଶାସ୍ତ୍ର ଅନୁଯାୟୀ ବିଶ୍ୱକର୍ମାଙ୍କୁ ଦୁନିଆର ପ୍ରଥମ ଯନ୍ତ୍ରୀ ଏବଂ ବାସ୍ତୁକାରକ ବୋଲି କୁହାଯାଏ। ଏହି ପୂଜାର ନିତୀ ସୂର୍ଯ୍ୟଦେବତାଙ୍କୁ ଦର୍ଶନ କରି କରାଯାଏ।ମାନ୍ୟତା ଅନୁଯାୟୀ ପୌରାଣିକ କାଳରେ ଦେବତା ମାନଙ୍କ ଅସ୍ତ୍ରଶସ୍ତ୍ର , ମହଲ ମାନଙ୍କର!-->…
ହାଇକୋର୍ଟରେ ଓସିଏ ନିର୍ବାଚନ ମାମଲା,ସତ୍ୟପାଠ ଦାଖଲ
କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ ) କର୍ମକର୍ତ୍ତା ନିର୍ବାଚନ ବିଳମ୍ବକୁ ନେଇ ଦାୟର ମାମଲାରେ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି। ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତିଙ୍କ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଛି।ଓସିଏ କର୍ମକର୍ତ୍ତାଙ୍କ ନିର୍ବାଚନ ବିଳମ୍ବ ହେଉଥିବା ଦର୍ଶାଇ!-->…
ଓଡ଼ିଶା ଡିଜିପି ଚୟନ ମାମଲା: ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଲେ ଆଡଭୋକେଟ୍ ଜେନେରାଲ୍, ପରବର୍ତ୍ତୀ…
ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଚୟନ ଓ ନିଯୁକ୍ତିକୁ ନେଇ ମାମଲା ସୁପ୍ରିମକୋର୍ଟରେ ଥିବା ବେଳେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷ ରଖିଛନ୍ତି। ସେ ଦର୍ଶାଇଛନ୍ତି ଯେ ପୁଲିସ ମହାନିର୍ଦ୍ଦେଶକ!-->…
୨.୨୦ କୋଟି ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ଅସୀମ ମଣ୍ଡଳଙ୍କ ଆତ୍ମସମର୍ପଣ
ବିଶ୍ରା : ଝାଡ଼ଖଣ୍ଡରେ ମାଓବାଦୀ ବିରୋଧୀ ଅଭିଯାନ ଜୋରଦାର ହେବା ପରେ ମାଓବାଦୀ ସଂଗଠନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଝାଡ଼ଖଣ୍ଡର ଏକମାତ୍ର ଏକ କୋଟି ଟଙ୍କାର ପୁରସ୍କାର ଘୋଷିତ ମାଓବାଦୀ ଅସୀମ ମଣ୍ଡଳ ଓରଫ ଆକାଶ, ତିମିର, ମନୋଜ, ଦୀପକ ଓ ରାକେଶ ଆଜି ସକାଳେ କୋଲକାତା STF ସମ୍ମୁଖରେ!-->…
ଯୁବବର୍ଗଙ୍କୁ ବ୍ୟାପକ ଭାବେ ସମାଜସେବା ଓ ରାଷ୍ଟ୍ର ନିର୍ମାଣରେ ବ୍ରତୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଭୁବନେଶ୍ୱର: "ରକ୍ତଦାନ କରି ଗୋଟିଏ ଜୀବନ ବଞ୍ଚାଇବାର ଅନୁଭବ ଆମର ଉଚ୍ଚ ମାନବୀୟ ମୂଲ୍ୟବୋଧର ପରିଚୟ ପ୍ରଦାନ କରିଥାଏ। ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତର କୌଣସି ବିକଳ୍ପ ନାହିଁ ଏବଂ ଏହା କୌଣସି କାରଖାନାରେ ତିଆରି ହୋଇପାରିବ ନାହିଁ," ବୋଲି 'ସେବା ସଂକଳ୍ପ ଅଭିଯାନ' ଅବସରରେ ୟୁନିଟ-୩!-->…
ଚାଲାଣ କରୁଥିଲେ, ଧରାପଡ଼ିଗଲେ ୪ଜଣ, ୫୫ଟି ଜୀବନ୍ତ କଇଁଛ ଉଦ୍ଧାର
ମାଲକାନଗିରି : ବେଆଇନ ଭାବେ ବନ୍ୟଜନ୍ତୁ ଚାଲାଣ ହେଉଥିବା ନେଇ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ମାଲକାନଗିରି ବନ ବିଭାଗ ଓ ମୋଟୁ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ୫୫ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏହି ଘଟଣାରେ ୪ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଛି।ସୂଚନା!-->…