Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ରିମାଣ୍ଡରେ ଯିବେ ରାଜା ଚକ୍ର, କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ
ଭୁବନେଶ୍ୱର: ରିମାଣ୍ଡରେ ଯିବେ ରାଜା ଚକ୍ର। ୫ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ଜେଲ୍ରେ ଅଛନ୍ତି ବିଜେଡି ନେତା ରାଜା।
ରିମାଣ୍ଡରେ ଆଣି ଇଓଡବ୍ଲୁ ଅଧିକ ପଚରାଉଚରା କରିବ। ଗନ୍ଧମାର୍ଦ୍ଦନ!-->!-->!-->…
ଇଗ୍ନୌ ବି.ଇଡି. ପ୍ରବେଶିକା ପରୀକ୍ଷାରେ ଦୁର୍ନୀତିର ଗନ୍ଧ, ଆଶାୟୀ ମହଲରେ ତୀବ୍ର ଅସନ୍ତୋଷ
ଭୁବନେଶ୍ୱର : ପୃଥିବୀର ସର୍ବଶ୍ରେଷ୍ଠ ବିଶ୍ଵ ବିଦ୍ୟାଳୟ ଭାବେ ଖ୍ୟାତି ଲାଭ କରିଥିବା ଆମ ଦେଶର ଅନ୍ୟତମ ସ୍ୱନାମଧନ୍ୟ ଇନ୍ଦିରା ଗାନ୍ଧୀ ମୁକ୍ତ ଜାତୀୟ ବିଶ୍ଵ ବିଦ୍ୟାଳୟ ବା ଇଗ୍ନୌ । ୧୯୮୫ ମସିହାରୁ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ, ଅଦ୍ୟାବଧି ୩୩୩ ଟି ଶୈକ୍ଷିକ ପାଠ୍ୟକ୍ରମ ସହ!-->…
ହେମା ମାଳିନୀଙ୍କ ନାଁରେ ଥାନାରେ ଏତଲା
ଭୁବନେଶ୍ଵର: ବଲିଉଡ଼ର ଡ୍ରିମ୍ ଗର୍ଲ ତଥା ବିଜେପି ନେତ୍ରୀ ହେମା ମାଳିନୀଙ୍କ ନାଁରେ ପୁରୀ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ କରିଛି ଶ୍ରୀଜଗନ୍ନାଥ ସେନା। ହେମା ମାଳିନୀ ପୈତୃକ ଭାବେ ମୁସଲମାନ ଧର୍ମର। ବିବାହ ପରେ ମଧ୍ୟ ସେ ନିଜ ଧର୍ମ ପରିବର୍ତ୍ତନ କରି ନାହାନ୍ତି ବୋଲି ସେନା ଅଭିଯୋଗ!-->…
ଭୁବନେଶ୍ଵରରେ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର
ଭୁବନେଶ୍ଵର: ଭୁବନେଶ୍ଵରରେ ପହଞ୍ଚିଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ପାର୍ଥିବ ଶରୀର। ସ୍ଵତନ୍ତ୍ର ବିମାନ ଯୋଗେ ଦିଲ୍ଲୀରୁ ଆସି ଭୁବନେଶ୍ଵରରେ ପହଞ୍ଚିଛି। ବିମାନ ବନ୍ଦରରେ ତାଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି। ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ ପାଇଁ!-->…
ମାର୍ଚ୍ଚ ୨୧ରୁ କଳିଙ୍ଗ ସାହିତ୍ୟ ମହୋତ୍ସବ
ଭୁବନେଶ୍ବର: ମାର୍ଚ୍ଚ ୨୧ରୁ କଳିଙ୍ଗ ସାହିତ୍ୟ ମହୋତ୍ସବ ଆରମ୍ଭ ହେବ। ଏଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୪୦୦ ରୁ ଉର୍ଦ୍ଧ ଲେଖକ ସାମିଲ ହେବେ । ଏହାସହ ନେପାଳ, ଭୁଟାନ, ଶ୍ରୀଲଙ୍କା, ଇଣ୍ଡୋନେସିଆ ସହ ଜାପାନ, ବୁଲଗାରିଆ ଓ ନେଦରଲାଣ୍ଡ ଭଳି ୧୨ ଦେଶରୁ ପ୍ରାୟ ୭୦ ରୁ!-->…
୨୦୨୪ ଓଡ଼ିଶା ନିର୍ବାଚନ: ସରକାର ଖର୍ଚ୍ଚ କରିଥିଲେ ୧୧୫ କୋଟି ଟଙ୍କା
ଭୁବନେଶ୍ୱର,୧୭।୩: ୨୦୨୪ ରେ ଓଡ଼ିଶାରେ ଏକକାଳୀନ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମୟରେ ରାଜ୍ୟ ସରକାର ଗାଡ଼ି ଏବଂ ସାଉଣ୍ଡ ସିଷ୍ଟମ ଭଡା ଏବଂ ତମ୍ବୁ ଏବଂ ବ୍ୟାରିକେଡ୍ ଲଗାଇବା ପାଇଁ ୧୧୫ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର!-->!-->!-->…
ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ରମାକାନ୍ତ ରଥଙ୍କ ଶେଷକୃତ୍ୟ ସମ୍ପନ୍ନ
ପୁରୀ: ବିଶିଷ୍ଟ କବି, ଅବସରପ୍ରାପ୍ତ ପ୍ରଶାସକ ରମାକାନ୍ତ ରଥଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି | ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦାରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି | ପୁଅ ପିନାକୀ ରଥ ମୁଖାଗ୍ନି ଦେଇଥିବାବେଳେ ଶେଷକୃତ୍ୟରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ | ଆଜି!-->…
ରାଜ୍ୟରେ ପ୍ରଶାସନିକ ଅଧିକାରୀଙ୍କ ଘୋର ଅଭାବ: ୬୭ ଆଇଏଏସ୍, ୬୯ ଆଇପିଏସ୍, ୨୫୩ ଓଏଏସ୍ ପଦବୀ ଖାଲି
ଭୁବନେଶ୍ବର: ରାଜ୍ୟରେ ପ୍ରଶାସନିକ ସେବା କ୍ଷେତ୍ରରେ ଅନେକ ପ୍ରମୁଖ ଅମଲାତାନ୍ତ୍ରିକ ପଦବୀ ଖାଲି ପଡ଼ିଥିବାରୁ ଓଡ଼ିଶା ସରକାର ଏକ ଗମ୍ଭୀର ପ୍ରଶାସନିକ ସଙ୍କଟରେ ପଡ଼ିଥିବା ପରି ମନେ ହେଉଛି। ଓଡ଼ିଶା ବିଧାନସଭାରେ ଏହି ଚିନ୍ତାଜନକ ପରିସ୍ଥିତି ପ୍ରକାଶ ପାଇଛି।ମୁଖ୍ୟମନ୍ତ୍ରୀ ମୋହନ ମାଝୀ!-->…
ଏସ୍ସିବିରେ ଯୋଡ଼ାହେଲା କଟା ଗୋଡ଼: ଦୁର୍ଘଟଣାରେ ବାଳିକାଙ୍କ ଗୋଡ଼ ଛିଣ୍ଡିଥିଲା, ଦେବଦୂତ ସାଜିଲେ ଆମ୍ବୁଲାନ୍ସ ଚାଳକ
କଟକ : ଦୁର୍ଘଟଣାରେ ଛିଣ୍ଡିଗଲା ନାବାଳିକାଙ୍କ ଗୋଡ଼। ହେଲେ ଜଣେ ଆମ୍ବୁଲାନ୍ସ ଚାଳକ, ବଡ଼ସାହି ବିଧାୟକ ଓ ଏସ୍ସିବି ମେଡିକାଲର ଡାକ୍ତରୀଦଳଙ୍କ ଉଦ୍ୟମରୁ ନାବାଳିକା ଜଣକ ନିଜ ଗୋଡ଼ ହରାଇବାରୁ ବର୍ତ୍ତି ଯାଇଛନ୍ତି। ଡାକ୍ତରଖାନାରେ ସଫଳତାର ସହ ତାଙ୍କ କଟା ଗୋଡ଼କୁ ଯୋଡ଼ି ଦିଆଯାଇଛି।ସୂଚନା!-->…
ଆଗାମୀ ୨ ଦିନ ପାଇଁ ୬ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ: ସତର୍କ ସୂଚନା ଜାରି
ଭୁବନେଶ୍ୱର: ଆଗାମୀ ଦୁଇ ଦିନ ପାଇଁ ଓଡ଼ିଶାର ୬ଟି ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ୬ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ତେଣୁ ଆଞ୍ଚଳିକ!-->…