Browsing Category

ଓଡିଶା

ବାଲେଶ୍ୱର ଘଟଣା: ରାଜ୍ୟ ସରକାରଙ୍କୁ କଂଗ୍ରେସର ତୀବ୍ର ସମାଲୋଚନା, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର: ବାଲେଶ୍ୱରର ଚର୍ଚ୍ଚିତ ଘଟଣାକୁ ନେଇ ଶାସକ ବିଜେପି ଉପରେ ବର୍ଷିଛି କଂଗ୍ରେସ। ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଆଜି କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା

ବିଜେଡି ମା’ ଓ ଭଉଣୀଙ୍କ ସୁରକ୍ଷା ପାଇଁ ସ୍ବର ଉଠାଇବା ଜାରି ରଖିବ: ନବୀନ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବା ନେଇ ବିଜେପିକୁ ଘେରିଛନ୍ତି ବିରୋଧୀ। ନାରୀ ସୁରକ୍ଷାକୁ ପ୍ରସଙ୍ଗ କରି ଗର୍ଜୁଛନ୍ତି ବିରୋଧୀ। ରାଜ୍ୟର ବିଭିନ୍ନ ସ୍ଥାନରୁ ମହିଳାଙ୍କୁ ନେଇ ଆସିଥିବା ଅଭାବନୀୟ ଘଟଣା ପ୍ରସଙ୍ଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୋଭ

ଏଫ ଏମ କଲେଜ ପିଡ଼ିତା ମାମଲାର ଶୁଣାଣି, ଏସଆଇଟି ଗଠନ କରି ତଦନ୍ତର ଆବଶ୍ୟକତା ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ହାଇକୋର୍ଟରେ ଏଫ ଏମ କଲେଜ ପିଡ଼ିତା ମାମଲାର ଶୁଣାଣି । ବର୍ତ୍ତମାନ ପରିସ୍ଥିତିରେ ଏସଆଇଟି ଗଠନ କରି ତଦନ୍ତ କରିବାର ଆବଶ୍ୟକତା ନଥିବା କହିଲେ ହାଇକୋର୍ଟ। କ୍ରାଇମବ୍ରାଞ୍ଚ ସ୍ୱତନ୍ତ୍ର ଉଇଙ୍ଗର ତଦନ୍ତରେ ସନ୍ତୋଷ ବ୍ୟକ୍ତ କଲେ ହାଇକୋର୍ଟ । ମାମଲାରେ ପକ୍ଷଭୁକ୍ତ ଥିବା ଅନ୍ୟ

ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ ଅଟକ

ବାଲେଶ୍ବର: ପୁଣି ବାଲେଶ୍ବରରେ ଏଫଏମ୍ କଲେଜ ଘଟଣାର ପୁନରାବୃତ୍ତି ହୋଇଛି । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସାଦାଚରଣ ଅଭିଯୋଗରେ ବିଦ୍ୟାଳୟର ଗଣିତ ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକଙ୍କୁ ଅଟକ ରଖିଛି ପୋଲିସ । ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା

ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦୁର୍ନୀତି ବିରୁଦ୍ଧରେ କଡା ଆଭିମୁଖ୍ୟ ଜାରି ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁର ଜିଲ୍ଲା ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ପୂର୍ବତନ ମେଡିକାଲ ଅଫିସର ଡାକ୍ତର କରୁଣାକର ରାଉତଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ଡାକ୍ତର ରାଉତ ବର୍ତ୍ତମାନ ଭଦ୍ରକ

ଯାଞ୍ଚ ହେବ ଚାଷୀଙ୍କ e-KYC, ପଞ୍ଜିକରଣକୁ ସରଳୀକରଣ କଲେ ରାଜ୍ୟ ସରକାର

ଭୁବନେଶ୍ବର : ନକଲି ଚାଷୀ ଖୋଜିବେ ସରକାର । ଚାଷୀଙ୍କ ଇ-କେୱାଇସି ଯାଞ୍ଚ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ଚଳିତ ଥର ଖରିଫ ଧାନ ବିକିବାକୁ ପଞ୍ଜିକରଣ ବେଳେ ଚାଷୀ କରିବେ

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଲେ ଦିଲୀପ ରାୟ

ଭୁବନେଶ୍ୱର: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ମାମଲାରେ କୋର୍ଟରେ ଶୁଣାଣି ହେବା ପୂର୍ବରୁ ସେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଭେଟିଛନ୍ତି। ସୂଚନା ଅନୁସାରେ, ସେ ସକାଳେ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ

ବନ୍ୟ ଘୁଷୁରୀ ଶିକାର ଅଭିଯୋଗରେ ୧୧ ଗିରଫ, ୪୩ କେଜି ମାଂସ ଜବତ

ମାଲକାନଗିରି: ବନ୍ୟଜନ୍ତୁ ଶିକାର ଅଭିଯୋଗରେ ମାଲକାନଗିରି ଜିଲ୍ଲାର ସାରକୁବନ୍ଧା ଗ୍ରାମରୁ ୧୧ ଜଣଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବନ ବିଭାଗ ଓ ରାଜସ୍ୱ ବିଭାଗର ଏକ ମିଳିତ ଟିମ୍ ଏହି ଚଢ଼ାଉ କରିଥିଲା। ମିଳିଥିବା ସୂଚନା

ଯାତ୍ରା ମଞ୍ଚରେ ସାପ ଖେଳ, ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ

ଯାଜପୁର : ଯାତ୍ରା ମଞ୍ଚରେ ସାପ ଖେଳ। ତୁଳସୀ ଗଣନାଟ୍ୟ ମଞ୍ଚରେ ଦେଖିବାକୁ ମିଳିବ ଅଜଗର ସାପ ।  ଏକ ନାଟକରେ ମଞ୍ଚରେ ସାପକୁ ଧରି କଳାକାର ଅଭିନୟ କରୁଥିବାର ଦୃଶ୍ୟ ଏବେ ସାମ୍ନାକୁ ଆସିଛି। ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ନିକଟ ଆଖଡାଶାଳରେ ଚାଲିଥିବା ଫାଇନାଲ ବିଜିଏମରେ ଏହି ଦୃଶ୍ୟ

NCERT ପାଠ୍ୟପୁସ୍ତକରୁ ପାଇକ ବିଦ୍ରୋହ ବାଦ ପ୍ରସଙ୍ଗ, ଉଦବେଗ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ

ଭୁବନେଶ୍ୱର : NCERT ଅଷ୍ଟମ ଶ୍ରେଣୀ ନୂଆ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ Exploring Society: India and Beyond”ରୁ ଓଡ଼ିଶାର ଐତିହାସିକ ପାଇକ ବିଦ୍ରୋହକୁ ବାଦ ଦେଇଛି । ପାଇକ ବିଦ୍ରୋହ ବିଷୟ ହଟିବା ପ୍ରସଙ୍ଗରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ