Browsing Category

ଓଡିଶା

ହୋଲି ଖେଳକୁ କେନ୍ଦ୍ର କରି ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ଜଗତପୁର ଓ ବାରଙ୍ଗରେ ଗୋଷ୍ଠୀ ସଂଘର୍ଷ

ହୋଲି ଖେଳକୁ କେନ୍ଦ୍ର କରି କଟକ ଜଗତପୁରରେ ଦୁଇ ସାହି ଭିତରେ ହୋଇଛି ଗଣ୍ଡଗୋଳ । ଢେଲା ପଥର ମାଡ଼ରେ ଜଣେ ଗୁରୁତର ହୋଇଛନ୍ତି । ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଁଚି ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ ଚଳାଇଛି ।ସେହିପରି ବାରଙ୍ଗରେ ଗୋଷ୍ଠୀ

ପୁରୀରେ ମହାପ୍ରଭୁଙ୍କ ଦର୍ଶନ କଲେ ହେମା ମାଳିନୀ

ଭୁବନେଶ୍ୱର: ଅଭିନେତ୍ରୀରୁ ରାଜନେତା ପାଲଟିଥିବା ହେମା ମାଳିନୀ ଶନିବାର ହୋଲି ଅବସରରେ ପୁରୀ ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି, ପୁରୀରେ ହୋଲି ପାଳନ କରି ନିଜକୁ ଧନ୍ୟ ମନେ କରୁଛି। ସୁବ୍ୟବସ୍ଥା ପାଇଁ ମୁଁ ଓଡ଼ିଶା

ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ, ୩ଟି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଅସହ୍ୟ ଖରାରେ ସିଝୁଛି ରାଜ୍ୟ। ଉପକୂଳରୁ ଉପାନ୍ତ ସବୁଠି ଖରାର ପ୍ରକୋପ । ୧୮ ତାରିଖ ଯାଏ ତାତିରୁ ନାହିଁ ନିସ୍ତାର। ଭୀଷଣ ହିଟ ୱେଭ ନେଇ ଆଜି ୩ଟି ଜିଲ୍ଲା ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡିକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ହିଟୱେଭ ନେଇ ୪ ଜିଲ୍ଲା ସୁନ୍ଦରଗଡ଼,

ଝିଅ ଘର ସାମ୍ନାରେ ଚାଲିଗଲା ବାପା, ମା’ ଓ ଭାଇର ଜୀବନ

କେନ୍ଦୁଝର: ହୋଲିରେ ବଡ଼ ଅଘଟଣ। ମର୍ମନ୍ତୁଦ ଦୁର୍ଘଟଣାରେ ନିଶ୍ଚିନ୍ନ ହୋଇଗଲା ପରିବାର। ଝିଅ ଘର ସାମ୍ନାରେ ଟ୍ରକ ଧକ୍କାରେ ଚାଲିଗଲା ବାପା, ମାଆ ସମେତ ପୁଅର ଜୀବନ । କେନ୍ଦୁଝର ଯୋଡ଼ାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସ୍ତ୍ରୀକୁ ଜୀବନରୁ ମାରିଦେଲା ସଇତାନ ସ୍ବାମୀ

ବାରିପଦା: ସ୍ତ୍ରୀକୁ ଜୀବନରୁ ମାରିଦେଲା ସଇତାନ ସ୍ବାମୀ । ସ୍ତ୍ରୀକୁ ମାରି ଶବ ପାଖରେ ବସି ରହିଲା ସ୍ବାମୀ । ଚାନ୍ଦୁଆ ଥାନା ଟାଙ୍ଗଶୋଳ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା ? ଖବର ପାଇ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଲା ପୋଲିସ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନଥିବା ବେଳେ ପ୍ରାଥମିକ

ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ରଙ୍ଗର ପର୍ବ ହୋଲି ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ସେ କହିଛନ୍ତି, ରଙ୍ଗର ପର୍ବ ପବିତ୍ର ହୋଲି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ଭାତୃତ୍ୱ ଓ ସଦଭାବନାର ଏହି

ନାରାୟଣ ସେବାକେନ୍ଦ୍ର ପକ୍ଷରୁ ପାନୀୟ ଜଳ ବଣ୍ଟନର ଶୁଭାରମ୍ଭ

ବାଲିଗୁଡା : ସମଗ୍ର ରାଜ୍ୟରେ ଏବେ ଠାରୁ ହିଁ ପ୍ରବଳ ଖରା ସାଙ୍ଗକୁ ଗରମ ବୃଦ୍ଧି ପାଇବାରେ ଲାଗିଛି l ଏହା କନ୍ଧମାଳ ଜିଲ୍ଲାର ସମଗ୍ର ଅଞ୍ଚଳରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଯାତାୟାତ ପଥିକ ମାନଙ୍କ ପାଇଁ ନାରାୟଣ ସେବା

ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ: ସ୍ଥିତି ଅନୁଧ୍ୟାନ କରୁଛନ୍ତି ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ମେଟ୍ରୋ ପ୍ରକଳ୍ପ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୬ ହଜାର ୨୫୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରକଳ୍ପର ସମସ୍ତ ଖର୍ଚ୍ଚ

ପୁଣି ମାତିଲେ ସାରଥି ଅନୁଗାମୀ, ଜଗନ୍ନାଥ ଓ ସାରଥୀ ଏକ ବୋଲି ଦାବି କରିଛନ୍ତି ଭକ୍ତ

ଭୁବନେଶ୍ଵର: ସାରଥୀ ପ୍ରେମରେ ପୁଣି ବାଇଆ ହେଲେ ଭକ୍ତ । ଭଜନ କୀର୍ତ୍ତନରେ କମ୍ପୁଛି ସମଗ୍ର ଅଞ୍ଚଳ । ସାରଥୀଙ୍କ ଉପରେ ଥିବା କଟକଣାକୁ ଫୁ କରିଦେଇଛନ୍ତି ସାରଥୀ ଭକ୍ତ । କୋର୍ଟ କଚେରୀରେ ଫସିଥିବା ଭଣ୍ଡ ଅଭିଯୁକ୍ତ ବାବା ସାରଥୀଙ୍କ କ୍ରେଜ୍ ଏବେବି ତାଙ୍କ ଭକ୍ତଙ୍କ ଭିତରେ ଦେଖିବାକୁ ମିଳିଛି।

ଆଗାମୀ ୫ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ: ପାଣିପାଗ ବିଭାଗ

ଭୁବନେଶ୍ୱର: ଆସନ୍ତା ପାଞ୍ଚ ଦିନ ପାଇଁ ଓଡ଼ିଶା ରାଜ୍ୟ ପାଇଁ ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏକ ଗ୍ରୀଷ୍ମ ପ୍ରବାହ ସତର୍କତା ଜାରି କରାଯାଇଛି। ପାଣିପାଗ ବିଭାଗ ଏହି ପରିପ୍ରେକ୍ଷୀରେ ଏକ ସତର୍କ ପରାମର୍ଶ ଜାରି କରିଛି। ମଧ୍ୟାହ୍ନରେ ସିଧାସଳଖ ସୂର୍ଯ୍ୟ କିରଣରେ ବାହାରକୁ