Browsing Category

ଓଡିଶା

ଢାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା ଅଭିଯୋଗ, ଢ଼ାବାକୁ ସିଲ କଲା ଜିଲ୍ଲା ପ୍ରଶାସନ

ପୁରୀ : ପୁରୀରେ ଗୋ ମାଂସ ଚାଲାଣ ଭିଡିଓ ଭାଇରାଲ୍ ପ୍ରସଙ୍ଗରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ଦେଇଛନ୍ତି । ଭୁବନେଶ୍ୱର -ପୁରୀ NH -216 ସାକ୍ଷୀଗୋପାଳ ନିକଟସ୍ଥ ଜୟା ଢ଼ାବାରେ ମଟନ ସହ ଗୋ ମାଂସ ବିକ୍ରି ହେବା ଅଭିଯୋଗ ପରେ ପୋଲିସର ତନାଘନା ଜାରି । ଢ଼ାବାକୁ ସିଲ

୨୪ ବର୍ଷରେ ନବୀନ ସରକାର ସ୍ଲୋଗାନରେ ସୀମିତ ଥିଲା: ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ‘ସୁଭଦ୍ରା’ ଯୋଜନାର ୨ୟ କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଗଞ୍ଜାମ ଜିଲା ବ୍ରହ୍ମପୁର ବିବେକ ବିହାରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସୁଭଦ୍ରା ଟଙ୍କା ରିଲିଜ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ନିଜ

ମାର୍ଚ୍ଚରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବ: ୨ ସପ୍ତାହରେ ତାପମାତ୍ରା ୩ ରୁ ୪ ଡିଗ୍ରି ବୃଦ୍ଧି ପାଇବା ପୂର୍ବାନୁମାନ

ଭୁବନେଶ୍ୱର: ମାର୍ଚ୍ଚ ୯ ତାରିଖ ଠାରୁ ତାପମାତ୍ରା ୩ ରୁ ୪ ଡିଗ୍ରି ସେଲସିୟସ୍ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଇଏମଡି ପୂର୍ବାନୁମାନ କରିଛି। ପାଣିପାଗ ବିଶେଷଜ୍ଞମାନେ ଏହା ମଧ୍ୟ ସତର୍କ କରାଇ ଦେଇଛନ୍ତି ଯେ, ଆଗାମୀ ୨ ସପ୍ତାହ ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା

ମା’ ମାନଙ୍କୁ ବିଭ୍ରାନ୍ତ କରିବାକୁ ବିଜେପିର ଅପଚେଷ୍ଟାକୁ ବିରୋଧୀ କରିବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ବିଶ୍ୱ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ, ମାଆ ମାନେ ପରିବାରର ଶକ୍ତି । ସମାଜର ଶକ୍ତି । ୧୯୯୦ରେ ପ୍ରିୟ ନେତା ବିଜୁ ବାବୁ

ସାଇବର ଠକେଇ: ୮୭ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଦିଲ୍ଲୀ ମହିଳା ଗିରଫ

ଭୁବନେଶ୍ୱର : ୮୭ ଲକ୍ଷ ଟଙ୍କାର ଅନଲାଇନ୍ ଠକେଇ ଅଭିଯୋଗରେ ଦିଲ୍ଲୀରୁ ଜଣେ ମହିଳାଙ୍କୁ ଗିରଫ କଲା ଓଡ଼ିଶା କ୍ରାଇମବ୍ରାଞ୍ଚ୍‌ । ଗିରଫ ମହିଳା ଜଣକ ଦକ୍ଷିଣ ଦିଲ୍ଲୀର ବନ୍ଦନା ବାୱା ବୋଲି ଚିହ୍ନଟ କରାଯାଇଛି । ତେବେ ମହିଳାଙ୍କ ନିକଟରୁ ତଦନ୍ତକାରୀ ଦଳ ଏକ ମୋବାଇଲ୍ ଫୋନ୍, ୨ଟି ଭାରତୀୟ

ଖାତାକୁ ଆସିଲା ‘ସୁଭଦ୍ରା’ ଦ୍ବିତୀୟ କିସ୍ତି

ବ୍ରହ୍ମପୁର: ଖାତାକୁ ଆସିଲା ‘ସୁଭଦ୍ରା’ ଦ୍ବିତୀୟ କିସ୍ତି ଟଙ୍କା । ପ୍ରାୟ ୧ କୋଟି ମହିଳାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ପ୍ରାୟ ୧କୋଟି ହିତାଧିକାରୀ ପାଇଛନ୍ତି ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା । କୋଟିଏ ୬୪ ହଜାର ହିତାଧିକାରୀଙ୍କ

ସ୍କୁଲର ବାର୍ଷିକ ଉତ୍ସବ ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଉମରକୋଟ ସଦର ପୌର ପରିଷଦ ଅନ୍ତର୍ଗତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଦର୍ଗାଗୁଡ଼ା ୟୁ, ଭି, ୪ ନଂ ଗ୍ରାମରେ ପାଳିତ ହୋଇଯାଇଛି | ଏହି ଉତ୍ସବରେ ଗ୍ରାମର ସମସ୍ତ ଛାତ୍ର/ଛାତ୍ରୀ ଏବଂ ଅଭିଭାବକ ମାନେ

ଖରିଫ ଋତୁରେ ୧୫.୬୫ ଲକ୍ଷ ଚାଷୀଙ୍କଠାରୁ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଲୋକସେବା ଭବନରେ ବିଭାଗର ବିଭିନ୍ନ କାର୍ଯ୍ୟକଳାପ ଏବଂ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ଏହି ବୈଠକରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ଏବଂ ଓଡ଼ିଶା ରାଜ୍ୟ

ଗୋଷ୍ଠି ସଂଘର୍ଷ, ୫ ଆହତ, ଜଣେ ଗୁରୁତର

ଖୋର୍ଦ୍ଧା: ରଣକ୍ଷେତ୍ର ପାଲଟିଲା ଗୁଣ୍ଡୁରପୁର ଛକ । ଖୋର୍ଦ୍ଧା ଗୁଣ୍ଡୁରପୁର ଛକରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ଗତକାଲି ବିଳମ୍ବିତ ରାତିରେ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଗଣ୍ଡଗୋଳ ବେଳେ ୨ଟି ବାଇକ୍‌ ପୋଡ଼ିଦେବା ସହ ଟେକାପଥର ମାଡ଼ରେ ଦୁଇ ଗୋଷ୍ଠୀର ୬ ଜଣ ଆହତ ହୋଇଥିବା

ବ୍ରହ୍ମପୁର ରେଳ ଷ୍ଟେସନରୁ  ଆଜି ଅଯୋଧ୍ୟା, ବାରଣାସୀ ଅଭିମୁଖେ ବାହାରିଛି ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀ ଟ୍ରେନ ।…

ବ୍ରହ୍ମପୁର :-ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ୮୦୦ ଜଣ ବରିଷ୍ଠ ନାଗରିକଙ୍କୁ ନେଇ ଅଯୋଧ୍ୟା - ବାରଣାସୀକୁ ଯାତ୍ରା କରିଛି ଏହି ଟ୍ରେନ । ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଥିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଟ୍ରେନ ଯାତ୍ରା