Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ପୋଖରୀରେ ବୁଡ଼ିଗଲେ ୨ ନାବାଳିକା
ମୟୁରଭଞ୍ଜ: ପୋଖରୀରେ ବୁଡି ଦୁଇ ନାବାଳିକା ସାଙ୍ଗଙ୍କ ସଲିଳ ସମାଧି। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବଡ଼ଖଲାଡି ନଛିପୁର ଗାଁରେ। ଦାଣ୍ଡଘାଟ ଦେହୁରୀ ସାହି ବିଦ୍ୟାଳୟରେ ପାଠ ପଢ଼ୁଥିବା ଦୁଇ ସାଙ୍ଗ ୭ ବର୍ଷ ର ଶୁଭସନ୍ଧ୍ୟା ନାୟକ ଏବଂ ୮ ବର୍ଷ ର!-->…
ଆତ୍ମସମର୍ପଣ କଲେ ୧୨୪ ମାଓବାଦୀ
ମାଲକାନଗିରି : ମାର୍ଚ୍ଚ ୩୧ ପୂର୍ବର ସମାପ୍ତ ହେବ ଲାଲଗଡ଼ । ଆତ୍ମସମର୍ପଣ କଲେ ୧୨୪ଜଣ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦଣ୍ଡକାରଣ୍ଯ ସ୍ପେଶାଲ ଜୋନାଲ କମିଟିର ୧୨୪ଜଣ ମାଓବାଦୀ ତେଲେଙ୍ଗାନାରେ ଆତ୍ମସମର୍ପଣ କରିଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ!-->…
ଭିଜିଲାନ୍ସ ଜାଲରେ ଜଳସଂପଦ ବିଭାଗ ଯନ୍ତ୍ରୀ, ଘରୁ ବାହାରିଲା ପୁଳା ପୁଳା ଟଙ୍କା
ମାର୍ଶାଘାଇ : ଭିଜିଲାନ୍ସ ଜାଲରେ ଜଳସଂପଦ ବିଭାଗର କୋଟିପତି ଯନ୍ତ୍ରୀ । ଘରୁ ବାହାରିଲା ପୁଳା ପୁଳା ଟଙ୍କା । ନଗଦ ସାଢ଼େ ୪ ଲକ୍ଷ ଟଙ୍କା ଜବତ । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଇରିଗେସନ ସବ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୋଦ!-->…
ଛାତ୍ରୀଙ୍କୁ ଅସଦାଚରଣ: ହିନ୍ଦୀ ଶିକ୍ଷକ ଅଟକ
ବାସୁଦେବପୁର: ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ । ଥାନାରେ ଶିକ୍ଷକ ଅଟକ । ଭଦ୍ରକ ବାସୁଦେବପୁର ବ୍ଲକ ନଟିଆ ପାଳରେ ଥିବା ଜବାହାର ନବୋଦୟ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସେହି ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅସଦାଚରଣ କରିଥିବା!-->…
ସ୍କୁଲ ବନ୍ଦକୁ ନେଇ ଦୁଇ ସାହି ମୁହାଁମୁହିଁ
ଦଶପଲ୍ଲା : ସ୍କୁଲ ବନ୍ଦ ଯୋଗୁ ଦୁଇ ସାହି ମୁହାଁମୁହିଁ । ନୟାଗଡ଼ ଜିଲ୍ଲା ଗଣିଆ ଥାନା ବେଲପଡା ସ୍କୁଲ ବନ୍ଦ ଯୋଗୁ ଦୁଇ ସାହି ମଧ୍ୟରେ ଗଣ୍ଡଗୋଳ । ଛାତ୍ର ମୃତ୍ୟୁକୁ ନେଇ ଦୀର୍ଘ ମାସେ ହେଲା ସ୍କୁଲ ବନ୍ଦ ରହିଛି । ଫଳରେ ପରୀକ୍ଷା ଦେଇପାରୁନାହାନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟର ତାଲା!-->…
୫ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା
ରାୟଗଡ଼ା: ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା । ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଚାଟିକଣା ଅଞ୍ଚଳରେ ଜଣେ ୫ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯାଇଛି । ଏହାକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଛି । ଚାଟିକଣା ଷ୍ଟେସନ ସାହି ର ପୁରୁଷୋତ୍ତମ ଗନ୍ତାୟତଙ୍କ ପୁଅ ଋଷି!-->…
ପିଟିଦେଲା ହାଇୱା, ଚାଲିଗଲା ୩ ଜୀବନ
ଭୁବନେଶ୍ୱର : ସକାଳୁ ସକାଳୁ ରାଜଧାନୀରେ ଭୟଙ୍କର ସଡକ ଦୁର୍ଘଟଣା । ପିଟିଦେଲା ହାଇୱା, ଚାଲିଗଲା ୩ ଜୀବନ। ପାହାଳ ଥାନା ଅନନ୍ତପୁର ଛକ ନିକଟରେ ଏକ ହାଇୱା ଧକ୍କାରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ତିନି ଜଣ ଯୁବକ ବାଇକରେ ଯାଉଥିବା ବେଳେ ଏକ ହାଇୱା ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା!-->…
ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଦାଖଲ କରିବାରେ ବିଳମ୍ବ: ଓଡିଶା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ। କହିଲେ ସରକାରଙ୍କ ଆଚରଣ ଅତ୍ୟନ୍ତ ଅଳସୁଆମୀ। ସ୍ୱତନ୍ତ୍ର ଲିଭ୍ ପିଟିସନ୍ (SLP) ଦାଖଲ କରିବାରେ ଚାରି ମାସ ବିଳମ୍ବ ପାଇଁ ସୁପ୍ରିମକୋର୍ଟ ଓଡ଼ିଶା ସରକାରଙ୍କୁ ଭର୍ତ୍ସନା କରିଛନ୍ତି। କୋର୍ଟ ରାଜ୍ୟର ମନୋଭାବକୁ “ଅତ୍ୟନ୍ତ!-->…
ଯୁଦ୍ଧ ର ପ୍ରଭାବ :ହାଣ୍ଡିଶାଳ ଉପରେ ମାଡ଼ ଜାଳେଣି ଗ୍ୟାସ ୬୦ ଟଙ୍କା ବୃଦ୍ଧି…
କେନ୍ଦ୍ର ଓ ରାଜ୍ୟ ସରକାର ଜି.ଏସ.ଟି ଟ୍ୟାକ୍ସ ଛାଡ଼ ପାଇଁ ସାଧରଣ ରେ ଦାବୀ…..!ବ୍ରହ୍ମପୁର ନିଃସର୍ତ୍ତ ନିୟୁଜ : ଯୁଦ୍ଧର ପ୍ରଭାବ ଯୋଗୁଁ ଜାଳେଣି ଗ୍ୟାସରେ ଆଜି ଠାରୁ ଘରୋଇ ଗ୍ୟାସ ସିଲେଣ୍ଡେର ରେ ୬୦ ଟଙ୍କା ବୃଦ୍ଧି ହୋଇଛି। ସାଧରଣ ଲୋକଙ୍କ ହାଣ୍ଡିଶାଳ ଉପରେ ଏହାର ପ୍ରଭାବ ଦେଖିବାକୁ!-->…
ଆସିକାରେ ଦୀର୍ଘ ଦିନ ହେଲା ବନ୍ଦ ଥିବା ବିବାଦୀୟ ଚେରମେରିଆ ବେଆଇନ ବାଲି ଘାଟ ପୁଣି ଚାଲିବା ପାଇଁ ପ୍ରସ୍ତୁତି …..!
ଜାଲ ବିଛାଇଲେଣି ବାଲି ମାଫିଆ ଅଦୃଶ୍ୟ ଶକ୍ତି ର ଆଦେଶ କୁ ଅପେକ୍ଷା...
ଅଦୃଶ୍ୟ ଶକ୍ତି ଚାପରେ ପ୍ରଶାସନ ଚେପା …..!ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁବେଳେ ଚର୍ଚ୍ଚାରେ ରହିଆସିଛି। ପୂର୍ବରୁ ଦୀର୍ଘ ବର୍ଷ ହେଲା ଜିଲ୍ଲାର ଚୋରା ବାଲି ସମ୍ରାଟ ହାତରେ ଆସିକା ଚେରମେରିଆ ବାଲି!-->!-->!-->…